ଚର୍ଚ୍ଚାରେ ‘3 Idiots’ର ୱାଙ୍ଗଚୁକ୍: ମାଇନସ୍ ୧୮ଡିଗ୍ରୀ ତାପମାତ୍ରାରେ ଲଦାଖର ଖୋଲା ଆକାଶତଳେ କାହିଁକି ଶୋଇଛନ୍ତି ଜାଣନ୍ତୁ?
ନୂଆଦିଲ୍ଲୀ: ଲଦାଖର ୟୁନିଅନ୍ ଟେରିଟୋରୀରେ ରହୁଥିବା ଜଣେ ଶିକ୍ଷାବିତ୍ ତଥା ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ କହିଛନ୍ତି ଯେ ପ୍ରଶାସନ ତାଙ୍କ ସ୍ୱରକୁ ଦମନ କରିବାକୁ ଚାହୁଁଛି। ଲଦାଖର ପରିବେଶ ଏବଂ ସଂସ୍କୃତି ବଞ୍ଚାଇବା…