ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା : ଦିନ ୧୨ଟା ସୁଦ୍ଧା କିଏ ଆଗୁଆ? ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟନ ନିର୍ବାଚନ ସରିଥିବା ବେଳେ ଆଜି ଭୋଟ ଗଣତି ଚାଲିଛିି । ୩ ଦିନ ଧରି ଚାଲିବ ଭୋଟ ଗଣତି । ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଚାଲିଛଇ । ୩୧୪ ବ୍ଲକର ଗୋଟିଏ ଲେଖାଏଁ ଜୋନ ପାଇଁ ଗଣତି ହେଉଛି । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ୨ଟି ଜୋନର ଗଣତି ଚାଲିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡ଼ି ୨୪୮ରେ ଆଗୁଆ ଥିବା ବେଳେ ବିଜେପି ୩୦, କଂଗ୍ରେସ ୧୩ ଓ ଅନ୍ୟାନ୍ୟ ପ୍ରାର୍ଥୀ ୫ରେ ଆଗୁଆ ରହିଛନ୍ତି ।
ତେବେ ଆସନ୍ତୁ ଜାଣିବା ଜିଲ୍ଲା ପରିଷଦ ପ୍ରାର୍ଥୀ ହିସାବରେ କିଏ ଆଗୁଆ ରହିଛି…

କଟକ:-
ଟାଙ୍ଗି-ଚୌଦ୍ୱାର ଜୋନ ୧୦ରେ ବିଜେଡିର ବିଶ୍ୱଜିତ ପ୍ରଧାନ ଆଗୁଆ ଅଛନ୍ତି ।
ଆଠଗଡ଼ ଜୋନ ୧ରେ ବିଜେଡିର ଶାନ୍ତିଲତା ବେହେରା ଆଗୁଆ ଅଛନ୍ତି ।
ବାଙ୍କୀ ଜୋନ ୩୪ରେ ବିଜେଡିର ରଶ୍ମିତା ସାହୁ ଆଗୁଆ ଅଛନ୍ତି ।
ବାରଙ୍ଗ ଜୋନ ୩୨ରେ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ଆଗୁଆ ଅଛନ୍ତି ।
ମାହାଙ୍ଗା ଜୋନ ୩୯ରେ ବିଜେଡି ଆଗୁଆ ରହିଛି ।

ଖୋର୍ଦ୍ଧା:-
ବେଗୁନିଆ ଜୋନ୍ ୨୨ରେ ବିଜେଡିର ପ୍ରକାଶ ସାହୁ ଆଗୁଆ ଅଛନ୍ତି ।
ବୋଲଗଡ଼ ଜୋନ ୨୫ରେ ବିଜେଡିର ସୁନନ୍ଦିତା ସାହୁ ଆଗୁଆ ଅଛନ୍ତି ।
ଚିଲିକା ଜୋନ ୪ରେ ବିଜେପିର ସୁକାନ୍ତି ଦେଇ ଆଗୁଆ ଅଛନ୍ତି ।
ଖୋର୍ଦ୍ଧା ଜୋନ ୧ରେ ବିଜେପିର ପ୍ରବୀଣା ଭଞ୍ଜଦେଓ ଆଗୁଆ ଅଛନ୍ତି ।
ଜଟଣୀ ଜୋନ ୭ରେ ବିଜେଡିର ମୋହିନୀ ନାଏକ ଆଗୁଆ ଅଛନ୍ତିି ।
ବାଣପୁର ଜୋନ ୧୩ରେ ବିଜେଡିର ସସ୍ମିତା ପ୍ରଧାନ ଆଗୁଆ ।
ଟାଙ୍ଗି ଜୋନ ୯ରେ ବିଜେଡିର ମିତାଞ୍ଜଳି ବଳିୟାରସିଂହ ଆଗୁଆ ।

ଗଞ୍ଜାମ:-
ଆସିକା ଜୋନ୍ ୧ରେ ବିଜେଡିିର ତନ୍ମୟୀ ନାହାକ ଆଗୁଆ ରହିଛନ୍ତି ।
ସୋରଡ଼ା ଜୋନ୍ ୧ରେ ବିଜେଡିର ସମରେନ୍ଦ୍ର ସାହୁ ଆଗୁଆ ରହିଛନ୍ତି ।
ବୁଗୁଡ଼ା ଜୋନ ୪ରେ ବିଜେଡ଼ିର ସସ୍ମିତା ସ୍ୱାଇଁ ଆଗୁଆ ରହିଛନ୍ତି ।
ବେଲଗୁଣ୍ଠା ଜୋନ ୪୭ରେ ବିାଜଡିର ପୂର୍ଣ୍ଣାବାସୀ ନାଏକ ଆଗୁଆ ରହିଛନ୍ତି ।
କୁକୁଡ଼ାଖଣ୍ଡି ଜୋନ ୮ରେ ବିଜେଡିର ଶିବାନୀ ସେଠୀ ଆଗୁଆ ରହିଛନ୍ତି ।
ପୁରୁଷୋତ୍ତମପୁର ଜୋନ ୩୫ରେ ବିଜେଡିର ପିଙ୍କି ନାହାକ ଆଗୁଆ ଅଛନ୍ତି ।
ସାନଖେମୁଣ୍ଡି ଜୋନ ୫୯ରେ ବିଜେଡିର ବିଜୟ ପ୍ରଧାନ ଆଗୁଆ ଅଛନ୍ତି ।
ପୋଲସରା ଜୋନ ୩୮ରେ ବିଜେପିର ଧର୍ମେନ୍ଦ୍ର ପାଢ଼ୀ ଆଗୁଆ ଅଛନ୍ତି ।
ଜଗନ୍ନାଥ ଜୋନ ୨୨ରେ ବିଜେଡିର ଶିବ ସେଠୀ ଆଗୁଆ ଅଛନ୍ତି ।
କବିସୂର୍ଯ୍ୟନଗର ଜୋନ ୫ରେ ବିଜେଡିର ବଳରାମ ପ୍ରଧାନ ଆଗୁଆ ଅଛନ୍ତି ।
ହିଂଜିଳି ଜୋନ ୬୭ରେ ବିଜେଡିର ନନ୍ଦୀ ସୁଦେଷ୍ଣା ଆଗୁଆ ଅଛନ୍ତି ।
ଖଲ୍ଲିକୋଟ ଜୋନ ୧୧ରେ ବିଜେଡିର ସୋନମ ପଲେଇ ଆଗୁଆ ଅଛନ୍ତି ।

ଜଗତସିଂହପୁର:-
ଏରସାମ ଜୋନ ୧ରେ ବିଜେଡିର ପ୍ରଣମ ସ୍ୱାଇଁ ଆଗୁଆ ଅଛନ୍ତି ।
ବାଲିକୁଦା ବ୍ଲକ ଜୋନ ୧ରେ ବିଜେଡିର ଡଲି ପଣ୍ଡା ଆଗୁଆ ଅଛନ୍ତି ।
ନାଉଗାଁ ଜୋନ ୧୭ରେ ବିଜେଡିର ଅମିତା ସ୍ୱାଇଁ ଆଗୁଆ ଅଛନ୍ତି ।

ଯାଜପୁର:-
ବିଂଝାରପୁର ଜୋନ ୨୫ରେ ବିଜେଡିର ଅହଲ୍ୟା ସ୍ୱାଇଁ ଆଗୁଆ ଅଛନ୍ତି ।
ଦାନଗଦି ଜୋନ ୮ରେ ବିଜେଡିର ସ୍ମୃତିରାଣୀ ରାଉତ ଆଗୁଆ ଅଛନ୍ତି ।
ଯାଜପୁର ଜୋନ ୨୯ରେ ବିଜେଡିର ପ୍ରେମାନନ୍ଦ ଜେନା ଆଗୁଆ ଅଛନ୍ତି ।

ଢେଙ୍କାନାଳ:-
ଗଁଦିଆ ଜୋନ ୧୦ରେ ବିଜେଡିର ବିଶ୍ୱନାଥ ଚିନାରା ଆଗୁଆ ଅଛନ୍ତି ।
କାମାକ୍ଷାନଗର ଜୋନ ୭ରେ ବିଜେଡିର ଦୀପ୍ତିମୟୀ ବିଶ୍ୱାଳ ଆଗୁଆ ଅଛନ୍ତି ।
ଓଡ଼ାପଡ଼ା ଜୋନ ୧ରେ ବିଜେଡିର ପ୍ରତିମା ନାଏକ ଆଗୁଆ ।
ପରଜଙ୍ଗ ଜୋନ ୧୮ରେ ବିଜେପିର ଏଲିନା ଭୂତିଆ ଆଗୁଆ ।
ଭୁବନ ଜୋନ -୨୧ରେ ବିଜେଡିର ସୁଭଦ୍ରା ପାତ୍ର ଆଗୁଆ ।
କଙ୍କଡ଼ାହାଡ଼ ଜୋନ ୪ରେ ବିଜେଡିର ନବକିଶୋର ସାହୁ ଆଗୁଆ ।
ହିନ୍ଦୋଳ ଜୋନ ୨୪ରେ ବିଜେପିର ସୁନିତା ନାଥ ଆଗୁଆ ।

କନ୍ଧମାଳ:-
ଜି.ଉଦୟଗିରି ଜେନା ୫ରେ ବିଜେପିର ସତ୍ୟଭାମା ନାଏମ ଆଗୁଆ ଅଛନ୍ତି ।
କୋଟଗଡ଼ ଜୋନ ୨ରେ ବିଜେଡିର ସୁଶାନ୍ତ କହଁର ଆଗୁଆ ଅଛନ୍ତି ।
ବାଲିଗୁଡ଼ା ଜୋନ ୧୫ରେ ବିଜେଡିର ନନ୍ଦିନୀ ମଲ୍ଲିକ ଆଗୁଆ ଅଛନ୍ତି ।

ନୟାଗଡ଼ା:-
ଜୋନ୍ ୧୬ରେ ବିଜେଡି ପ୍ରାର୍ଥୀ ଯସ୍ମିନ ଦାଶ ଆଗୁଆ ରହିଛନ୍ତି ।
ନୟାଗଡ଼ ଜୋନ ୧୨ରେ ବିଜେଡିିର ସୁବାସ କହଁର ଆଗୁଆ ଅଛନ୍ତି ।
ଓଡ଼ଗାଁ ଜୋନ ୧ରେ ବିଜେଡିର ଝିଲ୍ଲୀ ପ୍ରଧାନ ଆଗୁଆ ଅଛନ୍ତି ।
ରଣପୁର ଜୋନ ୧ରେ ବିଜେପିର ସସ୍ମିତା ମାର୍ଥା ଆଗୁଆ ଅଛନ୍ତି ।
ଦଶପଲ୍ଲା ଜୋନ ୯ରେ ବିଜେଡିର ହରିଶ୍ଚନ୍ଦ୍ର ଜାନି ଆଗୁଆ ।
ଭାପୁର ଜୋନ ୧୮ରେ ବିଜେଡିର ଧର୍ମେନ୍ଦ୍ର ଧଳ ଆଗୁଆ ।
ଖଣ୍ଡପଡ଼ା ଜୋନ ୫ରେ ବିଜେଡିର ରାମେଶ୍ୱର ଶତପଥୀ ଆଗୁଆ ।
ଗଣିଆ ଜୋନ ୮ରେ ବିଜେପିର ସୁଶାନ୍ତ ନାଏକ ଆଗୁଆ ।

ରାୟଗଡ଼ା:-
ରାମନାଗୁଡ଼ା ୧୮ ନମ୍ବର ଜୋନରେ ବିଜେଡ଼ିର ଗଗନ ଆଚାର୍ଯ୍ୟ ଆଗୁଆ ରହିଛନ୍ତି ।
ଗୁଣପୁର ଜୋନ-୯ରେ କଂଗ୍ରେସର ଇଗାନ୍ ଗମାଙ୍ଗ ଆଗୁଆ ଅଛନ୍ତି ।

ବୌଦ୍ଧ:-
୪ ନମ୍ବର ଜୋନରେ ବିଜେପିର ରାକେଶ ତ୍ରିପାଠୀ ଆଗୁଆ ରହିଛନ୍ତି ।
କଣ୍ଟାମାଳ ଜୋନ ୧ରେ ବିଜେପିର ପଦ କହଁର ଆଗୁଆ ଅଛନ୍ତି ।

କେନ୍ଦୁଝର :-
ଆନନ୍ଦପୁର ଜୋନ ୧ରେ ବିଜେଡ଼ିର ଟୁନି ରଣା ଆଗୁଆ ଅଛନ୍ତି ।
କେନ୍ଦୁଝର ଜୋନ୍ ୪ରେ ବିଜେଡ଼ିର ଲୀଳାବତୀ ମହାନ୍ତି ଆଗୁଆ ଅଛନ୍ତି ।
ଘଟଗାଁ ଜୋନ ୧ରେ ବିଜେଡିର ଯାଜ୍ଞସେନୀ ମହାନ୍ତି ଆଗୁଆ ଅଛନ୍ତିି ।
ପାଟଣା ଜୋନ ୨୧ରେ ବିଜେଡିର ପ୍ରଫୁଲ୍ଲ ନାଏକ ଆଗୁଆ ଅଛନ୍ତି ।
ଘସିପୁରା ଜୋନ ୧୦ରେ ବିଜେଡିର ମଧୁସ୍ମିତା ଦାସ ଆଗୁଆ ଅଛନ୍ତି ।
ଯୋଡ଼ା ଜୋନ ନମ୍ବର ୨୬ରେ ବିଜେଡିର ଶଶିକାନ୍ତ ଖିଲାର ଆଗୁଆ ଅଛନ୍ତି ।
ତେଲକୋଇ ଜୋନ ୧୯ରେ ବିଜେପିର ଶୈଳବାଳା ନାଏକ ଆଗୁଆ ଅଛନ୍ତିି ।
ପାଟଣା ଜୋନ ୭ରେ ବିଜେପିର ସତ୍ୟବ୍ରତ ନାଏକ ଆଗୁଆ ଅଛନ୍ତି ।

କୋରାପୁଟ:-
ଜୟପୁର ଜୋନ ୧ରେ ବିଜେଡିର ତପତୀ ପଟ୍ଟନାୟକ ଆଗୁଆ ଅଛନ୍ତି ।

ମୟୁରଭଞ୍ଜ:-
କରଞ୍ଜିଆ ଜୋନ ୬ରେ ବିଜେଡିର ବୀଣାପାଣି ନାଏକ ଆଗୁଆ ଅଛନ୍ତି ।
ଗୋପବନ୍ଧୁ ନଗର ଜୋନ ୧୪ରେ ବିଜେପିର ସୁଶାନ୍ତି ପରିଡ଼ା ଆଗୁଆ ଅଛନ୍ତି ।
କପ୍ତିପଦା ଜୋନ ୩ରେ ବିଜେପିର ବିଜୟଲକ୍ଷ୍ମୀ ମାଝୀ ଆଗୁଆ ରହିଛନ୍ତି ।
ଖୁଣ୍ଡା ଜୋନ ୧୨ରେ ବିଜେଡିର ହୃଦାନନ୍ଦ ମୁର୍ମୁ ଆଗୁଆ ଅଛନ୍ତି ।
ବେତନଟୀ ଜୋନ ୩୫ରେ ବିାଜଡିର ବିଶ୍ୱନାଥ ହେମ୍ବୁମ ଆଗୁଆ ଅଛନ୍ତି ।
ଉଦାଳ ଜୋନ ୧ରେ ଜେଏମଏମର ଖିରମଣୀ ମୁର୍ମୁ ଆଗୁଆ ଅଛନ୍ତି ।
ବାରିପଦା ଜୋନ ୨୯ରେ ବିଜେପିର ପ୍ରଭାବତି ମହାନ୍ତ ଆଗୁଆ ।
ଯଶିପୁର ଜୋନ ୪୧ରେ ବିଜେଡିର ମିନତୀ ନାଏକ ଆଗୁଆ ।

ସୁନ୍ଦରଗଡ଼:-
କୋଇଡା(କ)ରେ ସିପିଆଇଏମର ସୁଶିଲ ମୁଣ୍ଡା ଆଗୁଆ ଅଛନ୍ତି ।
ଟାଙ୍ଗରପାଲି ଜୋନ ୧ରେ ବିଜେପିର ପୂଜା ପଟେଲ ଆଗୁଆ ଅଛନ୍ତି ।
କୁତ୍ରା ଜୋନ ୧ରେ ବିଜେଡିର ପିଙ୍କି ସୁନାନୀ ଆଗୁଆ ରହିଛନ୍ତି ।
ବଡ଼ଗାଁ ଜୋନ ୧ରେ ବିଜେଡ଼ିର ଅମିୟ ପ୍ରଧାନ ଆଗୁଆ ରହିଛନ୍ତି ।
ସୁନ୍ଦରଗଡ଼ ଜୋନ ୧ରେ ବିଜେଡିର ଅଶ୍ୱିନୀ ନାଏକ ଆଗୁଆ ।
ରାଜଗାଙ୍ଗପୁର ଜୋନ ୧ରେ ବିଜେଡିର ସୁଶିଲା ଟପ୍ପୋ ଆଗୁଆ ।

ବରଗଡ଼:-
ଜୋନ ୧ରେ ବିଜେପିର ମୁକ୍ତା ସାହୁ ଆଗୁଆ ରହିଛନ୍ତି ।
ଅମ୍ବାଭୋନା ଜୋନ ୧ରେ ବିଜେଡିର ନୀଳକୁମାରୀ ନାଏକ ଆଗୁଆ ରହିଛନ୍ତି ।
ଝାରବନ୍ଧ ଜୋନ ୧ରେ ବିଜେଡିର ସୁଶିଲ ମରେଇ ଆଗୁଆ ଅଛନ୍ତି ।
ଅତାବିରା ଜୋନ ୧ରେ ବିଜେଡିର ସୁଦାମ ଜାଲ ଆଗୁଆ ଅଛନ୍ତି ।
ସୋହେଲା ଜୋନ ୩୨ରେ ବିଜେଡିର ଜାଇଫୁଲ ସିଂବରିହା ଆଗୁଆ ଅଛନ୍ତି ।
ପାଇକମାଳ ଜୋନ ୧୧ରେ ବିଜେଡିର ଗୀତାଞ୍ଜଳି ପୁଟା ଆଗୁଆ ଅଛନ୍ତି ।
ବରଗଡ଼ ସଦର ଜୋନ ୧୪ରେ ବିଜେଡିର ପୁଷ୍ପା ଭୋଇ ଆଗୁଆ ।
ଭେଡେନ ବ୍ଲକ ଜୋନ-୨୬ରେ ବିଜେଡିର ପଦ୍ମିନୀ ଗଡ଼ତିଆ ଆଗୁଆ ଅଛନ୍ତି ।
ବିଜେପୁର ଜୋନ ୨୧ରେ ବିଜେପିର ଆହ୍ଲାଦିନୀ ମହାପାତ୍ର ଆଗୁଆ ଅଛନ୍ତି ।
ଗାଇସିଲେଟ ଜୋନ ୭ରେ ବିଜେଡିର ନୀଳମଣି ବରିହା ଆଗୁଆ ଅଛନ୍ତି ।
ଭଟଲି ଜୋନ ୨୪ରେ ବିଜେଡିର ଭାରତୀ ଭୁଏ ଆଗୁଆ ଅଛନ୍ତି ।

ପୁରୀ:-
କଣାସ ଜୋନ ୧ରେ ବିଜେଡିର ପ୍ରଣତୀ ଜେନା ଆଗୁଆ ଅଛନ୍ତି ।
ବ୍ରହ୍ମଗିରି ଜୋନ ୨୮ରେ ବିଜେଡିର କୈଳାସ ପରିଡା ଆଗୁଆ ।
ନିମାପଡ଼ା ଜୋନ ୧୮ରେ ବିଜେଡିର କୁଞ୍ଜଲିା ସାମଲ ଆଗୁଆ ।
ପୁରୀ ସଦର ଜୋନ ୨୫ରେ ବିଜେଡିର ମୋନାଲି ମିଶ୍ର ଆଗୁଆ ।
ଅନ୍ତରଙ୍ଗ ଜୋନ ୧ରେ ବିଜେଡିର ସରସ୍ୱତୀ ସ୍ୱାଇଁ ଆଗୁଆ ।
କାକଟପୁର ଜୋନ୬ରେ ବିଜେଡିର ଜ୍ୟୋତ୍ସାରାଣୀ ଦଳାଇ ଆଗୁଆ ।
କୃଷ୍ଣପ୍ରସାଦ ଜୋନ ୯ରେ ବିଜେଡିର ଲକ୍ଷ୍ମୀଧର ସାହୁ ଆଗୁଆ ।
ଗୋପ ଜୋନ ୧୧ରେ ବିଜେଡିର ଧର୍ମେନ୍ଦ୍ର ସାହୁ ଆଗୁଆ ।
ଡେଲାଙ୍ଗା ଜୋନ ୧୫ରେ ବିଜେଡିର ପ୍ରଜ୍ଞା ଛୋଟରାୟ ଆଗୁଆ ।
ପିପିଲି ଜୋନ ୨୨ରେ ବିଜେଡିର ସୁଶ୍ରୀସଂଗିତା ବେହେରା ଆଗୁଆ ।
ସତ୍ୟବାଦୀ ଜୋନ ୨୧ରେ ବିଜେଡିର ନାରାୟଣ ରାଉତରାୟ ଆଗୁଆ ।

ଅନୁଗୁଳ:-
ଅନୁଗୁଳ ଜୋନ ୧ରେ କାଜଲ ପଟ୍ଟନାୟକ ଆଗୁଆ ଅଛନ୍ତି ।
ପାଲଲହଡ଼ା ଜୋନ ୨୨ରେ ବିଜେପିର ଗୁରୁଚରଣ ହେମ୍ବ୍ରୁମ ଆଗୁଆ ରହିଛନ୍ତି ।
କିଶୋରନଗର ଜୋନ ୧୧ରେ ବିଜେପିର ବବିତା ପ୍ରଧାନ ଆଗୁଆ ଅଛନ୍ତି ।
ଆଠମଲ୍ଲିକ ଜୋନ ୫ରେ ବିଜେଡିର ରଶ୍ମିରେଖା ମାହାର ଆଗୁଆ ଅଛନ୍ତି ।
ଛେଣ୍ଠିପଦା ଜୋନ ୧୪ରେ ବିଜେପିର ଅଖିଳ ଗଡ଼ନାୟକ ଆଗୁଆ ଅଛନ୍ତି ।

ବାଲେଶ୍ୱର:-
ବାଲେଶ୍ୱର ସଦର ଜୋନ ୧ରେ ବିଜେଡିର ସଞ୍ଜୟ ଦାସ ଆଗୁଆ ରହିଛନ୍ତି ।
ବସ୍ତା ଜୋନ ୧୪ରେ ବିଜେଡିର ବିଷ୍ଣୁପ୍ରିୟା ବୁଗୁଡ଼ି ଆଗୁଆ ରହିଛନ୍ତି ।
ନୀଳଗିରି ଜୋନ ୧୧ରେ ବିଜେଡିର ସୁବର୍ଣ୍ଣମଞ୍ଜରୀ ସିଂହ ଆଗୁଆ ଅଛନ୍ତି ।

ବଲାଙ୍ଗିର:-
ବେଲପଡ଼ା ଜୋନ ୧ରେ ବିଜେଡ଼ିର ଜୟ ଧରୁଆ ଆଗୁଆ ଅଛନ୍ତି ।
ଟିଟିଲାଗଡ଼ ଜୋନ ୭ରେ ବିାଜଡିର ଗୀତା ବିଶି ଆଗୁଆ ଅଛନ୍ତି ।
ଗୁଡ଼ଭେଲା ଜୋନ ୫ରେ ବିଜେଡିର ପ୍ରଦୀପ ପଣ୍ଡା ଆଗୁଆ ଅଛନ୍ତି ।
ତୁରେଇକେଲା ଜୋନ ୧୦ରେ ବିଜେପିର ମମତା ମେହେର ଆଗୁଆ ଅଛନ୍ତି ।
ସଇଁତଳା ଜୋନ ୩୦ରେ ବିଜେଡିର ହିମାଚଳ ବୁଡ଼େକ ଆଗୁଆ ।
ସଦର ବ୍ଲକ ଜୋନ ୨୨ରେ ବିଜେଡିର ଅନାମିକା ହୋତା ଆଗୁଆ ।
ବଙ୍ଗୋମୁଣ୍ଡା ଜୋନ ୨୦ରେ ବିଜେଡିର ଥବୀର ବାଗ ଆଗୁଆ ।
ଲୋଇସିଂହା ଜୋନ ୩୩ରେ ବିଜେଡିର ନୀଳିମା ବେହେରା ଆଗୁଆ ।
ପୁଇଁଳତା ଜୋନ ୧୭ରେ ବିଜେଡିର ଲିପିକା ପ୍ରଧାନ ଆଗୁଆ ।
ପାଟଣାଗଡ଼ ଜୋନ ୧୪ରେ ବିଜେଡିର ବିଶ୍ୱେଶ୍ୱରୀ ବରିହା ଆଗୁଆ ।

ନବରଙ୍ଗପୁର:-
ଚନ୍ଦାହାଣ୍ଡି ଜୋନ ୧ରେ ବିଜେଡିର ବର୍ଷାରାଣୀ ପଟେଲ ଆଗୁଆ ଅଛନ୍ତି ।
ନବରଙ୍ଗପୁର ଜୋନ ୧ରେ କଂଗ୍ରେସର କପୁର ଚନ୍ଦ୍ର ନାଏକ ଆଗୁଆ ଅଛନ୍ତି ।
ଡାବୁଗାଁ ଜୋନ ୧୨ରେ ବିଜେଡିର ଧନସିଂ ଭତ୍ରା ଆଗୁଆ ରହିଛନ୍ତି ।
ଉମରକୋଟ ଜୋନ ୧ରେ ବିଜେଡିର ଚନ୍ଦନ ରାୟ ଆଗୁଆ ଅଛନ୍ତି ।
ପାପଡାହାଣ୍ଡି ଜୋନ ୨୦ରେ କଂଗ୍ରେସର ଉଆସୁଁ ମାଝୀ ଆଗୁଆ ଅଛନ୍ତି ।
ନନ୍ଦାହାଣ୍ଡି ଜୋନ ୧୮ରେ ବିଜେଡିର ନାରାୟଣ ରଥ ଆଗୁଆ ଅଛନ୍ତି ।

ଭଦ୍ରକ:-
ଭଣ୍ଡାରୀପୋଖରୀ ଜୋନ ୨୨ରେ ବିଜେଡିର ବଦ୍ରି ରାଉତ ଆଗୁଆ ଅଛନ୍ତି ।
ଜୋନ ୨୫ରେ ବିଜେଡିର ପ୍ରତିମା ଜେନା ଆଗୁଆ ଅଛନ୍ତି ।
ଚାନ୍ଦବାଲି ଜୋନ ୧ରେ ବିଜେଡିର ପ୍ରିନ୍ସ ରାକେଶ ନାୟକ ଆଗୁଆ ।
ତିହିଡି ଜୋନ ୬ରେ ବିଜେଡିର ରୁଜାତା ପଣ୍ଡା ଆଗୁଆ ।
ବନ୍ତ ଜୋନ ୧୪ରେ ବିଜେଡିର ରୁନିତା ଦାଶ ଆଗୁଆ ।

ମାଲକାନଗିରି:-
କୋରକୋଣ୍ଡା ଜୋନ ୪ରେ କଂଗ୍ରେସର ରାମେ ପଡିଆମି ଆଗୁଆ ଅଛନ୍ତି ।
ଖଇରପୁର ଜୋନ ୬ରେ ବିାଜଡିର ବଳୀ ମାଝୀ ଆଗୁଆ ଅଛନ୍ତି ।
ମାଲକାନଗିରି ଜୋନ ୧ରେ ବିଜେଡିର କୁନି ଭୂମିଆ ଆଗୁଆ ଅଛନ୍ତି ।
ମାଥିଲି ଜୋନ ୮ରେ ବିଜେଡିର ଲକ୍ଷ୍ମୀପ୍ରିୟା ନାଏକ ଆଗୁଆ ଅଛନ୍ତି ।
ପଡ଼ିଆ ଜୋନ ୭ରେ ବିଜେପିର ଲିପ୍ସା ରାୟ ଆଗୁଆ ଅଛନ୍ତି ।
ଚିତ୍ରକୋଣ୍ଡା ଜୋନ ୧୪ରେ ବିଜେଡିର ଭେଙ୍କଟେଶ୍ୱର ପପୁଲୁ ଆଗୁଆ ଅଛନ୍ତି ।

ଝାରସୁଗୁଡ଼ା:-
ଲଇକେରା ଜୋନ ୧ରେ ବିଜେଡିର ତୁଲାବତୀ ମିଞ୍ଜ ଆଗୁଆ ଅଛନ୍ତି ।
କୋଲାବିରା ଜୋନ ୧ରେ ବିଜେଡିର ନୃପଲାଲ ପଶାୟତ ଆଗୁଆ ଅଛନ୍ତି ।
ଝାରସୁଗୁଡ଼ା ସଦର ଜୋନ ୧ରେ ବିଜେଡିର ଝରଣା ସାଗର ଆଗୁଆ ଅଛନ୍ତି ।

ସୁବର୍ଣ୍ଣପୁର:-
ଉଲୁଣ୍ଡା ଜୋନ ୧ରେ ବିଜେଡିର ବିଜୟଲକ୍ଷ୍ମୀ ତରାଇ ଆଗୁଆ ଅଛନ୍ତି ।