ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହଇଚଇ ସୃଷ୍ଟି କରିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୧ ହଜାର ୯୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୨୭ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୮୫୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୧୧୫, ସୁନ୍ଦରଗଡରୁ ୮୪୦, ଅନୁଗୁଳରୁ ୭୨୯, କଳାହାଣ୍ଡିରୁ ୬୫୯, ମୟୂରଭଞ୍ଜରୁ ୬୪୨, ବରଗଡରୁ ୪୫୦, ପୁରୀରୁ ୪୨୭, ସମ୍ବଲପୁରରୁ ୩୭୪, ବାଲେଶ୍ୱରରୁ ୩୨୮, କେନ୍ଦ୍ରାପଡାରୁ ୩୨୧, ନବରଙ୍ଗପୁରରୁ ୩୧୫, ଝାରସୁଗୁଡାରୁ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Another 11095 Covid patients have recovered and are being discharged on 01.06.2021
1859 from Khordha
1115 from Cuttack
840 from Sundargarh
729 from Anugul
659 from Kalahandi
642 from Mayurbhanj
450 from Bargarh
427 from Puri
374 from Sambalpur
328 from Baleswar— H & FW Dept Odisha (@HFWOdisha) June 1, 2021
100 from Kandhamal
97 from Deogarh
84 from Malkangiri
67 from Nuapada
65 from Gajapati
332 from State PoolThe total recovered cases of Odisha now stand at 692027
— H & FW Dept Odisha (@HFWOdisha) June 1, 2021