fbpx

ହୀରାକୁଦରୁ ଆଜି ଖୋଲିଲା ପୁଣି ୫ଟି ଗେଟ୍

ସମ୍ବଲପୁର,୪ ।୭(ଓଡିଶା ଭାସ୍କର): ହୀରାକୁଦ ଡ୍ୟାମରୁ ଆଜି ପୁଣି ଖୋଲାଯାଇଛି ୫ଟି ଗେଟ୍ । ବର୍ତ୍ତମାନ ସମୟରେ ସମୁଦାୟ ୭ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍ମାସନ ହୋଇଛି । ଅନ୍ୟପଟେ ଏବେ ଜଳଭଣ୍ଡାରୀ ଜଳସ୍ତର ୬୦୨.୧୨ ଫୁଟ ରହିଛି ।

Get real time updates directly on you device, subscribe now.