fbpx

ରିଭିଲିଂ ବିକିନି ଟପ୍ ରେ ନଜର ଆସିଲେ ପୁନମ୍ ପାଣ୍ଡେ, ଟ୍ରୋଲ୍ସ କହିଲେ- ଫ୍ୟାଶନ୍ ନାଁରେ କିଛି ବି…

ମୁମ୍ବାଇ: ପୁନମ୍ ପାଣ୍ଡେ୍ ନିଜର ଫ୍ୟାଶନ୍ ସେନ୍ସ, ବୋଲ୍ଡ୍ ଆଉଟଫିଟ୍ କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ପୁନମ୍ ପାଣ୍ଡେ୍ ଶୁକ୍ରବାର ଦିନ ଏକ କଫି ସପ୍ କୁ ଯିବା ବେଳେ କ୍ୟାମେରାରେ ସ୍ପଟ୍ ହୋଇଥିଲେ । ଏହି ସମୟରେ ସେ କାଜୁଆଲ୍ ଆଉଟଫିଟ୍ ରେ ନଜର ଆସିଥିଲେ । ହେଲେ ସେ ପିନ୍ଧିଥିବା ରିଭିଲିଂ ଟପ୍ ଯୋଗୁଁ ଏବେ ସେ ଟ୍ରୋଲ୍ ର ଶିକାର ହୋଇଛନ୍ତି ।

ପୁନମ୍ ପାଣ୍ଡେ ଟ୍ରେଣ୍ଡି ଓଭର୍ ସର୍ଟ ଓ ପିଙ୍କ୍ କଲର୍ ବିକିପି ଟପ୍ସ ରେ ନଜର ଆସିଥିଲେ । ଏହାସହିତ ହାଇବନ୍, ଷ୍ଟାଇଲିଶ୍ ସେଡ୍ସ, ପିଙ୍କ୍ ସ୍ଲିଙ୍ଗ୍ ବ୍ୟାଗ୍, ଗୋଲ୍ଡେନ୍ ହୁପ୍ସରେ ଡ୍ରେସ୍ ଅପ୍ ହୋଇଥିଲେ । ପୁନମ୍ ଙ୍କ ଏହି ଲୁକ୍ ସୋସିଆଲ୍ ମିଡିଆରେ ତାପମାତ୍ରା ବଢ଼ାଇଛି । ଅଭିନେତ୍ରୀଙ୍କ ଏହି ବୋଲ୍ଡ ଲୁକ୍ ଭାଇରାଲ୍ ହେବାରେ ଲାଗିଛି ।

 

View this post on Instagram

 

A post shared by Viral Bhayani (@viralbhayani)

ଏହି ଗ୍ଲାମରସ୍ ଲୁକ୍ କାରଣରୁ ପୁନମ୍ ଏବେ ଟ୍ରୋଲ୍ ହେବାରେ ଲାଗିଛନ୍ତି । ପିନ୍ଧିଥିବା ବିକିନି ଟପ୍ସ ଯୋଗୁଁ ସେ ଟ୍ରୋଲ୍ ହେଉଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି ଯେ, ମୁମ୍ବାଇରେ କପଡ଼ାର ଅଭାବ ରହିଛି । ଟ୍ରୋଲ୍ସ ଏହାକୁ ବେସରମ୍ ବୋଲି କହିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି ଯେ, ଫ୍ୟାଶନ୍ ନାମରେ ଲୋକ କିଛି ବି ପିନ୍ଧୁଛନ୍ତି । ଜାଣିଶୁଣି ଏପରି ପିନ୍ଧୁଛନ୍ତି ।

Get real time updates directly on you device, subscribe now.