fbpx

ତାଜା ସୂର୍ଯ୍ୟ କିରଣରେ ବାଲକୋନୀ ରୋମାନ୍ସର ମଜା: ଦମ୍ପତିଙ୍କ ପ୍ରାଇଭେଟ୍ ଭିଡିଓ ଭାଇରାଲ୍, ମେଲ୍ ପାର୍ଟନର ଛୁ

ନୂଆଦିଲ୍ଲୀ: ଲଭ୍, ରୋମାନ୍ସ କାହାକୁ ବା ଭଲ ନଲାଗେ । ତେବେ ଅନେକ ସମୟରେ ମଜା ନେଉ ନେଉ ତାହା ସଜ୍ଜାର ରୂପ ନେଇଯାଇଥାଏ । ଅନେକ କ୍ଷେତ୍ରରେ ପୁରୁଷମାନେ ଏହାର ଶିକାର ପାଲଟୁଥିବା ବେଳେ ଆଉ କିଛି କ୍ଷେତ୍ରରେ ମହିଳାମାନେ ଶିକାର ପାଲଟିଥାନ୍ତି । ତେବେ ଏବେ ସୋସିଆଲ ମିଡ଼ିଆରେ ଏକ ଦମ୍ପତିଙ୍କ ବାଲକୋନୀ ରୋମାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ତେବେ ସବୁଠାରୁ ଦୁଃଖର କଥା ହେଉଛି ଦମ୍ପତିଙ୍କ ବାଲକୋନୀ ରୋମାନ୍ସ କାରଣରୁ ଲେଡି ପାର୍ଟନରଙ୍କୁ ଜେଲର ଚାରିକାନ୍ଥକୁ ଯିବାକୁ ପଡ଼ିଛି । ଅନ୍ୟପକ୍ଷରେ ମେଲ୍ ପାର୍ଟନରଙ୍କୁ ଏବେ ପୋଲିସ ଖୋଜୁଥିବା ଜଣାପଡ଼ିଛି । ସୂର୍ଯ୍ୟଙ୍କ ରଶ୍ମୀରେ ଦମ୍ପତି ରୋମାନ୍ସର ମଜା ନେଉଥିବା ସମୟରେ କେହି ଜଣେ ଉକ୍ତ ରୋମାଞ୍ଚକର ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରିଦେଇଥିଲା । ତେବେ ସୋସିଆଲ ମିଡ଼ିଆରେ ଉକ୍ତ ଭିଡିଓଟି ଭାଇରାଲ ହେବା ପରେ ପୋଲିସ ରୋମାନ୍ସ ସୁନ୍ଦରୀଙ୍କୁ ଗିରଫ କରିନେଇଛି ।

ଏହି ଘଟଣାଟି ହଂକଂର ପୁରୁଣା ଏୟାରପୋର୍ଟ ନିକଟସ୍ଥ ଏକ ଉଚ୍ଚ ବିଲଡିଂରେ ଘଟିଥିଲା । ତେବେ ଗିରଫ ମହିଳାଙ୍କ ବୟସ ୩୬ ବର୍ଷ ହୋଇଥିବା ବେଳେ ସେ ସର୍ବସାଧାରଣ ସ୍ଥଳରେ ଶାଳୀନତା ଭଙ୍ଗ କରିଥିବାରୁ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡ ହୋଇପାରେ । ଦମ୍ପତିଙ୍କର ରୋମାନ୍ସଭରା ୧୬ ସେକେଣ୍ଡର ଭିଡିଓର ପ୍ରମାଣ ମିଳିବା ପରେ ମହିଳାଙ୍କୁ ଗିରଫ କରାଯାଇଥିଲା । ଯେଉଁ ବ୍ୟକ୍ତି ଦମ୍ପତିଙ୍କର ପ୍ରାଇଭେଟ୍ ଭିଡିଓକୁ ଅନଲାଇନରେ ଅପଲୋଡ୍ କରିଛନ୍ତି ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧ କୋଟି ଜରିମାନା ଲାଗୁ ହୋଇପାରେ ।

Get real time updates directly on you device, subscribe now.