ଓଡ଼ିଶା ଭାଷ୍କର : ମହିଳାମାନଙ୍କ ପାଇଁ ବମ୍ପର ନିଯୁକ୍ତି । ଷ୍ଟାଫ ନର୍ସରେ ଖାଲି ଅଛି ୨୨୦୦ରୁ ଅଧିକ ପଦବୀ । ଷ୍ଟାଫ ନର୍ସ କୋର୍ସ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାିଖ ସେପ୍ଟେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ରହିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ କରି ନଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଟ uppsc.up.nic.in କୁ ଯାଇ କରନ୍ତୁ ।
ପଦବୀ ବିବରଣୀ: ୨୨୪୦
ମହିଳା : ୨୦୬୯ଟି ପଦବୀ
ପୁରୁଷ : ୧୭୧ଟି ପଦବୀ
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ରହିଛି ।
ଆବେଦନ ଶୁଳ୍କ: ଆବେଦନ ପାଇଁ ସାଧାରଣ ବର୍ଗ, EWS ଏବଂ ଓବିସି ପ୍ରାର୍ଥୀଙ୍କ ପାଇଁ ୧୨୫ଟଙ୍କା ରହିଛି ।
ଦରମା : ଚୟନ ପ୍ରାର୍ଥୀଙ୍କ ମାସିକ ଦରମା ୪୪,୯୦୦ ରୁ ୧,୪୨,୪୦୦ଟଙ୍କା ପର୍ଯ୍ୟନ୍ତ ମିଳିବ ।
କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ୟୁପିପିଏସସିର ଅଫିସିଆଲ ୱେବସାଇଟ uppsc.up.nic.inକୁ ଯାଇ ଅନଲାଇନରେ ଆବେଦନ କରିପାରିବେ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :
https://uppsc.up.nic.in/OuterPages/View_Enclosure.aspx?ID=726&flag=E&FID=778