ମାଛ ଧରି ଫେରୁଥିବା ବେଳେ ସମୁଦ୍ରରେ ବୁଡିଗଲା ଡଙ୍ଗା

ଜଳେଶ୍ୱର: ତାଳସାରୀ ମୁହାଣରେ ମାଛଧରା ଡଙ୍ଗା ବୁଡିଯାଇଛି। ମାଛ ଧରି ଫେରିବା ବେଳେ ଏହି ଅଘଟଣ ଘଟିଛି। କିନ୍ତୁ ଡଙ୍ଗା ବୁଡିବା ପରେ ମତ୍ସଜୀବୀ ବର୍ତ୍ତିଯାଇଛନ୍ତି। ୨ ଜଣଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ଆଉ ଏକ ଡଙ୍ଗାରେ ଫେରିଛନ୍ତି। ସୂଚନା ଅନୁଯାୟୀ, ୬ ଜଣ ମତ୍ସଜୀବୀ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରି ଫେରିବା ସମୟରେ ଏହି ଡଙ୍ଗାଟି ବୁଡିଯାଇଥିଲା।

 

Get real time updates directly on you device, subscribe now.