• Likes
  • Followers
  • Subscribers
  • Followers
  • Android App
  • Wednesday, July 23, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ‘ଏକ୍ସ’ରେ ମୋର କୌଣସି ଆକାଉଣ୍ଟ ନାହିଁ: ଭି.କେ ପାଣ୍ଡିଆନ

‘ଏକ୍ସ’ରେ ମୋର କୌଣସି ଆକାଉଣ୍ଟ ନାହିଁ: ଭି.କେ ପାଣ୍ଡିଆନ

ଫେକ୍ ଆକାଉଣ୍ଟ କରି ମୋ ନାଁ ଓ ଫଟୋକୁ ଅପବ୍ୟବହାର କରାଯାଉଛି; କାହିଁକି ଏମିତି କହିଲେ ଭି.କେ ପାଣ୍ଡିଆନ

By Chinmayee Beura On Dec 27, 2024 at 5:54 PM
Share

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ନିଜର ‘ଏକ୍ସ’ ଆକାଉଣ୍ଟକୁ ନେଇ ବର୍ତ୍ତମାନ ଏକ ବଡ଼ ଖୁଲାସା କରିଛନ୍ତି । ସେ ନିଜେ କହିଛନ୍ତି, “ମୋର ‘ଏକ୍ସ’ରେ କୌଣସି ଆକାଉଣ୍ଟ ନାହିଁ । ଫେକ୍ ଆକାଉଣ୍ଟ କରି ମୋ ନାଁ ଓ ଫଟୋକୁ ଅପବ୍ୟବହାର କରାଯାଉଛି । ଏହା ଏକ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।”

ଭି.କେ ପାଣ୍ଡିଆନ ନିଜେ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏକ୍ସରେ ଆକାଉଣ୍ଟ ନଥିବା ସ୍ପଷ୍ଟୀକରଣ ଦେଇଛନ୍ତି । ତେବେ ଅନ୍ୟପକ୍ଷେ ଦୀର୍ଘଦିନରୁ ଚାଲି ଆସିଥିବା ଆକାଉଣ୍ଟକୁ ଏବେ ଫେକ୍ କହିବାକୁ ନାପସନ୍ଦ କରୁଛନ୍ତି ଭି.କେ ପାଣ୍ଡିଆନ । ଯଦି ଫେକ୍‌, ତେବେ କାହିଁକି ମାମଲା ରୁଜୁ କରୁନାହାନ୍ତି ବୋଲି ଆରଟିଆଇ କର୍ମୀ କହିଛନ୍ତି ।

 

Share

Prev Post

Breaking- ପୋଲ ଦେଇ ଯାଉଥିବା ବେଳେ ନାଳକୁ ଖସିଲା ବସ, ୮ ମୃତ

Next Post

Breaking- ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ସହ ଜଳିଯାଇଥିବା ସ୍କୁଟି ଉଦ୍ଧାର

You might also like More from author
Breaking News

(Video) ବେନ ଷ୍ଟୋକ୍ସ ଚତୁର୍ଥ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଦେଲେ ୱାର୍ଣ୍ଣିଂ, କ୍ୟାପ୍ଟେନଙ୍କ…

Breaking News

ଇତିହାସ ରଚିଲା ଟିମ୍ ଇଣ୍ଡିଆ, କ୍ରାନ୍ତିଙ୍କ ଦମଦାର ବୋଲିଂରେ ଆଣ୍ଠେଇଲା ଇଂଲଣ୍ଡ

Breaking News

କାଉଡ଼ିଆଙ୍କୁ ଚାପିଦେଲା କାର୍‌, ୪ ଜଣଙ୍କର ଚାଲିଗଲା ପ୍ରାଣ

Breaking News

ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢ଼ାଉ

Featured

4 ଜଣ ରାକ୍ଷସଙ୍କ କବଳରୁ ଜୀବନ ବଞ୍ଚାଇ ଖସିଲେ, କିନ୍ତୁ ବାଟରେ ପୁଣି…

Breaking News

ପୋଲସରାରେ ଯୁବକଙ୍କ ମୁହଁକୁ ଲଙ୍କାଗୁଣ୍ଡ ଫିଙ୍ଗି ଖଣ୍ଡାରେ ହାଣିଦେଲେ!

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଜନ୍ମ ଦିନରେ ପତଳା ଦେଖାଯିବା ପାଇଁ କଲେ…

“ସମସ୍ତେ ମରିବ, ତୁମେ ବଞ୍ଚିବା ପାଇଁ ଯୋଗ୍ୟ…

ମା’ ଅପମାନର ପ୍ରତିଶୋଧ ନେଲା ପୁଅ, ଛାତି…

ନବବିବାହିତାଙ୍କୁ ମିଳିବ ସୁନା ସହ ରେଶମୀ ଶାଢ଼ି,…

(Video) ବେନ ଷ୍ଟୋକ୍ସ ଚତୁର୍ଥ ଟେଷ୍ଟ ପୂର୍ବରୁ…

please help me! ମୁଁ ଆଉ ସହିପାରୁନି, ବଲିଉଡ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

(Video) ବେନ ଷ୍ଟୋକ୍ସ ଚତୁର୍ଥ ଟେଷ୍ଟ ପୂର୍ବରୁ…

ଇତିହାସ ରଚିଲା ଟିମ୍ ଇଣ୍ଡିଆ, କ୍ରାନ୍ତିଙ୍କ…

କାଉଡ଼ିଆଙ୍କୁ ଚାପିଦେଲା କାର୍‌, ୪ ଜଣଙ୍କର…

ଭିଜିଲାନ୍ସ ଜାଲରେ ବିଏମସି ଅଧିକାରୀ, ଆୟ…

Prev Next 1 of 20,659
© 2025 - TK Digital All Rights Reserved.