ରୋହିତଙ୍କ ବ୍ୟାଟରେ ଚମକିଲା ବାରବାଟୀ: କଲେ ଛକା, ଚୌକା ବର୍ଷା

କଟକ: କଟକ ବାରବାଟୀରେ ନିଜର ଜଲୱା ଦେଖାଉଛନ୍ତି ରୋହିତ । ଓଡ଼ିଶା ମାଟିରେ ନିଜ ଫର୍ମକୁ ପୁଣିଥରେ ଫେରିଛନ୍ତି ରୋହିତ ।

୩୦ ବଲରେ ୪ଟି ଛକା ଓ ୪ଟି ଚୌକା ମାରି ଅର୍ଦ୍ଧଶତକ କରିଛନ୍ତି କ୍ୟାପ୍ଟେନ୍ ରୋହିତ ।

ବାରବାଟୀରେ ଦ୍ୱିତୀୟ ଦିନିକିଆ ଚାଲିଥିବାବେଳେ ଇଂଲଣ୍ଡ ୩୦୪ ରନ୍ କରିଛି । ମ୍ୟାଚ୍ ଜିତିବା ପାଇଁ ଭାରତକୁ ୩୦୫ ରନ୍ କରିବାର ଆବଶ୍ୟକତା ରହିଛି ।

ମ୍ୟାଚ୍ରେ ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଭାରତୀୟ ଦଳ ବୋଲିଂ କରିଥିଲା ।