ଶ୍ରୀହନୁମତ୍ ସ୍ଵରମାଳାସ୍ତୋତ୍ରଂକୁ ଆଜି ସନ୍ଧ୍ୟାରେ କରନ୍ତୁ ଜପ, ବଡ଼ ମଙ୍ଗଳରେ ମିଳିବ ହନୁମାନଙ୍କ ଆଶୀର୍ବାଦ, ଦୂର ହେବ ସମସ୍ତ ଦୁଃଖ

ବଡ଼ ମଙ୍ଗଳରେ ଜପ କରନ୍ତୁ ଶ୍ରୀହନୁମତ୍ ସ୍ଵରମାଳାସ୍ତୋତ୍ରଂ, ମିଳିବ ସବୁ କାମରେ ସଫଳତା

ଓଡ଼ିଶା ଭାସ୍କର: ଜ୍ୟେଷ୍ଠ ମାସରେ ସମସ୍ତ ମଙ୍ଗଳବାରକୁ ବଡ଼ ମଙ୍ଗଳ କୁହାଯାଇଥାଏ। ଏହି ଦିନ ବଜରଙ୍ଗବାଲୀଙ୍କ ଆରାଧନା କରିବା ଅତ୍ୟନ୍ତ ଫଳପ୍ରଦ। ବଡ଼ ମଙ୍ଗଳ ଦିନ ବ୍ରତ ରଖିବାର ମଧ୍ୟ ବିଧାନ ରହିଛି। ଏହା କରିବା ଦ୍ୱାରା ଶୁଭଫଳ ମିଳିଥାଏ।

ଏଥିସହ ବ୍ୟକ୍ତିର ସମସ୍ତ ସଙ୍କଟ ଦୂର ହୋଇଥାଏ। ୨୦ ମେ ଅର୍ଥାତ ଆଜି ଦ୍ୱିତୀୟ ମଙ୍ଗଳ, ତେବେ ଆଜି ସଂଧ୍ୟାରେ ହନୁମାନଙ୍କ ଆରତୀ କରିବା ସମୟରେ, ନିମ୍ନରେ ଦିଆଯାଇଥିବା ମନ୍ତ୍ରକୁ ଜପ କରନ୍ତୁ।

ଏହା କରିବା ଦ୍ୱାରା ବଜରଙ୍ଗବାଲୀ ଖୁସି ହୋଇଥାଆନ୍ତି ଏବଂ ଭକ୍ତର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାଆନ୍ତି..

ଓଁ
ଅଞ୍ଜନାଗର୍ଭସମ୍ଭୂତଂ ଅଗ୍ନିମିତ୍ରସ୍ୟ ପୁତ୍ରକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧॥

ଆଦିତ୍ୟସଦୃଶଂ ବାଳଂ ଅରୁଣୋଦୟସମ୍ଭବମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୨॥

ଇଙ୍ଗିତଜ୍ଞସ୍ୟ ରାମସ୍ୟ ଦୂତକାର୍ଯ୍ୟପରାୟଣମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୩॥

ଈଶ୍ୱରସ୍ୟାଂଶସମ୍ଭୂତଂ ଈଷଣାରହିତଂ ହରିମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୪॥

ଉଦଧିକ୍ରମଣଂ ବୀରଂ ଉଦାରଚରିତଂ ବିଭୁମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୫॥

ଊରୁବେଗୋତ୍ଥିତା ବୃକ୍ଷା ମୁହୂର୍ତ୍ତଂ କପିମନ୍ୱୟୁଃ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୬॥

ଋକ୍ଶାଖାଧ୍ୟାୟିନଂ ଶାନ୍ତଂ ମୃଗ୍ୟମାଣପଦାର୍ଚ୍ଚିତମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୭॥

ୠକାରାଦ୍ୟକ୍ଷରୋତ୍ପତ୍ତି ଜ୍ଞାନପୂରିତମାନସମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୮॥

ଋଌ ଇତ୍ୟାଦିବର୍ଣ୍ଣାନାଂ ଉଚ୍ଚାରଣବିଧାୟକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୯॥

ଏଧମାନଶରୀରଂ ତଂ ରାଜମାନମୁଖାକୃତିମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟିର୍ଥସିଦ୍ଧୟେ ॥ ୧୦॥

ଐକ୍ଷ୍ୱାକୁକୁଳବୀରସ୍ୟ ରାମସ୍ୟ ପ୍ରିୟପାତ୍ରକମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୧॥

ଓଷଧାଦ୍ରିସମାନୀତଦିବ୍ୟୌଷଧିସମନ୍ୱିତମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୨॥

ଔତ୍ସୁକ୍ୟମାତ୍ରକାଳେନ ଶତ୍ରୁକ୍ଷୟକରଂ ବିଭୁମ୍ ।
ନମାମି ରାମଦୂତଂ ତଂ ସର୍ବକାର୍ଯ୍ୟାର୍ଥସିଦ୍ଧୟେ ॥ ୧୩॥

ଇତି ଶ୍ରୀହନୁମତ୍ ସ୍ଵରମାଳାସ୍ତୋତ୍ରଂ ସମ୍ପୂର୍ଣ୍ଣମ୍ ।