fbpx

ବିଦ୍ୟୁତ ତାର ଛିଡ଼ି ମାଆ-ଝିଅ ମୃତ

ନୂଆପଡ଼ା, ୧ା୧(ଓଡ଼ିଶା ଭାସ୍କର): ନୂଆପଡ଼ା ଜିଲ୍ଲା ସିନାପାଲିର ମଖାପଦର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୧କେଭି ତାର ସଂସ୍ପର୍ଶରେ ଆସି ମାଆ ଓ ୯ବର୍ଷର ଝିଅର ମୃତ୍ୟୁ ହୋଇଛି । ସେମାନେ ନଳକୂଅରେ ଗାଧେଇବା ବେଳେ ୧୧କେଭି ତାର ଛିଡ଼ି ଏହିପରି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.