fbpx

ଇଣ୍ଡୋନେସିଆରେ ବିମାନ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ,୯ ।୧: ଇଣ୍ଡୋନେସିଆରେ ଏକ ଯାତ୍ରୀବାହୀ ବିମାନ ନିଖୋଜ । ଶ୍ରୀୱିଜାୱା ଏୟାରଲାଇନ୍ସର ବୋଇଂ ୭୩୭ ବିମାନ ନିଖୋଜ ହୋଇଥିବା ସୂଚନା ମିଳିଛି । ଜାକର୍ତ୍ତାରୁ ବୋର୍ଣ୍ଣିଓ ଦ୍ୱୀପର ପୋଣ୍ଟିଆନାକ୍ ଯାଉଥିବା ବେଳେ ବିମାନ ନିଖୋଜ ହୋଇଛି । ବିମାନରେ ପ୍ରାୟ ୫୬ ଜଣ ଯାତ୍ରୀ ଓ ୬ କ୍ରିଉ ମେମ୍ବର ଥିବା ସୂଚନା ମିଳିଛି । ଉଡାଣର କିଛି ମିନିଟ୍ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Get real time updates directly on you device, subscribe now.