• Likes
  • Followers
  • Subscribers
  • Followers
  • Android App
  • Friday, September 12, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI SEPT 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • PNBରେ ଆକାଉଣ୍ଟ ଖୋଲିଲେ Freeରେ ପାଇବେ ୨୩ ଲକ୍ଷର ବେନିଫିଟ୍, ଜାଣନ୍ତୁ କେମିତି ଉଠାଇବେ ଲାଭ

PNBରେ ଆକାଉଣ୍ଟ ଖୋଲିଲେ Freeରେ ପାଇବେ ୨୩ ଲକ୍ଷର ବେନିଫିଟ୍, ଜାଣନ୍ତୁ କେମିତି ଉଠାଇବେ ଲାଭ

By Manas Pradhan Last updated Sep 29, 2021 at 1:44 PM
Share

ନୂଆଦିଲ୍ଲୀ: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ଖାତା ଖୋଲିବେ, ତେବେ ଆପଣ ୨୩ ଲକ୍ଷ ଟଙ୍କାର ଫାଇଦା ପାଇବେ । ଯଦି ଆପଣ ଚାକିରି କରୁଛନ୍ତି, ତେବେ ତୁରନ୍ତ ପିଏନବିରେ ଖାତା ଖୋଲି ଦିଅନ୍ତୁ । ଏହି ଆକାଉଣ୍ଟର ନାମ ହେଉଛି ‘ପିଏନବି ମାଇଁ ସାଲାରୀ ଆକାଉଣ୍ଟ’ । ଏଥିରେ ପିନବି ଗ୍ରାହକଙ୍କୁ ଅନେକ ପ୍ରକାର ସୁବିଧା ପ୍ରଦାନ କରାଯାଇଥାଏ ।

ପିଏନବି ନିଜର ସାଲାରୀ ଆକାଉଣ୍ଟ ହୋଲ୍ଡର୍ସଙ୍କୁ ଇନସ୍ୟୁରାନ୍ସ କଭର ସମେତ ବିଭିନ୍ନ ପ୍ରକାର ବେନିଫିଟ୍ ଦିଆଯାଉଛି । ଏହି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଲେ ଆପଣଙ୍କୁ ୩ ଲକ୍ଷ ଟଙ୍କାର ଓଭରଡ୍ରାଫ୍ଟ ସୁବିଧା ସହ ୨୦ ଲକ୍ଷ ପର୍ଯ୍ୟନ୍ତ ମାଗଣା ପର୍ସନାଲ ଆକ୍ସିଡେଣ୍ଟ କଭରର ସୁବିଧା ଦିଆଯାଉଛି । ମୋଟ ଉପରେ ଆପଣ ୨୩ ଲକ୍ଷ ଟଙ୍କାର ବେନିଫିଟ୍ ପାଇପାରିବେ । ଏହି ଖାତାରେ ୧୦ ହଜାରରୁ ଆରମ୍ଭ କରି ୨୫ ହଜାର ମାସିକ ଦରମା ପାଉଥିବା ବ୍ୟକ୍ତିଙ୍କୁ ସିଲ୍ଭର କ୍ୟାଟେଗୋରି, ୨୫,୦୦୧ରୁ ୭୫,୦୦୦ ପର୍ଯ୍ୟନ୍ତ ଗୋଲ୍ଡ କ୍ୟାଟେଗୋରି, ୭୫,୦୦୧ରୁ ୧୫,୦୦୦୦ ପର୍ଯ୍ୟନ୍ତ ପ୍ରିମିୟମ କ୍ୟାଟେଗୋରୀ, ୧୫,୦୦୧ରୁ ଅଧିକ ଦରମାଧାରୀଙ୍କୁ ପ୍ଲାଟିନମ କ୍ୟାଟେଗୋରିରେ ରଖାଯାଇଛି ।

Share

Prev Post

ଗୋଟିଏ ନୁହେଁ ୪ ଯୁବକଙ୍କ ସହ ଯୁବତୀ ଫେରାର୍, ଲଟେରୀରୁ ହେଲା ବାହାଘରର ନିଷ୍ପତ୍ତି

Next Post

୨୪ ଘଣ୍ଟା ମଧ୍ୟରେ କରୋନା ନେଲା ୩୭୮ ଜୀବନ

You might also like More from author
Featured

‘ତମ ଆଖିର ଆଇନା ହୋଇ ରହିବି’- ବୋଲ୍ଡ ଅଭିନେତ୍ରୀଙ୍କୁ ମିଠା ମିଠା କଥା କହି…

Cricket

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ ପାକ୍ କୁ ପାନେ ଦେବ ଭାରତ, ବିଗ୍ ଫାଇଟରେ କାହାର ପଲଡ଼ା…

Cricket

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ ଦୁର୍ଦ୍ଦଶ ବ୍ୟାଟରକୁ, 29 ଗଗନଚୁମ୍ୱୀ ଛକା ସହ କଲେ ଏତେ ଅଧିକ…

Featured

ଆଶ୍ଚର୍ଯ୍ୟ! 87 ବର୍ଷ ବୟସରେ କମାଇଲେ 63 କିଲୋ ଓଜନ, ଏବେ କହୁଛନ୍ତି,’ମୋତେ ଜେଜେମା କହିବା…

Breaking News

ସରକାରଙ୍କ ବଡ଼ ନିଷ୍ପତ୍ତି, ଗ୍ରାଜୁଏସନ କରିଥିଲେ ପାଇବେ 50,000, ଛାତ୍ରଛାତ୍ରୀଙ୍କ ମଧ୍ଯରେ ଖୁସିର…

Breaking News

Gariaband Encounter : ଏମିତି ଥିଲା ଏନକାଉଣ୍ଟର, 10 ନକ୍ସଲ ନିହତ, ଟପ ନକ୍ସଲ ଉପରେ ଝୁଲୁଥିଲା 1…

Prev Next
Odisha Bhaskar

Recent Posts

ମୃତ୍ୟୁ ପରେ ନବଜାତ ଶିଶୁଙ୍କୁ ପୂର୍ବପୁରୁଷ…

‘ତମ ଆଖିର ଆଇନା ହୋଇ ରହିବି’-…

BCCI ମୁଖ୍ୟ ରୋଜର ବିନ୍ନି ପଦରୁ ଦେଲେ ଇସ୍ତଫା,…

ହୋଟେଲରୁ ବିରାଟ-ଅନୁଷ୍କାଙ୍କୁ ବିଦା କରିଦେଲେ…

(Video) ଛାଡିଲେନି…ଚାପୁଡ଼ା ଉପରେ…

“ଗୋଟେ ପୁଅ ଜନ୍ମ କରୁଥିବା ମା’…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

‘ତମ ଆଖିର ଆଇନା ହୋଇ ରହିବି’-…

ଗୁଳିରେ ନୁହେଁ, ବ୍ୟାଟର ଗଗନଚୁମ୍ୱୀ ଛକାରେ…

ହଜାରେ ଅଭିଷେକ ଶର୍ମା ବି ପାରିବେନି ଏ…

ଆଶ୍ଚର୍ଯ୍ୟ! 87 ବର୍ଷ ବୟସରେ କମାଇଲେ 63 କିଲୋ…

Prev Next 1 of 28,016
© 2025 - TK Digital All Rights Reserved.