ଭୁବନେଶ୍ୱର: ଆଜି ବସିବ ବିଧାନସଭାର ସର୍ବଦଳୀୟ ବୈଠକ । ଦିନ ୧୧ଟାରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ହେବ ବୈଠକ ।
ସୁରୁଖୁରୁରେ ଗୃହ ପରିଚାଳନା ପାଇଁ ମତାମତ ନେବେ ବାଚସ୍ପତି । ୧୭ ତାରିଖରେ ବିଧାନସଭାରେ ଉପସ୍ଥାପନ ହେବ ବଜେଟ୍ ।
୨୦୨୫-୨୬ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ୍ ଲାଗି ୨୮ଟି କାର୍ଯ୍ୟ ଦିବସ ।
କାଲିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ ।