fbpx

ରାଶିଫଳ (୦୯.୦୪.୨୦୨୦)

Advertisement

ମେଷ – ଶୁଭଚନ୍ଦ୍ର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଶୂଭାଧିକ ପରିବେଷ ରହିବ, ସାଂସାରିକ ଓ ପ୍ରେମମୟ ଜୀବନରେ ଆନନ୍ଦଭରା ପରିବେଷ ମଧ୍ୟରେ କଟିବ, କର୍ମଛେତ୍ରରେ ଉତ୍ସାହିତ ରହିବେ ।
ବୃଷ -ଶୁଭ ଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ । ପ୍ରେମ ସମ୍ବନ୍ଧିୟ ବ୍ୟାପାରରେ ସମ୍ପର୍କ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି ଅତିବାହିତ କରିବେ ।
ମିଥୁନ – ଅଶୁଭ ଚନ୍ଦ୍ର ଚଳନ ହେତୁ ଦିବସଟି ବହୁ ବାଧା ବିଘ୍ନ ଦେଇ ଅତିବାହିତ ହେବେ । ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।
କର୍କଟ – ଶୁଭଚନ୍ଦ୍ର ପ୍ରଭାବରୁ ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ, କ୍ୟାରିଅରକୁ ନେଈ କୌଣସି ଶୁଭ ଖବର ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ା
ସିହଂ- ଶୁଭଚନ୍ଦ୍ର ପ୍ରଭାବରେ କର୍ମ ସଂସ୍ଥାନରେ ଅଧିନସ୍ଥ କର୍ମଚାରିଙ୍କର ସହଯୋଗ ସମ୍ପୁନ୍ନ ମିଳିବ । ଶତୃମାନେ ପରାହତ ହେବେ । ପୁରୁଣା ରୋଗରୁ ମୁକ୍ତି ମିଳିବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ । । ପଦ ମର୍ଯ୍ୟଦା ପ୍ରାପ୍ତି ହେବ ।
କନ୍ୟା – ଅଶୁଭ ଚନ୍ଦ୍ର ପ୍ରଭାବରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚ ବଢିବ, ତେଣୁ ଆୟ ଦେଖି ବ୍ୟୟ କରନ୍ତୁ, ଯାନବାହାନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ, ଅଯଥା କଳହ ହୋଇପାରେ ।
ତୁଳା – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ବିଛା – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ନୂତନ ଯୋଜନାରେ ସଫଳ ହେବେ । ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହେବ । ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ମୁଳକ ପରିକ୍ଷାରେ ସଫଳ ହେବେ ।
ଧନୁ – ଶୁଭଚନ୍ଦ୍ରଙ୍କ ଚଳନ ହେତୁ ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । କର୍ମ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେବ । ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରଷ୍କୃତ ହେବେ ।
ମକର- ଚନ୍ଦ୍ରଙ୍କର ପୂଣ୍ଣ ଶୁଭତ୍ୱ ପ୍ରଭାବରେ ଆଜିର ଦିନଟି ଆନନ୍ଦରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଦୂର ଯାତ୍ରା ନିଜ ପରିବାର ସହ କରିବାର ସୁଯୋଗ ରହିବ, ତତ୍ ସହିତ କୌଣସି ଅସହାୟ କୁ ସାହାର୍ଯ୍ୟ କରିବେ ।

ଗର୍ଗ ଜ୍ୟୋତିଷ
ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ

(ଏମ୍କମ, ଏମ.ବି.ଏ)

Get real time updates directly on you device, subscribe now.