ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଚଳିତ ବର୍ଷ ସରକାର ଦେବେ 40 ହଜାର ଚାକିରି, ଫୋକସରେ ରହିବେ IT..

ଭୁବନେଶ୍ବର: ପ୍ରି-ବଜେଟ୍ ସମୀକ୍ଷା ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ 40 ହଜାର ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି । ବଜେଟ୍ ନେଇ ଆଲୋଚନା-  ପ୍ରି ବଜେଟ୍ ସରିବା ପରେ…

ଋଣ ପରିଶୋଧ କରିପାରିଲେନି, ମାଡ଼ ମାରିବା ପରେ ଲଣ୍ଡା କରିଦେଲେ SHG ଗ୍ରୁପ ମହିଳା

ନୂଆଦିଲ୍ଲୀ: ତ୍ରିପୁରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସଛି । ଜଣେ ମହିଳା ଋଣ ନେଇ ସୁଝିନପାରିବା କାରଣରୁ ତାଙ୍କୁ ନିର୍ଯାତନା ଦେଲା ଭଳି କାର୍ଯ୍ୟ କରାଯାଇଛି । ଗ୍ରାମବାସୀ ମିଶି ତାଙ୍କୁ ଲଣ୍ଡା କରିଦେଇଛନ୍ତି ।…

ମହାରାଷ୍ଟ୍ରର ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ; 5ଜଣଙ୍କ ମୃତ୍ୟୁ, ଚାପି ହୋଇ ରହିଛନ୍ତି ଅନେକ..

ମୁମ୍ବାଇ: ମହାରାଷ୍ଟ୍ରର ଏକ ଅସ୍ତ୍ରଶସ୍ତ୍ର କାରଖାନାରେ ବଡ଼ ଧରଣର ବିସ୍ଫୋରଣ । ଭଣ୍ଡାରା ଜବାହାରନଗର ସ୍ଥିତ କାରଣଖାନାରେ ବିସ୍ଫୋରଣ ହେବା ଫଳରେ ଅଧାଡଜନରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।…

ସ୍କୁଲ ଯିବା ପାଇଁ ଜୋତା ପିନ୍ଧୁଥିଲେ ଛାତ୍ର, ହଠାତ୍ ବାହାରିଲା ବିଷଧର ସାପ ତାପରେ..

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋପାଳରେ ଜଣେ ସ୍କୁଲ ଛାତ୍ରଙ୍କ ଜୀବନ ଅଳ୍ପକେ ବଞ୍ଚିଯାଇଛନ୍ତି । ସ୍କୁଲ ଛାତ୍ର ଜଣକ ସ୍କୁଲ ଯିବା ପାଇଁ ଜୋତା ପିନ୍ଧିଥିଲା, ହଠାତ୍ ତାଙ୍କ ପାଦରେ କିଛି ବାଜିଲା ଭଳି ଲାଗିଥିଲା । ତେବେ…

ବୃଦ୍ଧାଙ୍କୁ ଗଣଦୁଷ୍କର୍ମ…ସିଗାରେଟ୍ ଦେବାକୁ ମନା କରିବାକୁ ନିର୍ଦ୍ଧୁମ ପିଟିଲେ, ଘର ଭାଙ୍ଗିବା ସହିତ ଗଣଦୁଷ୍କର୍ମ କଲେ

ନୂଆଦିଲ୍ଲୀ: ବିହାରର ଲଖିସରାୟରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ସାମାନ୍ୟ କଥାକୁ ନେଇ ବିବାଦ ପରେ ଜଣେ 65 ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି । ସୂର୍ଯ୍ୟଗଢା ଥାନା…

ଓସ୍କାର ଦୌଡରେ ହିନ୍ଦୀ ସର୍ଟ ଫିଲ୍ମ ଅନୁଜା, ଲାଇଭ-ଆକ୍ସନ ବର୍ଗରେ ମନୋନୀତ

ନୂଆଦିଲ୍ଲୀ: ଓସ୍କାର 2025 ପୁରସ୍କାର ଦୌଡରେ ଭାରତୀୟ ସିନେମାର ପ୍ରତିନିଧିତ୍ବ କରିବ ଅନୁଜା । ଏନେଇ ଏକାଡେମୀ ଅଫ ମୋସନ ପିକଚର ଆର୍ଟସ ଆଣ୍ଡ ସାଇନ୍ସେସ ପକ୍ଷରୁ ଘୋଷଣା କରାଯାଇଛି । ଲାଇଭ ଆକ୍ସନ ସର୍ଟ ଫିଲ୍ମ…

EPFO New Rule: ନିୟମରେ ପରିବର୍ତ୍ତନ, ନାମରୁ ନେଇ DOB ପର୍ଯ୍ୟନ୍ତ ବିନା ଡକ୍ୟୁମେଣଣ୍ଟରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଏହାର ସଦସ୍ୟମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ  ଅନେକ ନିୟମରେ ପରିବର୍ତ୍ତନ କରିଛି । ଅପଡେଟ୍ ପ୍ରକ୍ରିୟାକୁ ସରଳ କରିବା ପାଇଁ ନିୟମରେ ପରିବର୍ତ୍ତନ କରିଛି।…

CUET PG 2025: ମାର୍ଚ୍ଚ 13ରୁ ଆରମ୍ଭ ହେବ ପରୀକ୍ଷା, 1 ତାରିଖ ଆବେଦନର ଶେଷ ତାରିଖ

ଭୁବନେଶ୍ବର: ସ୍ନାତକୋତ୍ତରରେ ନାମଲେଖା ପାଇଂ ସର୍ବଭାରତୀୟ ସ୍ତରରେ ହେବ ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା । ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ 13 ତାରିଖରୁ ଆରମ୍ଭ ହେବ ପରୀକ୍ଷା ।…

ଜନ୍ମଗତ ନାଗରିକତା ଅଧିକାର ଉଚ୍ଛେଦ ମାମଲା, ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍

ନୂଆଦିଲ୍ଲୀ: ଶପଥ ଗ୍ରହଣ କରିବାର କିଛି ଦିନ ପରେ ହିଁ ଭାଙ୍ଗିଗଲା ଟ୍ରମ୍ପଙ୍କ ସ୍ବପ୍ନ । ଆମେରିକାରେ ଜନ୍ମଗତ ନାଗରିକତା ଅଧିକାରକୁ ଉଚ୍ଛେଦ କରିବା ପାଇଁ ଟ୍ରମ୍ପ ଜାରି କରିଥିବା ଆଦେଶ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ ।…

Earthquake: ମିଆଁମାରରେ ଭୂକମ୍ପ ଝଟକା, ରାତିରେ ଶୋଇଥିବା ବେଳେ 4.8 ତୀବ୍ରତାରେ ଥରିଲା ମାଟି

ନୂଆଦିଲ୍ଲୀ: ମିଆଁମାରରେ ଭୂକମ୍ପ ଝଟକା । ଥରିଲା ମାଟି । ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ତୀବ୍ରତା 4.8 ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ପକ୍ଷରୁ ସୂଚନା ଦିଆଯାଇଛି ।…