ଜାତୀୟ ସ୍ତର ତୁଳନାରେ ରାଜ୍ୟରେ ବୀମାହାର କମ୍, ୨୦୪୭ ସୁଦ୍ଧା ସମସ୍ତଙ୍କୁ ବୀମା ଲକ୍ଷ୍ୟ

ଭୁବନେଶ୍ବର: 2047 ସୁଦ୍ଧା ସମସ୍ତଙ୍କୁ ବୀମା ନେଇ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଏନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଚାର ବିମର୍ଶ ଆରମ୍ଭ ହୋଇଛି । ଜାତୀୟ ହାର ତୁଳନାରେ ରାଜ୍ୟରେ…

(Video)ରଖେ ହରି ତ ମାରେ କିଏ.. 2 ଘଣ୍ଟା ବନ୍ଦ ହୋଇଯାଇଥିଲା ହାର୍ଟବିଟ୍, ହେଲେ ଡାକ୍ତର ଏଭଳି କରି ବଞ୍ଚାଇଦେଲେ

ଭୁବନେଶ୍ବର: କଥାରେ ଅଛି ରଖେ ହରି ତ ମାରେ କିଏ? 2 ଘଣ୍ଟା ପାଇଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ସମସ୍ତେ ଆଶା ମଧ୍ୟ ଛାଡି ଦେଇଥିଲେ । ହେଲେ ହଠାତ୍ ଉଠିଲେ ଯୁବକ । କଥାଟି ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ…

ବୈକୁଣ୍ଠ ଆଶ୍ରମକୁ ନେଇ ବଡ ଖୁଲାସା, ସରକାରୀ ଜମିରେ ରାଜ୍ କରୁଥିଲେ କଳ୍କୀ ବାବା!

ଭୁବନେଶ୍ବର: ନାବାଳକକୁ କଳ୍ପୀ ଅବତାର କହି ପୂଜା କରିବା ପ୍ରସଙ୍ଗକୁ ନେଇ ଦିନକୁ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ସରକାରୀ ଜମିରେ ରହିଛି ବୈକୁଣ୍ଠ ଆଶ୍ରମ । ସରକାରୀ ଜମିରେ ଖଣ୍ଡଗିରିର ଏହି ବୈକୁଣ୍ଠ ଆଶ୍ରମ…

ଭାରତୀୟ ପରମ୍ପରାକୁ ମୋଦୀଙ୍କ ସମ୍ମାନ, ରାଷ୍ଟ୍ରପତିଙ୍କୁ ଉପହାର ଦେଲେ ପଞ୍ଚାମୃତ କଳସ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ବର୍ତ୍ତମାନ ନାଇଜେରିଆ ଗସ୍ତରେ ରହିଛନ୍ତି । ଏହାକୁ ନେଇ ଚର୍ଚ୍ଚା ମଧ୍ୟ ବଢିବାରେ ଲାଗିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନାଇଜେରିଆ ରଷ୍ଟ୍ରପତି ଅହମଦ ଟିନୁବୁଙ୍କୁ ଏକ ଉପହାର…

ହୃଦୟ ବିଦାରକ ଘଟଣା, ଶିକ୍ଷକକୁ ହତ୍ୟା ପରେ ପାଟିରେ ପୁରାଇଦେଲେ ଗୁପ୍ତାଙ୍ଗ

ନୂଆଦିଲ୍ଲୀ:  ପଶ୍ଚିିମବଙ୍ଗରୁ ସାମ୍ନାରୁ ଆସିଛି ଅଭାବନୀୟ ଘଟଣା । ଶିକ୍ଷକଙ୍କୁ ବିଭତ୍ସ ହତ୍ୟା ପରେ ପ୍ରାଇଭେଟ ପାର୍ଟ କାଟିଦେଲେ ଦୁର୍ବୃତ୍ତ । ପଶ୍ଚିମବଙ୍ଗର ଆଲିପୁରଦାର ଜିଲ୍ଲାରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ…

(Video) ସମାଧାନ ବେଳେ ଚାପୁଡା ମାରିଲେ ମହିଳା ପୋଲିସ, ପାଲଟା ଜବାବ ଦେଇ ଠୋ ଠୋ ଦେଲା ଯୁବକ

ନୂଆଦିଲ୍ଲୀ: ପୋଲିସ ଏବଂ ଯୁବକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ପୋଲିସ ଅଧିକାରୀ ଚାପୁଡା ମାରିବା କାରଣରୁ ତାଙ୍କୁ ପାଲଟା ଚାପୁଡା ଦେଇଛନ୍ତି ଯୁବକ ଜଣକ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିବା ବେଳେ ଏହାର…

କଟକ ପ୍ରଶାସନର ନିଷ୍ପତ୍ତି, ଆଜି ବାଲିଯାତ୍ରାରେ ହେବନି ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ବର:  ବାଲିଯାତ୍ରାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆଜି ବାଲିଯାତ୍ରା ପଡିଆରେ ହେବନି ଡିଜେ ଡ୍ୟାନ୍ସ କି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଆଜି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । କୌଣସି ପ୍ରକାର…

Breaking: ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି, ଏହି ଦିନ ଶେଷ ତାରିଖ

ଭୁବନେଶ୍ବର: ବଢିଲା ମାଟ୍ରିକ ଫର୍ମ ପୂରଣ ଅବଧି । ଆସନ୍ତା 25 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ବାର୍ଷିକ HSC ସହ SOSC ଫର୍ମ ପୂରଣ ଅବଧି ବଢ଼ିଲା । …

‘ଦୈନିକ 12 ଘଣ୍ଟା କାମ କରିବାକୁ ହେବ’ ଏହି ଟ୍ବିଟକୁ ନେଇ ଭାରତୀୟ CEOଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଆମେରିକା ସ୍ଥିତ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାଟଅପର ସିଇଓଙ୍କୁ ହତ୍ୟା ଧମକ । ସେ ଜଣେ ଭାରତୀୟ ହୋଇଥିବା ସୂଚନା ରହିଛି । ଆମେରିକାର ସେନଫ୍ରାନ୍ସିକୋ ସ୍ଥିତ କମ୍ପାନୀ ଗ୍ରେପ୍ଟାଇଲର ସିଇଓ ଦକ୍ଷ…

(Video) ଆନ୍ଦୋଳିତ କଲା ଭଳି ଭିଡିଓ… ଛାଡଖାଇରେ ନିଜ ଜୀବନକୁ ରକ୍ଷା କରିବା ପାଇଁ ଗଛକୁ ଚଢିପଡିଲା ଛେଳି

ନୂଆଦିଲ୍ଲୀ: ରବିବାର ରାଜ୍ୟବାସୀ ପାଳିଛନ୍ତି ଛାଡଖାଇ । ମାସେ କାଳ ଧରି ଆମିଷ ଖାଇନଥିବା ବେଳେ ପୂର୍ଣ୍ଣିମା ପରଦିନ ଆମିଷ ଖାଇ ଛାଡଖାଇ ପାଳିଥାନ୍ତି ଲୋକେ । ତେବେ ଏଥର ପୂର୍ଣ୍ଣିମା ପରଦିନ ସଂକ୍ରାନ୍ତି ପଡିବାରୁ ଲୋକେ…