ଦୀର୍ଘ ୩୨ ବର୍ଷ ପରେ ଖୋଲିଲା ଏହି ଶିବ ମନ୍ଦିର, ବିବାଦୀୟ ବାବରୀ ଢାଞ୍ଚା ଭାଙ୍ଗିବା ପରେ ହୋଇଥିଲା ବନ୍ଦ

ନୂଆଦିଲ୍ଲୀ: ଅଯୋଧ୍ୟାର କୋତବାଲୀ ଥାନା ଅନ୍ତର୍ଗତ ମୁସଲିମ ବହୁଳ ଅଞ୍ଚଳ ସ୍ଥିତ ଏକ ବନ୍ଦ ପଡିଥିବା ଶିବ ମନ୍ଦିରକୁ ୩୨ ବର୍ଷ ପରେ ଖୋଲାଯାଇଛି। ଏହି ମନ୍ଦିର ୧୯୯୨ରେ ଅଯୋଧ୍ୟାର ବିବାଦୀୟ ବାବରୀ ଢାଞ୍ଚାକୁ ଭଙ୍ଗାଯିବା…

ପଞ୍ଚମ ଓ ଅଷ୍ଟମ ପରୀକ୍ଷା ପାଇଁ ନିୟମ କଡ଼ାକଡ଼ି, ଏଣିକି ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେନି

ଭୁବନେଶ୍ୱର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାଙ୍କ ପାଇଁ ନୂଆ ଜାରି ହେଲା ନୂଆ ନିୟମ। ଏଥର ଏହି ଶ୍ରେଣୀରେ ପଢୁଥିବା ପିଲେ ପରୀକ୍ଷାରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେନି। ପଞ୍ଚମ ଓ ଅଷ୍ଟମ…

ଜାତୀୟ କୃଷକ ଦିବସ ୨୦୨୪: ଜାଣନ୍ତୁ ଏହି ଦିନର ବିଶେଷ ମହତ୍ତ୍ୱ

ଓଡ଼ିଶା ଭାସ୍କର: ପ୍ରତିବର୍ଷ ଡିସେମ୍ବର ୨୩ ରେ ଜାତୀୟ କୃଷକ ଦିବସ ପାଳନ କରାଯାଉଛି। ଏହି ଦିନ ଜାତୀୟ କୃଷକ ଦିବସ କୃଷକଙ୍କ ଅବଦାନକୁ ସମ୍ମାନିତ କରେ। ଯେଉଁମାନେ ଖାଦ୍ୟ ନିରାପତ୍ତା ତଥା ଅର୍ଥନୀତିକୁ ବଜାୟ ରଖିବାରେ…

ବଡ଼ଦିନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ଼, ଭିଡ଼କୁ ଦୃଷ୍ଟିରେ ରଖାଯାଇ ନିଆଗଲା ନିଷ୍ପତ୍ତି

ପୁରୀ: ଆସନ୍ତା ବୁଧବାର ଦିନ ବଡ଼ଦିନ । ଡିସେମ୍ବର ୨୫ ତାରିଖକୁ ଦେଶ ବିଦେଶରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରୁଥିବା ବେଳେ ଓଡ଼ିଆମାନେ ଏହାକୁ ବଡ଼ଦିନ ରୂପେ ପାଳନ କରିଥାଆନ୍ତି । କୁହାଯାଏ ଯେ, ଏଦି ଦିନଠାରୁ…

(Video) ବିମାନରେ ଯାତ୍ରୀଙ୍କୁ ମାଗଣାରେ ଚାହା ବାଣ୍ଟିଲେ ଏହି ବ୍ୟକ୍ତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଇଣ୍ଡିଗୋ ଏୟାରଲାଇନ୍ସର ଜଣେ ଯାତ୍ରୀ ଫ୍ଲାଇଟରେ ସହ ଯାତ୍ରୀମାନଙ୍କୁ ଚାହା ଦେଇଥିବା ନଜର ଆସିଛନ୍ତି । ଭିଡିଓ ଅନୁସାରେ, ଚାହା…

କ୍ଷୀର ବରାବରରେ ପହଞ୍ଚିଲା ଗୋବର ଦର, ବିଦେଶରେ ବଢୁଛି ଚାହିଦା, ରିସର୍ଚ୍ଚରୁ ଖୁଲାସା

ନୂଆଦିଲ୍ଲୀ: ଗାଈ ଗୋବରକୁ ସାଧାରଣତଃ ଭାରତରେ ଅଧିକ ଗୁରୁତ୍ୱ ଦିଆଯାଏ ନାହିଁ। ଏହା ପୂଜା ଏବଂ ଧାର୍ମିକ କାର୍ଯ୍ୟରେ ବ୍ୟବହୃତ ହୁଏ, କିନ୍ତୁ ଏହାକୁ ଏକ ଉତ୍ପାଦ ଭାବରେ କେହି ଦେଖନ୍ତି ନାହିଁ। ତେବେ ସମୟ ସହିତ ଜିନିଷ…

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ, ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଖେଳିଯାଇଛି ଶୋକର ଲହରୀ। ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ମୃତ ଘୋଷଣା କଲେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ୨୦୦୯, ୨୦୧୪ରେ…

ବିହାରର କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ 4Gର ବଡ଼ ଉପହାର, BSNL ଆରମ୍ଭ କଲା ୨୦୦୦ ନୂଆ ଟାୱାର୍ସ

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜର କୋଟି କୋଟି ଗ୍ରାହକଙ୍କୁ ସୁବିଧା ଯୋଗାଇବା ପାଇଁ ଗତ କିଛି ସମୟରୁ ଜୋର ସୋରରେ ନିଜ ନେଟୱାର୍କ ଉପରେ କାମ କରୁଥିଲା। ପ୍ରାଇଭେଟ କମ୍ପାନୀଗୁଡ଼ିକର ପ୍ରାଇସ ହାଇକ…

ଅର୍ଦ୍ଧଶତକ ଲଗାଇ ବିଜୟ ହାସଲ କଲେ ଏହି ମହିଳା, ବାଂଲାଦେଶକୁ ଧୂଳି ଚଟାଇଲା ଭାରତ

ନୂଆଦିଲ୍ଲୀ: ଅଣ୍ଡର-୧୯ ମହିଳା ଏସିଆ କପର ପ୍ରଥମ ଏଡିସନ ୨୦୨୪ରେ ଆୟୋଜିତ ହୋଇଛି ଏବଂ ଭାରତୀୟ ମହିଳା ଟିମ୍ ପ୍ରଥମଥର ଏଥିରେ ବିଜୟ ହାସଲ କରିଛି। ଫାଇନାଲରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ମ୍ୟାଚକୁ ନିଜ ନାମରେ…

Big Breaking: କୁଏତରେ ଓଡ଼ିଆ ଯୁବକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ କୁଏତ ଯାଇଛନ୍ତି ପିଏମ ମୋଦୀ। ତେବେ କୁଏତରେ ଭାରତୀୟ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ ଅଲୋଚନା କରିଛନ୍ତି। ସେହି କ୍ୟାମ୍ପରେ ଜଣେ ଗଞ୍ଜାମ ଖଲ୍ଲିକୋଟ ଯୁବକଙ୍କ ସହ କଥା ହେଲେ ପିଏମ…