ମତଦାନ ଜାରି, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦରେ ଭୋଟ୍ ଦେଲେ ପିଏମ ମୋଦୀ
ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚି, ଭୋଟ ଦେଇଛନ୍ତି। ଏଥିସହ ଉଭୟ ଗୃହର ସାଂସଦ ମଧ୍ୟ ଭୋଟ୍ ଦେଉଛନ୍ତି।…