ଟେଲିଗ୍ରାମରେ କୋଟିପତି ହେବାର ସ୍ୱପ୍ନ ଦେଖାଇ ଠକିନେଲେ ୫୦ ଲକ୍ଷ

ଭୁବନେଶ୍ୱର: ଦେଶରେ ଏହି ଠକେଇ ମାମଲା ବଢୁଥିବା ବେଳେ ବର୍ତ୍ତମାନ ରାଜ୍ୟରେ ମଧ୍ୟ ଏହି ଦୁର୍ନୀତି ଦେଖାଦେଇଛି । ଟେଲିଗ୍ରାମରେ ଟ୍ରେଡିଂ କରି କୋଟିପତି ହେବାର ସ୍ୱପ୍ନ ଦେଖାଇ ୫ ଲକ୍ଷରୁ ଅଧିକ ଟଙ୍କା ସାଇବର ଠକ…

ବିବାହ ଭୋଜି ସାରି ଭ୍ୟାନରେ ଫେରୁଥିବା ବେଳେ ଦୁର୍ଘଟଣା, ଚାଲିଗଲା ୯ ଜଣଙ୍କ ପ୍ରାଣ

ରାଜସ୍ଥାନ: ସକାଳ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଟ୍ରକ୍ ଓ ଭ୍ୟାନ ମଧ୍ୟରେ ଧକ୍କା ଘଟିବାରୁ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ରାଜସ୍ଥାନର…

ଆଜି ତାତିରୁ ଆଶ୍ୱସ୍ତି ଦେବ କାଳବୈଶାଖୀ, ପୃଥିବୀର ୧୦ ଉତ୍ତପ୍ତ ସହର ତାଲିକାରେ ସ୍ଥାନ ପାଇଛି ବୌଦ୍ଧ, ବାରିପଦା

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମଲହରୀ ଚାଲିଥିବା ବେଳେ ଗତକାଲି ସବୁଠାରୁ ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି ବୌଦ୍ଧ ଏବଂ ବାରିପଦା । ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ତେବେ ହିଟ୍‌ୱେଭକୁ ନେଇ…

Google Mapsରେ ଏବେ ବିନା ଇଣ୍ଟରନେଟରେ ସେୟାର କରିପାରିବେ ଲୋକେସନ, ଆସୁଛି ଦମଦାର ଫିଚର

ନୂଆଦିଲ୍ଲୀ: ସାରା ଦୁନିଆର ବଡ଼ ବଡ଼ କମ୍ପାନୀମାନ ଲଗାତାର ନିଜ ଆପ୍ସ ଏବଂ ସର୍ଭିସେଜକୁ ଅପଡେଟ କରୁଛନ୍ତି । ବର୍ତ୍ତମାନ ଗୁଗୁଲ ଆପରେ ଏକ ଧମଦାର ଫିଚର ସାମ୍ନାକୁ ଆସୁଛି । ଏହି ଫିଚର ସାଟେଲାଇଟ କନେକ୍ଟିଭିଟିକୁ ଆହୁରି…

ରାମ ନବମୀର ଛଅ ଦିନ ପରେ କାହିଁକି ପାଳନ କରାଯାଏ ହନୁମାନ ଜୟନ୍ତୀ, ଜାଣନ୍ତୁ କାରଣ

ଓଡ଼ିଶା ଭାସ୍କର: ପଞ୍ଚାଙ୍ଗ ଅନୁସାରେ ପ୍ରତି ବର୍ଷ ଚୈତ୍ର ମାସ ପୂର୍ଣ୍ଣିମା ତିଥିକୁ ହନୁମାନ ଜୟନ୍ତୀ ରୂପେ ପାଳନ କରାଯାଏ । ଚଳିତ ବର୍ଷ ହନୁମାନ ଜୟନ୍ତି ମଙ୍ଗଳବାର ୨୩ ଏପ୍ରିଲ ୨୦୨୪ରେ ପଡୁଛି । ଏଥିସହ ମଙ୍ଗଳବାର ଦିନ…

ସାଇବର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ! ସାରା ଦୁନିଆର ଟେନସନ ବଢାଇଲା ସି ଜିନପିଙ୍ଗଙ୍କ ଏହି ଘୋଷଣା

ନୂଆଦିଲ୍ଲୀ: ଚୀନ ଲଗାତାର ନିଜ ସେନାଙ୍କୁ ଆଡଭାନ୍ସ କରୁଛି, ନୂଆ-ନୂଆ ଅସ୍ତ୍ରଶସ୍ତ୍ର ତିଆରି କରିବା ସହ ଚୀନ ସେନାଙ୍କୁ କମ୍ପ୍ୟୁଟର ଏବଂ ଇଣ୍ଟରନେଟ ଜଗତକୁ ମଧ୍ୟ ଶକ୍ତିଶାଳୀ କରାଯାଉଛି । ଚୀନର ରାଷ୍ଟ୍ରପତି ସି…

ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅନ୍ୟମନଷ୍କ କାରଣରୁ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ପ୍ରାଣ, ବର୍ତ୍ତିଗଲେ ୨ ଶିଶୁ

ବୌଦ୍ଧ: ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ-ସ୍ତ୍ରୀଙ୍କର ମୃତ୍ୟୁ ଘଟିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ହେଲେ ୨ଜଣ ଶିଶୁ ବର୍ତ୍ତିଯାଇଥିବା ଜଣା ପଡିଛି । ଟାଉନ ଥାନା ମହାନଦୀ ବ୍ରିଜ ଉପରେ ଦମ୍ପତ୍ତିଙ୍କୁ…

ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ: ଚାରି ଜଣଙ୍କ ମୃତ୍ୟୁ, ବରଯାତ୍ରୀ ଭର୍ତ୍ତି ବସ ଓଲଟି ୩୦ ଆହତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମୈନପୁରୀରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟିଛି । ସେହିଭଳି ଉନ୍ନାବରେ ବସ ଓଲଟି ୩୦ ଜଣ ଆହତ ହୋଇଛନ୍ତି । ଏହି ଆହତଙ୍କ ମଧ୍ୟରେ ଜଣେ ଗୁରୁତର ଅଛନ୍ତି । ଟ୍ରାକ୍ଟର ଏବଂ…

ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ଜାମିନ ନିଷ୍ପତ୍ତିକୁ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ରାଉଜ ଏଭେନ୍ୟୁ କୋର୍ଟରେ ଶୁଣାଣି ହୋଇଛି । ଯେଉଁଥିରେ ସିସୋଦିଆଙ୍କୁ ଆଶ୍ୱସ୍ତି…

ମହାନଦୀ ଡଙ୍ଗା ବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡ଼ା: ଗତକାଲି ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଯାଇଥିଲା । ଏହି ଡଙ୍ଗାରେ ପ୍ରାୟ ୫୦ ଜଣ ଯାତ୍ରା କରୁଥିଲେ । ଏମାନେ ବରଗଡ଼ ବାଞ୍ଜିପାଲିକୁ ଯାଉଥିଲେ । ଏଥିରୁ ପ୍ରାୟ ୪୩ ଜଣ ଲୋକଙ୍କୁ ସ୍ଥାନୀୟ…