Breaking: ଧନୁଯାତ୍ରାରେ ଖର୍ଚ୍ଚ ହେବ ଦେଢ଼ କୋଟି ଟଙ୍କା, ୟୁନେସ୍କୋ ମାନ୍ୟତା ପାଇଁ ଉଦ୍ୟମ କରୁଛନ୍ତି ସରକାର

ବରଗଡ଼: ଓଡ଼ିଆ ଅସ୍ମିତାର ପରିଚୟ ହେବ ବରଗଡ଼ର ଧନୁଯାତ୍ରା । ଧନୁଯାତ୍ରା ଖର୍ଚ୍ଚ ବାବଦକୁ ସରକାର ଦେବେ ଦେଢ଼କୋଟି । ଧନୁଯାତ୍ରାର ବୃତ୍ତଚିତ୍ର ପ୍ରସ୍ତୁତ କରିବ ଏନଏସଡି । ବିଭିନ୍ନ ଚରିତ୍ରରେ ଅଭିନୟ କରୁଥିବା…

Breaking: ପରିବା ଚାଷ କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି ଗୋଲାମୁଣ୍ଡାର ଚାଷୀ, ସାରା ଦେଶ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ

ନୂଆଦିଲ୍ଲୀ: ବର୍ଷର ଶେଷ ରବିବାରରେ ମନ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର କଳାହାଣ୍ଡି କଥା କହିଛନ୍ତି । ପରିବା ବିପ୍ଳବ ବିଷୟ କହି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଉଦାହରଣ…

Breaking: ନବୀନଙ୍କ ନୂଆ ରଣନୀତି… ୪ ଜିଲ୍ଲାରେ କ୍ଷତିଗ୍ରସ୍ତ ଫସଲ ବୁଲି ଦେଖିବେ, ଚାଷୀଙ୍କୁ ଭେଟିବେ

ଭୁବନେଶ୍ୱର: ଅଦିନିଆ ବର୍ଷା କ୍ଷୟକ୍ଷତି ଦେଖିବେ ବିରୋଧୀ ଦଳ ନେତା ନବୀନ ପଟନାୟକ । ଆସନ୍ତା କାଲି ୪ ଜିଲ୍ଲା ଗସ୍ତ କରିବେ ନବୀନ । ପୁରୀ , ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରପଡ଼ାରେ ଚାଷଜମି ବୁଲି ଦେଖିବେ ।…

ନବବର୍ଷ ପାଇଁ ପୁରୀରେ କଟକଣା : ୬୦ ପ୍ଲାଟୁନ୍‌ ଫୋର୍ସ ମୁତୟନ

ପୁରୀ : ଇଂରାଜୀ ନବବର୍ଷରେ  ଶ୍ରୀମନ୍ଦିର ଓ ବେଳାଭୂମିକୁ ଲକ୍ଷାଧିକ ପର୍ୟ୍ୟଟକଙ୍କ ସମାଗମ ହେବ। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍‌…

ସୁଶାସନ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର, ଗରିବ କଲ୍ୟାଣ ଉଦ୍ଦେଶ୍ୟରେ ହେବ ବ୍ଲକ ବିଭାଜନ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ବ୍ଲକ ବିଭାଜନ କାର୍ଯ୍ୟ । ଏ ନେଇ ସୂଚନାଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ ବ୍ଲକ ବଢ଼ିବାର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ପଞ୍ଚାୟତରାଜ ବିଭାଗ ସହିତ…

Hollywood ଜଗତକୁ ବଡ଼ କ୍ଷତି: ୭୦ ଦଶକରୁ ଲୋକଙ୍କ ମନରେ ରାଜ୍ କରୁଥିବା ସୁପର ମଡେଲଙ୍କ ସନ୍ଦେହଜନକ ମୃତ୍ୟୁ

ଲସ୍ଏଞ୍ଜେଲସ୍: ଅଭିନେତ୍ରୀ ତଥା ସୁପର ମଡେଲ୍ ଡେଲ୍ ହେଡୋନ ୭୬ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି । ମଡେଲଙ୍କର ସନ୍ଦେହଜନକ ମୃତ୍ୟୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବକ୍ସ କଣ୍ଟ୍ରିର ଏକ ଘରେ ଜଣେ ମହିଳା ଅଚତ ଅବସ୍ଥାରେ…

ITI ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ୨୦୨୭ ସୁଦ୍ଧା ୧୨ ମିଲିୟନ ପ୍ରଫେଶନାଲଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରୋନିକ୍ ସେକ୍ଟରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଆଗାମୀ ଦିନରେ ପାଖାପାଖି ୧୨ ମିଲିୟନ ଲୋକଙ୍କୁ ଏଥିରେ ନିଯୁକ୍ତି ମିଳିବାକୁ ଯାଉଛି । ୨୦୨୭ ସୁଦ୍ଧା ୩  ମିଲିୟନ ଯୋଗ୍ୟ…

ବେଲୁନ୍ ଭିତରେ ପଶି ବେଦିରେ ଉଭା ହେଲେ କନିଆଁ: ବର ତାଟକା, ଦେଖନ୍ତୁ Video

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ବାହାଘର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । କେଉଁଠି ବରଯାତ୍ରୀ ନାଗିନ୍ ଡାନ୍ସ କରୁଛନ୍ତି ତ ଆଉ କେଉଁଠି ବର, କନିଆଁ ମିଶି ନାଚୁଛନ୍ତି । ବାହାଘରକୁ ନେଇ ଭଳି…

Breaking: ଅଦରକାରୀ ଆଇନ ଖୋଜିବ ଲ’ କମିଶନ, ରାଜ୍ୟର ବିଭିନ୍ନ ନୀତି, ନିୟମର ତର୍ଜମା କରିବ

ଭୁବନେଶ୍ୱର: ଅନାବଶ୍ୟକ ଆଇନ ଖୋଜିବ ଲ’ କମିଶନ । ଲ’ କମିଶନକୁ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ରାଜ୍ୟରେ ଅବକାରୀ ଆଇନ ଖୋଜିବ ଲ କମିଶନ । ରାଜ୍ୟର ବିଭିନ୍ନ ନୀତି, ନିୟମର ତର୍ଜମା କରିବ ।…

ଦିଲ୍ଲୀରେ ସବୁଠୁ ଅଧିକ ଭୋକିଲା, ବର୍ଷକରେ ୯ କୋଟି ବିରିୟାନି, ୫ କୋଟି ପିଜା ବିକ୍ରିକରିଛି ଜୋମାଟୋ

ବେଙ୍ଗାଲୁରୁ: ଜଣେ ବ୍ୟକ୍ତି ୧୨ ମାସରେ ଖାଇଛନ୍ତି ୫,୧୩,୭୩୩ ଟଙ୍କାର ଖାଦ୍ୟ । ଆମ ଦେଶରେ ଖାଦ୍ୟପ୍ରେମୀଙ୍କ ସଂଖ୍ୟା ଅଧିକ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ଖାଦ୍ୟ ଅନଲାଇନରେ ଅର୍ଡର କରି ବେଙ୍ଗାଲୁରୁର ଜଣେ ବ୍ୟକ୍ତି…