ହାଇକୋର୍ଟଙ୍କ ଐତିହାସିକ ରାୟ: ଏସିଡ୍ ଆଟାକ୍, ଗଣବଳାତ୍କାର ପୀଡ଼ିତାଙ୍କ ପାଇଁ ମାଗଣା ଚିକିତ୍ସା ଵ୍ୟଵସ୍ଥା, ଉଭୟ ସରକାର ହୁଅନ୍ତୁ ସତର୍କ
ନୂଆଦିଲ୍ଲୀ: ବଳାକ୍ରାର, ଏସିଡ୍ ଅଟାକ୍କ ପୀଡ଼ିତା ଏବଂ ପୋକ୍ସୋ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଛନ୍ତି । ଏହି ଐତିହାସିକ ଫୈସଲାରେ କୋର୍ଟ କହିଛନ୍ତି, ପୀଡ଼ିତାଙ୍କୁୁ ସରକାରୀ…