ଖୋଲିଲା ରସିକିଆ ବାବାଙ୍କ ପୋଲ୍: ଠାକୁରଙ୍କ ସେବା ନା’ରେ ମହିଳାଙ୍କ ସହ ରୋମାନ୍ସ କରୁଥିଲେ ଭଣ୍ଡ ବାବା
ଢେଙ୍କାନାଳ: ଢେଙ୍କାନାଳ ମଠକରଗୋଳାରେ ବାବାଙ୍କ କେଳେଙ୍କାରୀ ଘଟଣାରେ ଗିରଫ ହେଲେ ସମ୍ପୃକ୍ତ ରସିକିଆ ବାବା ।
ଗିରଫ ହେଲେ ବାବା ମଦନ ମୋହନ ପରିଡ଼ା । ବାବାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ୩୦୩ (୨) ଜୋରି କରିବା…