fbpx

ଛୋଟ ପିଲାଙ୍କ ଆଧାର କାର୍ଡରେ ତୁରନ୍ତ କରିନିଅନ୍ତୁ ଏହି ଦୁଇଟି ଅପଡେଟ୍, ନଚେତ୍ ହୋଇଯିବ ଇନଆକ୍ଟିଭ୍

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି । ୟୁଆଇଡିଏଆଇ ସୂଚନା ମୁତାବକ ନବଜାତ ଶିଶୁଙ୍କ ଆଧାର କାର୍ଡ କରିବାକୁ ହେଲେ ଶିଶୁର ଜନ୍ମ ସାର୍ଟିଫିକେଟ ଓ ପିତାମାତାଙ୍କ ଆଧାର କାର୍ଡ ଆବଶ୍ୟକ…

ଦେଶରେ କମୁଛି କରୋନା ସଂକ୍ରମଣ, ଆଜି ୫୪୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ହ୍ରାସ ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍, ୭୩ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ଅଗଷ୍ଟ ମାସ ପହିଲାରୁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସରକାରୀ ତୈଳ କମ୍ପାନୀମାନେ ଆଜି ଏଲପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଥିବା ଜଣାପଡ଼ିଛି । ଦେଶର ସର୍ବବୃହତ୍ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ୍…

ଚାକିରି ଆଶାୟୀଙ୍କ ଠାରୁ ୫୦ ହଜାର ଲେଖାଏଁ ନେଉଥିଲେ କୋଟିପତି ପିଏସ: ଜଣେ ଷ୍ଟେନୋଗ୍ରାଫର ବିଶାଳକାୟ ବିଷ ବୃକ୍ଷ ହେବା ପଛରେ କାହାର ହାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଚାଲିଛି । ଜଣେ ପିଏସଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ…

ବକ୍ସିଂରେ ଭାରତକୁ ଝଟକା: ପରାଜୟ ସହ ପଦକରୁ ବଞ୍ଚିତ ହେଲେ ସତୀଶ କୁମାର

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିର ଦଶମ ଦିବସରେ ଭାରତକୁ ବକ୍ସିଂରେ ଝଟକା ଲାଗିଛି । ଭାରତୀୟ ବକ୍ସର ସତୀଶ କୁମାର କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ପଦକ ଦୌଡ଼ରୁ ଆଉଟ୍ ହୋଇଯାଇଛନ୍ତି । ସତୀଶ ୯୧ କେଜି ବର୍ଗରେ…

ଅଗଷ୍ଟ ୫ରେ ପେଗାସସ୍ ମାମଲାର ଶୁଣାଣି କରିବେ CJI

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିବାଦ ଘେରରେ ରହିଥିବା ପେଗାସସ୍ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆସନ୍ତା ଗୁରୁବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ । ମୁଖ୍ୟ ବିଚାରପତି ଏନ.ଭି. ରମଣଙ୍କ ବେଞ୍ଚ…

Windows, Apple ଓ Android ବ୍ୟବହାରକାରୀ ହୋଇଯାଆନ୍ତୁ ସତର୍କ, ଚେତାବନୀ ଦେଲେ ସରକାର

ନୂଆଦିଲ୍ଲୀ: ସମସ୍ତ ୱିଣ୍ଡୋ, ଆପଲ୍ ଆଇଫୋନ୍ ଓ ଆଣ୍ଡ୍ରଏଡ୍ ମୋବାଇଲ ବ୍ୟବହାରକାରୀଙ୍କୁ ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି । ନୋଡାଲ୍ ସାଇବର ସୁରକ୍ଷା ଏଜେନ୍ସି-CERT ପକ୍ଷରୁ ଏନେଇ ଆଲର୍ଟ କରାଯାଇଛି । ଆପଲ…

ଆଜି ରାଜ୍ୟରେ ୬୪ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ…

ଆଜିଠାରୁ ଛୁଟିଦିନରେ ବି ଖୋଲିବ ବ୍ୟାଙ୍କ, ବଦଳିଲା ନିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ଦେଶରେ ବ୍ୟାଙ୍କିଂ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହାଫଳରେ ବ୍ୟାଙ୍କର ସମସ୍ତ କାରବାର ରବିବାର ଓ ଅନ୍ୟ ଛୁଟିଦିନରେ ବି ଜାରି ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ…

ଆଜି ରାଜ୍ୟରେ ୧୪୩୭ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…