‘ପଦ୍ମଶ୍ରୀ ଫେରାନ୍ତୁ କଙ୍ଗନା ରଣାୱତ’: ଭାରତର ସ୍ୱାଧୀନତାକୁ ଭିକ ସହ ତୁଳନା କରିବା ପରେ ବିଭିନ୍ନ ମହଲରୁ ଉଠିଲା ଦାବି

ନୂଆଦିଲ୍ଲୀ: ୧୯୪୭ ମସିହାର ସ୍ୱାଧୀନତାକୁ ଭିକ ବା ଦାନ ସହ ତୁଳନା କରି ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଏହାକୁ ନେଇ ବିଭିନ୍ନ ଦଳର ରାଜନେତାମାନେ କଙ୍ଗନାଙ୍କର…

ଘରର ଛାତ ଉପରେ ଉଡ଼ିଲା ପାକିସ୍ତାନୀ ପତାକା, ଦେଶଦ୍ରୋହ ଅପରାଧରେ ୪ ଅଟକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ଛାତ ଉପରେ ପାକିସ୍ତାନୀ ପତାକା ଦେଖିବାକୁ ମିଳିଛି । ଗତ ୧୦ ତାରିଖରେ ଚୌରୀଚୌରା ଅଞ୍ଚଳର ମୁନ୍ଦ୍ରା ବଜାରର ୧୦ନଂ ୱାର୍ଡରେ ଏହି ଘଟଣା ଦେଖିବାକୁ ମିଳିଥିଲା ।…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୬୩ ପଜିଟିଭ୍, ପ୍ରାଣ ହରାଇଲେ ୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ବଦଳିଲା YouTubeର ନିୟମ, Dislike Button ଏଣିକି ସମସ୍ତଙ୍କ ପାଇଁ ହୋଇଯିବ ପ୍ରାଇଭେଟ୍

ନୂଆଦିଲ୍ଲୀ: ୟୁଟ୍ୟୁବରେ ଏଣିକି ଆପଣମାନେ ଆଉ ଡିସଲାଇକ୍ ସଂଖ୍ୟା ଦେଖିପାରିବେ ନାହିଁ । ଏନେଇ କମ୍ପାନୀ ପକ୍ଷରୁ ଅଫିସିଆଲି ଘୋଷଣା କରାଯାଇଛି । ଏହି ପଦକ୍ଷେପ ଫଳରେ ଛୋଟ କ୍ରିଏଟର୍ସଙ୍କୁ ଅଧିକ ସୁବିଧା ଉପଲବ୍ଧ ହେବା ସହ…

କନିଷ୍ଠ ଯନ୍ତ୍ରୀରୁ ଚାକିରି ଆରମ୍ଭ କରିଥିବା ପ୍ରତାପ ସାମଲଙ୍କୁ କୋଟିପତି କୁବେର ବନାଇଲା କିଏ, କଳାକାରନାମାର ଅସଲ ଗଡଫାଦର ଏବେ କେଉଁଠି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ପଡ଼ି ନିଲମ୍ବିତ ଓ ଗିରଫ ହୋଇଥିବା କୋଟିପତି କୁବେରଙ୍କୁ ନେଇ ଉଠିଛି ଅନେକ ପ୍ରଶ୍ନ । ଓପିଏଚଡବ୍ଲ୍ୟୁସିର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଠାରୁ ୧୫ କୋଟି ଟଙ୍କାର…

Inspector ପାହ୍ୟାକୁ ପଦୋନ୍ନତି ପାଇଲେ ୧୧୭ SI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ପୋଲିସ ବିଭାଗରେ କାର୍ଯ୍ୟରତ ୧୧୭ ଜଣ ସବଇନ୍ସପେକ୍ଟର (ଏସଆଇ)ଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି କରାଯାଇଛି । ପଦୋନ୍ନତି ପାଇଥିବା ନୂତନ ଇନ୍ସପେକ୍ଟରମାନଙ୍କୁ ରାଜ୍ୟର ବିଭିନ୍ନ…

ଆସନ୍ତା ଫେବୃଆରୀ ପୂର୍ବରୁ ବନ୍ଦ ହୋଇଯିବ ‘Bigg Boss-15’: ଦିନକୁ ଦିନ ନିମ୍ନମୁଖୀ ହେବାରେ ଲାଗିଛି TRP

ନୂଆଦିଲ୍ଲୀ: ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ଶୋ’ ବିଗ୍ ବସକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି । ଦୀର୍ଘ ସମୟ ଧରି ଶୋ’ କୌଣସି ଆଖିଦୃଶିଆ ହିଟ୍ ଦେଇ ନ ପାରିବା କାରଣରୁ ଟିଆରପି ସଙ୍କଟ ଦେଖାଦେଇଛି ।…

ପାକିସ୍ତାନରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର: ଦୀର୍ଘ ବର୍ଷ ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବ ପ୍ରଥମ ହିନ୍ଦୁ ମନ୍ଦିର । ପୂର୍ବରୁ ହିନ୍ଦୁଙ୍କୁ ଆବଣ୍ଟିତ କରାଯାଇଥିବା ଜମିକୁ ରଦ୍ଦ କରାଯାଇଥିଲା । ଉକ୍ତ ଜମିରେ ହିନ୍ଦୁ ମନ୍ଦିର, ଶ୍ମଶାନ ଘାଟ ଓ…

କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତିଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଏକ ସାଧାରଣ କଥା ହୋଇଗଲାଣି । ଏହି କ୍ରମରେ ଆଜି ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼…

ଜାଲ୍ ନୋଟ୍ କାରବାର ଓ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ସମ୍ପର୍କରେ ରହିଛନ୍ତି ଦେବେନ୍ଦ୍ର ଫଡନଭିସ୍: ନୱାବ ମଲିକ

ନୂଆଦିଲ୍ଲୀ: ଶେଷରେ ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କ ହାଇଡ୍ରୋଜେନ ବୋମା ଫୁଟିଛି । ଏହି ବୋମାର ଝଲକ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପରେ ପଡ଼ିଥିବାର ଦେଖଯାଇଛି ।…