OAS ଢାଞ୍ଚାରେ ହେବ ଓଡ଼ିଶାରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି: ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ଆରମ୍ଭ ହେଲା ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଦଳିଯିବ ଓଡ଼ିଶାରେ ଶିକ୍ଷାର ମାନଚିତ୍ର । ରାଜ୍ୟରେ ଖାଲିପଡ଼ିଥିବା ଶିକ୍ଷକ, ଶିକ୍ଷୟିତ୍ରୀ ପଦବୀ ପୂରଣ ହେବ । ପ୍ରତିବର୍ଷ ଶିକ୍ଷକ ନିଯୁକ୍ତି ପରୀକ୍ଷା କରାଯାଇ ହଜାର ହଜାର…

ପାର୍ବଣରେ ବଢ଼ିବ କରୋନା: ଦିପାବଳୀ ପରେ ଆସିପାରେ ତୃତୀୟ ଲହର, ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ ମାର୍ଚ୍ଚ-ଏପ୍ରିଲ ମାସରେ ଦେଶ କରୋନାର ଦ୍ୱିତୀୟ ଲହର କବଳରେ ରହିଥିଲା । ତେବେ ଆଗକୁ ଧନତେରସ, ଦିପାବଳୀ ଓ ଛଠ ପୂଜା ଆଦି ପର୍ବ ଆସିବାକୁ ଥିବାରୁ ଏହି ସମୟରେ ତୃତୀୟ ଲହରର ଆଗମନ ହୋଇପାରେ । ତେବେ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୩୬୫ କରୋନା ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଶୀତଦିନେ ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ ସୋରିଷ ତେଲ, ଜାଣନ୍ତୁ ଏହାର ଫାଇଦା

ସୋରିଷ ତେଲ ପ୍ରତ୍ୟେକ ଲୋକଙ୍କ ଘରେ ମିଳିଥାଏ । ସୋରିଷ ତେଲକୁ ସାଧାରଣତଃ ଅଧିକାଂଶ ଲୋକ ରୋଷେଇରେ ବ୍ୟବହାର କରିଥାନ୍ତି । ଏହା କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ଅଟେ ।…

୫୦ ପ୍ରତିଶତ ହ୍ରାସ ପାଇଲା MBBS ଫିସ୍: ସରକାର ଘୋଷଣା କଲେ ଦିପାବଳୀ ବୋନସ୍, ଜାଣନ୍ତୁ ଏହା ବିଷୟରେ

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ଭାଜପା ସରକାର ଏକ ଲାଭଜନକ ଘୋଷଣା କରିଛନ୍ତି । ରାଜ୍ୟର ୧୮ଟି ମେଡିକାଲ କଲେଜରେ ଏବେ ଏମବିବିଏସ୍ କୋର୍ସ ଫିକୁ ୪ ଲକ୍ଷରୁ ହ୍ରାସ କରାଯାଇ ୧.୪୫…

Spotifyରେ ଏଣିକି ଗୀତ ଶୁଣିବା ସହିତ ଭିଡିଓ ମଧ୍ୟ ଦେଖିପାରିବେ ୟୁଜର୍ସ: କମ୍ପାନୀ ବଦଳାଇଲା ନିୟମ, ଜାଣନ୍ତୁ ତରିକା

ନୂଆଦିଲ୍ଲୀ: ସ୍ଫୋଟିଫାଏରେ ଏଣିକି ଆପଣମାନେ କେବଳ ଗୀତ ଶୁଣିପାରିବେ ନାହିଁ, ବରଂ ଭିଡିଓ ମଧ୍ୟ ଉପଭୋଗ କରିପାରିବେ । କମ୍ପାନୀ ଆଙ୍କର କ୍ରିଏଟର୍ସଙ୍କୁ ଭିଡିଓ ପୋଡକାଷ୍ଟ କରିବା ପାଇଁ ଅନୁମତି ପ୍ରଦାନ କରୁଛି । ଏଥିପାଇଁ…

କରୋନା ନ କମୁଣୁ ପୁଣି ଆବିର୍ଭାବ ହେଲା ନୂଆ ଭାରିଆଣ୍ଟ, ୬ଟି ରାଜ୍ୟରେ ମେଲାଇଛି କାୟା

ନୂଆଦିଲ୍ଲୀ: ନିକଟରେ ଭୋଭିଡର ଏକ ନୂଆ ଭାରିଆଣ୍ଟ ଏୱାଇ.୪.୨ ଲଣ୍ଡନରେ ଚିହ୍ନଟ ହୋଇଥିଲା । ତେବେ ଉକ୍ତ ଡେଲଟା ଭାରିଆଣ୍ଟ ବର୍ତ୍ତମାନ ଭାରତର ଚିନ୍ତା ବଢ଼ାଇ ଦେଇଛି । ଦେଶରେ କରୋନା ହ୍ରାସ ପାଉଥିବା ସମୟରେ ୬ଟି ରାଜ୍ୟରେ…

ଆସନ୍ତା ନଭେମ୍ବର ୧ରୁ UG କ୍ଲାସ ଆରମ୍ଭ, ଜାଣନ୍ତୁ PG କେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ସାରା ରାଜ୍ୟରେ ଅଣ୍ଡର ଗ୍ରାଜୁଏଟ (ୟୁଜି) ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହେବ । ସେହିପରି ନଭେମ୍ବର ୧୫ ତାରିଖରୁ ପୋଷ୍ଟ ଗ୍ରାଜୁଏଟ (ପିଜି) ପିଲାଙ୍କ…

୭.୫ ଲକ୍ଷ ଟଙ୍କା ସହ ୨ଟି First Class Flight Ticket: କମ୍ପାନୀର ସଫଳତା ଅବସରରେ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଗିଫ୍ଟ ଦେଲେ ମାଲିକାଣୀ

ନୂଆଦିଲ୍ଲୀ: ଅନେକ ସମୟରେ ଦେଖାଯାଏ, କମ୍ପାନୀର ମାଲିକମାନେ ସେମାନଙ୍କ କର୍ମଚାରୀଙ୍କର କାର୍ଯ୍ୟରେ ଖୁସି ହୋଇ ବିଭିନ୍ନ ପ୍ରକାର ଉପହାରମାନ ପ୍ରଦାନ କରିଥାନ୍ତି । ଏହି ଗିଫ୍ଟ ଫଳରେ ଷ୍ଟାଫମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି…

ଚାନ୍ଦିପୁର DRDO ତଥ୍ୟ ଲିକ୍ ମାମଲା: CIDକୁ ମିଳିଲା ସାଙ୍ଘାତିକ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ସାମନାକୁ ଆସିଛି ସାଙ୍ଘାତିକ ତଥ୍ୟ । ଓଡ଼ିଶା ପରେ ରାଜସ୍ଥାନରେ ମଧ୍ୟ ରହସ୍ୟମୟୀଙ୍କ ହନିଟ୍ରାପ ବିଷୟରେ ସୂଚନା ମିଳିଛି । ରାଜସ୍ଥାନ ଯୋଧପୁର…