ଲାଗିଗଲା ୧୨ କୋଟିର ଲଟେରୀ, ଅଟୋ ଡ୍ରାଇଭରଙ୍କ ଚମକିଲା ଭାଗ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ଆମେ ଶୁଣିଥାଉ ଯେ, ଥରେ ଲଟେରୀ ଜିତିଲେ କେଇ ସେକେଣ୍ଡ ମଧ୍ୟରେ ଜଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯାଇଥାଏ । ଏହିପରି ଭାବରେ ଜଣେ ଅଟୋ ଚାଳକ ୧୨ କୋଟି ଟଙ୍କାର ଏକ ମୋଟା ଅଙ୍କର…

ଆଜି ପୁଣି କମିଲା କରୋନା, ରାଜ୍ୟରେ ୪୬୨ କରୋନା ପଜିଟିଭ୍: ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛି ଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଏଣିକି Driving Testରେ ଫେଲ୍ ହେଲେ ମାଗି ପାରିବେ Video Recording, ଜାଣନ୍ତୁ କେମିତି ଉଠାଇବେ ଏହାର ଫାଇଦା

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ (ଡିଏଲ) ପାଇଁ ଆବେଦନ କରୁଥିବା ଲୋକଙ୍କ ପାଇଁ ଏକ ନୂଆ ଅପଡେଟ୍ ଆସିଛି । ଯେଉଁମାନେ ଡିଏଲ ଟେଷ୍ଟରେ ଫେଲ୍ ହେଉଛନ୍ତି, ସେମାନେ ନିଜର ଟେଷ୍ଟର ଭିଡିଓ ରେକର୍ଡିଂ ମାଗିପାରିବେ ।…

ପୁରାତନ କାଳରେ ରାଜା ମହାରାଜାମାନେ ୧୦୦ ରାଣୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ, ଜାଣନ୍ତୁ କିପରି

ଆଜିର ସମୟରେ ପୁରୁଷମାନେ ନିଜର ଏକମାତ୍ର ସାଥୀଙ୍କୁ ସନ୍ତୁଷ୍ଟ କରିପାରୁ ନାହାନ୍ତି । କିନ୍ତୁ ପ୍ରାଚୀନ କାଳରେ ରାଜା ମହାରାଜାମାନେ ୧୦୦ ରାଣୀଙ୍କୁ ସହଜରେ ସନ୍ତୁଷ୍ଟ କରିପାରୁଥିଲେ । ଆଜି ଆମେ ଆପଣମାନଙ୍କୁ କହିବାକୁ…

ମୋ ପୁଅକୁ ବିଦ୍ୟାଭାରତୀ ହିଁ ମାରିଛନ୍ତି, ଲାଏ ଡିଟେକ୍ସନ ପରେ ଏପରି ପ୍ରତିକ୍ରିୟା ରଖିଲେ ସୌମ୍ୟଙ୍କ ମାଆ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଆଜି ତାଙ୍କର ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ କରାଯାଇଥିଲା । ପ୍ରାୟ ୪ ଘଣ୍ଟା ଧରି…

Google ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ୍, Samsung ସହ ହେବ ଟକ୍କର

ନୂଆଦିଲ୍ଲୀ: ଆମେରିକାର ଟେକ୍ କମ୍ପାନୀ ଗୁଗଲ ନିକଟରେ ପିକ୍ସେଲ ୬ ସ୍ମାର୍ଟଫୋନ ଲଞ୍ଚ କରିବା ନେଇ ଘୋଷଣା କରିଛି । ମାତ୍ର ବର୍ତ୍ତମାନ ଏହାର ବିକ୍ରି ଆରମ୍ଭ ହୋଇନାହିଁ । ମାତ୍ର କମ୍ପାନୀ ଫୋଲ୍ଡେବଲ ସ୍ମାର୍ଟଫୋନ…

ବର୍ଷା ଜଳ ବୁନ୍ଦାରୁ ତିଆରି ହେବ ବିଜୁଳି, ଆଇଆଇଟି ଦିଲ୍ଲୀ ରିସର୍ଚ୍ଚରଙ୍କ ଚମତ୍କାର

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି), ଦିଲ୍ଲୀର ଅନୁସନ୍ଧାନକାରୀମାନେ ଏକ ଚମତ୍କାର କରିଛନ୍ତି । ବର୍ଷା ଜଳକୁ ଉପଯୋଗ କରି ବିଜୁଳି ଉତ୍ପନ୍ନ କରିହେବ । ଟ୍ରାଇବୋଇଲେକ୍ଟ୍ରିକ ଇଫେକ୍ଟ ଓ…

୬୫ କିମି ବେଗରେ ପବନ ବହିବା ସହ ଭୟଙ୍କର ରୂପ ଧାରଣ କରୁଛି ଘୂର୍ଣ୍ଣିଝଡ଼ ‘ପୀଟର’, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ: ଆଟଲାଣ୍ଟିକ ମହାସାଗର ଉପରେ ଘୂର୍ଣ୍ଣିଝଡ଼ ‘ପୀଟର’ ତାଣ୍ଡବ ରଚିବା ଆରମ୍ଭ କରିଦେଇଛି । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୬୫ କିମି ବେଗରେ ପବନ ବହିବା ଆରମ୍ଭ ହୋଇଗଲାଣି । ଏହା ଉତ୍ତର ଲିବାର୍ଡ ଦ୍ୱୀପପୁଞ୍ଜର…

ଏକଦିବସୀୟ ଟିମର ଅଧିନାୟକ ପଦରୁ ଓହରିବେ କି କୋହଲି, ଟି-୨୦ ଓ ଆରସିବି ଛାଡ଼ିବା ପରେ ଏବେ ନେଇପାରନ୍ତି ଏହି ପଦକ୍ଷେପ

ନୂଆଦିଲ୍ଲୀ: ଟି-୨୦ ଅଧିନାୟକ ପଦରୁ ଓହରିବା ନେଇ ଘୋଷଣା କରିବା ପରେ ଏବେ ବିରାଟଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । କୋହଲି ଏକଦିବସୀୟ ଅଧିନାୟକ ପଦରୁ ମଧ୍ୟ ଖୁବଶୀଘ୍ର ଓହରି ପାରନ୍ତି । ଟି-୨୦ ପରେ ବିରାଟ ଆଇପିଏଲର…

ଆଜି ରାଜ୍ୟରୁ ୬ ଜଣଙ୍କର ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସଂପ୍ରତି କରୋନାର ସ୍ଥିତି ସ୍ଥିର ରହିଛି । ଫଳରେ ମୃତ୍ୟୁସଂଖ୍ୟା, ଆକ୍ଟିଭ କେସ, ଆଇସିୟୁ ସଂଖ୍ୟା, ହସ୍ପିଟାଲାଇଜେସନ ସଂଖ୍ୟା କମୁଛି । ଯାହାକି ରାଜ୍ୟ ପାଇଁ ଆଶ୍ୱସ୍ତିକର ବିଷୟ…