ସପ୍ତାହକ ମଧ୍ୟରେ ପ୍ରାଣ ହରାଇଲେଣି ୧୦୦ ଶିଶୁ, ତୃତୀୟ ଲହର ନେଇ ବଢ଼ିଲା ଆଶଙ୍କା
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଫିକା ପଡ଼ିଯାଇଥିବା ବେଳେ ତୃତୀୟ ଲହରକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତୃତୀୟ ଲହରରେ ଛୋଟ ପିଲାମାନେ ବେଶିମାତ୍ରାରେ ପ୍ରଭାବିତ ହେବା ନେଇ…