Android ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ବର ପରେ ଏହି ଫୋନରେ କାମ କରିବ ନାହିଁ Googleର କୌଣସି ଆପ୍
ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ବ୍ୟବହାରୀଙ୍କ ପାଇଁ ଏକ ବଡ଼ ଖବର ସାମନାକୁ ଆସିଛି । ଏଣିକି ଗୁଗଲର କୌଣସି ଆପରେ ଆଣ୍ଡ୍ରଏଡ୍ ଭର୍ଜନ ସର୍ପୋଟ୍ କରିବ ନାହିଁ । ତେବେ ଏଥିରେ ଆଣ୍ଡ୍ରଏଡର ୨.୩.୭ ବର୍ଜନ ବା ଏହା ପୂର୍ବର ଆଣ୍ଡ୍ରଏଡ…