କମୁନି କରୋନା: ଆଜି ୪ ହଜାର ମୃତ

ନୂଆଦିଲ୍ଲୀ, ୧୪ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୦୦ ଜଣଙ୍କ…

ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦ: ଗାଜାରେ ମୃତ୍ୟୁସଂଖ୍ୟା ୧୦୦ ଟପିଲା, ଆହତ ୬ ଶହ ନିକଟତର

ଗାଜା, ୧୪ା୫: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ହିଂସା କାରଣରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨୭ ଜଣ ଶିଶୁ ରହିଥିବା ବେଳେ…

ଭ୍ୟାକ୍ସିନ୍ ନେବା ପରେ ହଠାତ୍ ୬ ଜଣଙ୍କ ମୃତ୍ୟୁ

ପ୍ରାଗ୍, ୧୪ା୫: ଦିନକୁ ଦିନ କରୋନାକୁ ନେଇ ନୂଆ ନୂଆ ରୋଚକ ତଥ୍ୟ ସାମନାକୁ ଆସୁଛି । ଭ୍ୟାକ୍ସିନକୁ ଲୋକମାନେ ଶେଷ ଭରସା କରିଥିବା ବେଳେ ଏନେଇ ଏକ ନୂଆ ଖବର ଆସିଛି । ଚେକ୍ ରିପବ୍ଲିକରେ ଭ୍ୟାକ୍ସିନ ନେବା ପରେ ହଠାତ୍ ୬…

କରୋନାକୁ ହରାଇଲା ଆମେରିକା: ଲୋକମାନେ ଆଉ ପିନ୍ଧିବେ ନାହିଁ ମାସ୍କ

ୱାଶିଂଟନ, ୧୪ା୫: ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬ କୋଟି ୧୭ ଲକ୍ଷ ଅତିକ୍ରମ କରିସାରିଲାଣି । ତେବେ ସବୁଠାରୁ ଅଧିକ ସଂକ୍ରମିତ ଦେଶ ଆମେରିକାକୁ ନେଇ ଏକ…

କରୋନାକୁ ଯୁଦ୍ଧରେ ହରାଇଲେ ମହିଳା, ମାତ୍ର ବ୍ଲାକ୍ ଫଙ୍ଗସ୍ ନେଲା ଜୀବନ

ନୂଆଦିଲ୍ଲୀ, ୧୪ା୫: କରୋନାର ଦ୍ୱିତୀୟ ଲହରରେ ବ୍ଲାକ ଫଙ୍ଗସର ପ୍ରକୋପ ଭୟଙ୍କର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଉତ୍ତରପ୍ରଦେଶରେ ଜଣେ ମହିଳା କରୋନାକୁ ଯୁଦ୍ଧରେ ମାତ ଦେଇଛନ୍ତି । କିନ୍ତୁ ବ୍ଲାକ୍ ଫଙ୍ଗସ୍ ଦ୍ୱାରା…

ଚିକିତ୍ସା ସୁବିଧା ନଥିବାରୁ ଗାଁର ଅଧାଲୋକ ହେଲେଣି କରୋନାରେ ସଂକ୍ରମିତ, ୧୫ ଜଣଙ୍କ ମୃତ୍ୟୁ

ପାଟନା, ୧୪ା୫: ବିହାରର ବୈଶାଳୀ ଜିଲ୍ଲାକୁ କରୋନା ଗ୍ରାସ କରିଛି । ଗ୍ରାମର ପ୍ରାୟ ଅର୍ଦ୍ଧାଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି । ଏଥିସହ ଗ୍ରାମର ୧୫ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣପଡ଼ିଛି ।…

ନର୍ସ ଡେ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୨ା୫: ଆଜି ହେଉଛି ଅନ୍ତର୍ଜାତୀୟ ନର୍ସ ଡେ । ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନର୍ସମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନକୁ…

କରୋନା ରୋଗୀଙ୍କୁ ସହାୟତାର ହାତ ବଢ଼ାଉଛନ୍ତି ଅଶୋକ: ଲୋକଙ୍କୁ ମାଗଣାରେ ଯୋଗାଉଛନ୍ତି ଅକ୍ସିଜେନ୍

କେନ୍ଦୁଝର, ୧୨ା୫ (ଓଡିଶା ଭାସ୍କର): ରାଜ୍ୟରେ କ୍ରମାଗତ ଭାବେ କୋଭିଡ୍ ସଂକ୍ରମଣ ବଢ଼ି ଚାଲିଛି । ରୋଗୀଙ୍କ ସଂଖ୍ୟା ବଢ଼ୁ ଥିବାରୁ ଚିକିତ୍ସା ପାଇଁ ବେଡ୍ ଓ ଅକ୍ସିଜେନର ଅତ୍ୟଧିକ ଆବଶ୍ୟକତା ପଡ଼ୁଛି । ବର୍ତ୍ତମାନ ସମୟରେ…

ବଦଳିଲା ଟିକାକରଣ ନିୟମ: ଏଣିକି ୨୮ ଦିନ ନୁହେଁ, ୪୨ ଦିନ ପରେ ମିଳିବ ଟିକା

ଭୁବନେଶ୍ୱର, ୧୨ା୫ (ଓଡିଶା ଭାସ୍କର): ଦ୍ୱିତୀୟ ଡୋଜ୍ କୋଭିସିଲ୍ଡ ଟିକା ପାଇଁ କୋ-ୱିନ ପୋର୍ଟାଲରେ ପରିବର୍ତ୍ତନ କରାଯାଇଛି । ଏଣିକି ପ୍ରଥମ ଡୋଜ୍ ଦେବାର ୪୨ ଦିନ ପରେ ମିଳିବ ଦ୍ୱିତୀୟ ଡୋଜ୍ ଟିକା । ପୂର୍ବରୁ ପ୍ରଥମ…

ଆମେରିକାରେ କରୋନାର ଚିତ୍ର: ଟ୍ରକରେ ପଡ଼ି ରହିଛି ୭୫୦ ମୃତଦେହ

ନ୍ୟୁୟର୍କ, ୧୨ା୫: ବିଶ୍ୱର ସବୁଠାରୁ କ୍ଷମତାଶାଳୀ ଓ ଧନୀରାଷ୍ଟ୍ର ଆମେରିକା ଗତବର୍ଷ କରୋନାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥିଲା । ସେଠାରେ ଏତେମାତ୍ରାରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା ଯେ, ମୃତଦେହକୁ ସାଇତି ରଖିବା…