ଆଉ ଦୁଇଦିନ ପରେ ଏହି ରାଜ୍ୟମାନଙ୍କରେ ତାଣ୍ଡବ ରଚିବ ‘ତଉକ୍ତେ’: ଘଣ୍ଟା ପ୍ରତି ୧୭୫ କିମି ବେଗରେ ବହିବ ପବନ
ନୂଆଦିଲ୍ଲୀ, ୧୫ା୫ (ଓଡିଶା ଭାସ୍କର): ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’କୁ ନେଇ ଦେଶରେ ମାହୋଲ ଜାରି ରହିଛି । ବର୍ତ୍ତମାନ କେରଳରେ ଭୀଷଣ ବର୍ଷା ଜାରି ରହିଥିବା ବେଳେ ମହାରାଷ୍ଟ୍ର, ଗୋଆ ଓ ଗୁଜୁରାଟକୁ ସତର୍କ କରାଯାଇଛି…