କରୋନା ମୁକାବିଲା କରିବାକୁ ୨୫ଟି ରାଜ୍ୟ ପାଇଁ ୮୯୨୩.୮ କୋଟିର ଅନୁଦାନ ଘୋଷଣା କଲା କେନ୍ଦ୍ର, ଜାଣନ୍ତୁ ଓଡ଼ିଶାକୁ କେତେ?

ନୂଆଦିଲ୍ଲୀ, ୯ା୫: ସମଗ୍ର ଦେଶରେ କରୋନାର ପ୍ରକୋପ ଭୟଙ୍କର ଭାବେ ଜାରି ରହିଛି । କରୋନା ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଶିକ୍ଷାନୁଷ୍ଠାନ, ଶିଳ୍ପସଂସ୍ଥା, ଉତ୍ପାଦନ,…

ସମୁଦ୍ର କୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଦୁଷ୍କର୍ମ ସନ୍ଦେହ

କୋଣାର୍କ, ୯ା୫ (ଓଡିଶା ଭାସ୍କର): ଆଜି ସକାଳୁ ପୁରୀ ସମୁଦ୍ର କୂଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କୋଣାର୍କ ଚନ୍ଦ୍ରଭାଗା ମେରାଇନ ଥାନା ନିକଟରୁ ଉଦ୍ଧାର କରାଯାଇଥିବା ଉକ୍ତ ମହିଳାଙ୍କ ପରିଚୟ ମିଳି…

ଆଲିଗଡ଼ ମୁସଲିମ୍ ୟୁନିଭରସିଟିରେ କରୋନା କହର: ୪୦ ଟପିଲାଣି ମୃତ୍ୟୁସଂଖ୍ୟା

ଆଲିଗଡ଼, ୯ା୫: ଉତ୍ତରପ୍ରଦେଶର ଆଲିଗଡ଼ ମୁସଲିମ ୟୁନିଭରସିଟି (ଏଏମୟୁ)ରେ କରୋନାର ପ୍ରକୋପ ବଢ଼ିବାରେ ଲାଗିଛି । ଗୋଟିଏ ସପ୍ତାହ ମଧ୍ୟରେ ୧୫ ଜଣ ପ୍ରଫେସର ପ୍ରାଣ ହରାଇଛନ୍ତି । ଏହାଛଡ଼ା ଏଏମୟୁର ଅନ୍ୟ କର୍ମଚାରୀଙ୍କୁ ମିଶାଇ…

ଦେଶରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ, ୯ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୯୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୪୨ ହଜାର ୩୬୨କୁ ବୃଦ୍ଧି…

କୋଭିଡ୍ ନିୟମ ଉଲ୍ଲଂଘନ କରି ଶବ ପୋତିଦେଲେ: ଚାଲିଗଲା ୨୧ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୯ା୫: ଭାରତରେ କରୋନା ସଂକ୍ରମଣ ଶୀର୍ଷସ୍ତରରେ ରହିଛି । ରାଜସ୍ଥାନରେ ମଧ୍ୟ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ସିକର ଜିଲ୍ଲା ଅନ୍ତର୍ଗତ ଏକ ଗାଁର ଗ୍ରାମବାସୀ କରୋନା ରୋଗୀଙ୍କୁ ବିନା କୋଭିଡ୍ ପ୍ରୋଟୋକଲରେ…

ଧରାପଡ଼ିଲା ଚୀନର ଷଡ଼ଯନ୍ତ୍ର: ୫ ବର୍ଷ ପୂର୍ବରୁ ହୋଇଥିଲା କରୋନା ଯୋଜନା

ନୂଆଦିଲ୍ଲୀ, ୯ା୫: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିବା ପାଇଁ ଚୀନ୍ ପାଞ୍ଚ ବର୍ଷ ପୂର୍ବରୁ ବ୍ୟୁହ ରଚନା କରିଥିଲା । ୨୦୧୫ରେ ଚୀନର ସାମରିକ ବିଜ୍ଞାନୀମାନେ ଏକ କୃତିମ ଭୂତାଣୁକୁ ଅସ୍ତ୍ରଭାବେ ବ୍ୟବହାର କରିବାକୁ…

ସ୍କୁଲ ନିକଟରେ ଭୟଙ୍କର ବିସ୍ଫୋରଣ: ୩୦ ଜଣଙ୍କ ମୃତ୍ୟୁ, ୫୦ ଗୁରୁତର

କାବୁଲ, ୯ା୫: ଆଫଗାନିସ୍ତାନରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଏକ ଗାର୍ଲସ୍ ସ୍କୁଲ ନିକଟରେ ଏହି ବିସ୍ଫୋରଣ ଘଟି ୩୦ ଜଣଙ୍କ ମୃତ୍ୟୁ ଘଟିଛି । ୫୦ରୁ ଅଧିକ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ମୃତକଙ୍କ ମଧ୍ୟରେ…

ଦନ୍ତାହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ

ରାଇରଙ୍ଗପୁର, ୮ା୫ (ଓଡିଶା ଭାସ୍କର): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଦନ୍ତାହାତୀ ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ନିକଟସ୍ଥ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ସମୟରେ ଦୁଇଜଣ ମହିଳା ଓ ଜଣେ ନାବାଳିକାଙ୍କୁ…

୯ ଜଣ ସନ୍ତାନଙ୍କୁ ଏକସଙ୍ଗେ ଜନ୍ମଦେଲେ ୨୫ ବର୍ଷୀୟା ମହିଳା

ନୂଆଦିଲ୍ଲୀ, ୮ା୫: ଆଫ୍ରିକା ମହାଦେଶର ମାଲିରେ ଏକ ବିସ୍ମୟକର ଘଟଣା ଘଟିଛି । ଜଣେ ୨୫ ବର୍ଷୀୟା ମହିଳା ହଲିମା ଏକସଙ୍ଗେ ୯ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଝିଅ ଓ ୪ ଜଣ ପୁଅ ରହିଛନ୍ତି ।…

ଏଣିକି କରୋନା ରୋଗୀଙ୍କୁ ଦେଖି ପାରିବେ ସମ୍ପର୍କୀୟ: ମାଲକାନଗିରିରେ ଆରମ୍ଭ ହେଲା ଦେଶର ପ୍ରଥମ ‘ଇ-ସାକ୍ଷାତ’

ମାଲକାନଗିରି, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ ଜାରି ରହିଥିବା କରୋନା ସଂକ୍ରମଣ ଯୋଗୁଁ ରୋଗୀ ଓ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ରୋଗୀଙ୍କ ବିଷୟରେ ପରିବାରବର୍ଗ ତଥା ସମ୍ପର୍କୀୟମାନେ କୌଣସି…