fbpx

ଭୁବନେଶ୍ୱରରେ ଦେଖାଯିବନି ଛାଇ: ଆଉ କିଛିଦିନ ଅପେକ୍ଷା କରନ୍ତୁ, ଜାଣନ୍ତୁ ଜ୍ୟୋତିର୍ବିଜ୍ଞାନୀଙ୍କ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଆମେମାନେ ଯେତେବେଳେ ବାହାରକୁ ଯାଇଥାଉ, ସେତେବେଳେ ଆମର ଛାଇ ଦେଖାଯାଇଥାଏ । ତେବେ ଏପରି କେବେ ହୋଇଛି କି ଯେତେବେଳେ ଆପଣଙ୍କ ଛାଇ ଆପଣଙ୍କ ସହ ନଥିବ? ଗତ ୨୫ ତାରିଖରେ…

ଓଡ଼ିଶାକୁ ଆଗକୁ ନେବ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’: ଅନ୍ୟ ରାଜ୍ୟରେ ଓ ବିଦେଶରେ ରହୁଥିବା ଓଡ଼ିଆଙ୍କ ଦୁଃଖ ଦୂର ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିକାଶ ସହିତ ଗରିବ ଶ୍ରେଣୀର ଲୋକଙ୍କ ବିଭିନ୍ନ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଏଣିକି ରାଜ୍ୟ ଓ ଦେଶ ବାହାରେ ରହୁଥିବା ଓଡ଼ିଆଙ୍କୁ…

ବଡ଼ ଧରଣର ଗ୍ୟାସ୍ ଲିକ୍: ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ, ୧୦ ଜଣ ଏବେ ବି ବେହୋସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗ୍ୟାସ ଲିକ ଏକ ବଡ଼ ସମସ୍ୟା । ଅଧିକାଂଶ ସମୟରେ ସାମାନ୍ୟ ଅସାବଧାନତା କାରଣରୁ ଗ୍ୟାସ୍ ଲିକ୍ ହେବା ସହ ବହୁ ଧନ ଜୀବନ ହାନୀ ହୋଇଥାଏ । ତେବେ ଏହା ମଧ୍ୟରେ ଏକ ଭୟଙ୍କର ଗ୍ୟାସ୍ ଲିକ୍…

ସର୍ବଭାରତୀୟ ସ୍ତରରେ ଚମକିଲେ ପୁଣି ଜଣେ ଓଡ଼ିଆ: ପରମାଣୁ ଶକ୍ତି ଆୟୋଗର ଅଧ୍ୟକ୍ଷ ହେଲେ ଅଜିତ ମହାନ୍ତି

ବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସରକାରଙ୍କ ଅଧିନରେ ବହୁ ବଡ଼ ବଡ଼ ପଦରେ ଏକାଧିକ ଓଡ଼ିଆ ଅବସ୍ଥାପିତ ହୋଇଛନ୍ତି । ତେବେ ଏହା ମଧ୍ୟରେ ପୁଣି ଜଣେ ଓଡ଼ିଆଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି । ଡ.…

OSSSC ନିଯୁକ୍ତି: ୨୭୫୪ଟି ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ରାଜ୍ୟ ସରକାରଙ୍କ ତରଫରୁ ଆସିଛି ନିଯୁକ୍ତି ସୁଯୋଗ । ଓଡ଼ିଶା ସବ-ଅର୍ଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସଏସସି) ତରଫରୁ ଅନେକ ପଦ ପାଇଁ ନିଯୁକ୍ତି…

ଏଣିକି ଓଡ଼ିଶାରେ ହେବ ନାର୍କୋ ପରୀକ୍ଷା: ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା SFSL

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ମାମଲାରେ ଜଡ଼ିତ ଥିବା ଅପରାଧୀଙ୍କ ନାର୍କୋ ଟେଷ୍ଟ ପାଇଁ ଏଣିକି ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି । ଖୁବଶୀଘ୍ର ରାଜ୍ୟରେ ନାର୍କୋ ଟେଷ୍ଟ କରାଯିବ । ଷ୍ଟେଟ୍ ଫରେନସିକ୍…

OUATର ପୂର୍ବତନ କୁଳପତି DP ରାୟଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର ପୂର୍ବତନ କୁଳପତିଙ୍କ ଦେହାନ୍ତ ହୋଇଛି । ପ୍ରଫେସର ଦେବି ପ୍ରସାଦ ରାୟ ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ…

ପୁଣି ଘଟିଲା ବଡ଼ ଅଘଟଣ: ବିରାଟ ଖାଲ ମଧ୍ୟକୁ ଖସିଲା ଆର୍ମି ଗାଡ଼ି, ଦୁଇଜଣ ଯବାନ ସହିଦ, ଅନେକ ଆହତ

ନୂଆଦିଲ୍ଲୀ: ଗତ ୨୦ ତାରିଖରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଆ ଯୁବକ ଦେବାଶିଷ ବିଶ୍ୱାଳ ରହିଥିଲେ । ପରବର୍ତ୍ତୀ ସମୟରେ ଗତ ୨୬ ତାରିଖରେ ଛତିଶଗଡ଼ର…

ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ: BJPର ପୂର୍ବତନ ବିଧାୟକ ଓ VHP ନେତାଙ୍କ ହତ୍ୟା ମାମଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାହୁବଳୀ ନେତା ତଥା ଗ୍ୟାଙ୍ଗଷ୍ଟର ମୁଖତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି ହୋଇଛି । କୋର୍ଟ ତାଙ୍କୁ ଏହି ଦଣ୍ଡାଦେଶ ସହିତ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରିଛନ୍ତି ।…

BYJU’S ଅଫିସରେ ED ରେଡ୍: CEO ରବିନ୍ଦ୍ରନଙ୍କ ବିରୋଧରେ ଆସିଲା FEMA ନିୟମ ଉଲ୍ଲଂଘନ ଅଭିଯୋଗ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଏଡଟେକ କମ୍ପାନୀ ବାୟଜୁସ ଅଫିସରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଛି । ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (ଫେମା) ନିୟମ ଉଲ୍ଲଂଘନ ନେଇ କମ୍ପାନୀ ବିରୋଧରେ…