fbpx

OPSC ପକ୍ଷରୁ ଆସିଲା ବଡ଼ ନିଯୁକ୍ତି: ତିନି ପ୍ରକାର ପଦରେ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହୋମିଓପାଥିକ ମେଡିକାଲ ଅଫିସର ଅଧ୍ୟାପକ ଭାବେ ନିଯୁକ୍ତି…

ବିଶିଷ୍ଟ ଗାନ୍ଧିବାଦୀ ନେତା ନିଶାକର ଦାସଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ନିଶାକର ଦାସ ଆଉ ନାହାନ୍ତି । କୋରାପୁଟ ସ୍ଥିତ ନିଜ ବାସଭବନରେ ନିଶାକର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।…

AIIMS ଓ NIMHANS ରିପୋର୍ଟ: ସିଗାରେଟ ସେବନ କୋଭିଡ୍ ମୃତ୍ୟୁହାର ବଢ଼ାଉଛି, ହୃଦ ଓ ମାନସିକ ସମସ୍ୟା ବୃଦ୍ଧି ପାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଭିନ୍ନ ଦେଶରେ ଏନେଇ ଆଲର୍ଟ ଜାରି କରାଯାଇଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ଡାକ୍ତର,…

ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ନୂଆ ପୋଲିସ ଷ୍ଟେସନ: ୪୭ଟି ପଦ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି । ସେଥିପାଇଁ କମିଶନରେଟ ପୋଲିସ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିବା ସହିତ ନୂଆ…

PoKକୁ ଫେରାଇ ଆଣିବା BJP ସରକାରର ମୁଖ୍ୟ ଏଜେଣ୍ଡା: PM ମୋଦୀଙ୍କର ରହିଛି ମାଷ୍ଟର ପ୍ଲାନ, କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଇକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ହେଁ ତାହା ବର୍ତ୍ତମାନ ପାକିସ୍ତାନ କବଜରେ ରହିଛି । ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତକୁ ପିଇକେ ଫେରିବା ନେଇ ଏକାଧିକ…

ଓଡ଼ିଶାରେ ଆରମ୍ଭ ହେଲା OBC ସର୍ଭେ: ଜାଣନ୍ତୁ ଅନଲାଇନ୍ ଓ ଅଫଲାଇନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେ ମାସ ପହିଲାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ସର୍ଭେ । ମେ ମାସ ୧ ତାରିଖରୁ ଏହି ସର୍ଭେ କାର୍ଯ୍ୟ ଆରମ୍ଭ ହୋଇ ଆସନ୍ତା ଜୁଲାଇ ୧୨ ତାରିଖରେ ସମାପ୍ତ ହେବ ।…

NCP ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଗତ କିଛିଦିନ ଧରି ମହାରାଷ୍ଟ୍ର ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ମହା ବିକାଶ ଅଘାଡ଼ି (ଏମଭିଏ) ଓ ବିଜେପିକୁ ନେଇ ଜୋରଦାର ରାଜନୀତି ଦେଖିବାକୁ ମିଳିଛି । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର…

ରାଜ୍ୟର ପ୍ରତି ବ୍ଲକରେ ଖୋଲିବ ଶ୍ରମ କାର୍ଯ୍ୟାଳୟ: ଶ୍ରମିକଙ୍କ ପାଇଁ ସୁରତରେ ନିର୍ମାଣ ହେବ ‘ଓଡ଼ିଶା ସାଂସ୍କୃତିକ ଭବନ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ହିତସାଧନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ନୂଆ ନୂଆ…

ଗୁଡୁକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦର ସହଯୋଗୀ ଗୁଡୁ ମୁସଲିମକୁ ପୋଲିସ ଖୋଜୁଛି । ମାତ୍ର ଗୁଡୁ ୭ଟି ରାଜ୍ୟରେ ଲୁଚି ବୁଲିବା ସହ ପୋଲିସକୁ ଚକମା…

ଗୁଡୁ ମୁସଲିମର ସନ୍ଧାନ ମିଳିଲା! ପୋଲିସକୁ ମିଳିଲା ବଡ଼ ସୁରାକ, ଓଡ଼ିଶା ସମେତ ୭ଟି ରାଜ୍ୟରେ ଲୁଚିଥିଲା ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପ୍ରାଣ ହରାଇଥିବା ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦର ଘନିଷ୍ଠ ସହଯୋଗୀ ଗୁଡୁ ମୁସଲିମ ବାବଦରେ ଏକ ନୂଆ ସୁରାକ୍ ମିଳିଛି । ପୂର୍ବରୁ ଗୁଡୁ ଓଡ଼ିଶାର ବରଗଡ଼ରେ…