fbpx

ଫୁଟବଲ ତାରକା ଲିଓନେଲ ମେସି ସସପେଣ୍ଡ: କାହଁକି ନିଆଗଲା ଏଭଳି କଠୋର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଟପ ଫୁଟବଲ ତାରକା ଲିଓନେଲ ମେସିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏକ ଭୁଲ ପାଇଁ ମେସିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ୟାରିସ୍ ସେଣ୍ଟ ଜର୍ମାନ (ପିଏସଜି)…

ବଡ଼ ନିଷ୍ପତ୍ତି: ୧ ଲକ୍ଷ ୭୮ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

ଯଦି ଆପଣମାନେ ସରକାରୀ ଚାକିରି ଅପେକ୍ଷାରେ ରହିଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ୧ ଲକ୍ଷ ୭୮ ହଜାରରୁ ଅଧିକ ଶିକ୍ଷକ ପଦ ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଦେଶର ଯୁବପୀଢ଼ିଙ୍କ ପାଇଁ ଚାକିରି ସୁବିଧା କରିବା…

ଚିକିତ୍ସା ବିଜ୍ଞାନର ବଡ଼ ସଫଳତା: ଦିବ୍ୟାଙ୍ଗ ଭାବେ ଜନ୍ମଗ୍ରହଣ କରିଥିଲା ନବଜାତ, ଦୁଇଟି ଯାକ ଗୋଡ଼କୁ ସିଧା କରିଦେଲେ ଡାକ୍ତର

ନୂଆଦିଲ୍ଲୀ: ସାଧାରଣ ଭାବେ ଡାକ୍ତରଙ୍କୁ ସମସ୍ତେ ଦ୍ୱିତୀୟ ଭଗବାନ ବୋଲି ମାନିଥାନ୍ତି । ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଅନେକ ରୋଗୀଙ୍କୁ ଡାକ୍ତରମାନେ ଘଣ୍ଟା ଘଣ୍ଟା ଧରି ଅପରେସନ କରି ଜୀବିତ କରାଇବାରେ ପ୍ରମୁଖ ଭୂମିକା…

EPFO ଆଣିଲା ଖୁସି ଖବର: ଅଧିକ ପେନସନ ବିକଳ୍ପ ବାଛିବାର ସମୟସୀମା ବଢ଼ିଲା, ଶୀଘ୍ର ଆବେଦନ କରନ୍ତୁ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଯୋଗ୍ୟ ସଦସ୍ୟଙ୍କୁ ଇପିଏଫଓ ପକ୍ଷରୁ ଅଧିକ ପେନସନ ବିକଳ୍ପ ବାଛିବା ପାଇଁ ସୁବିଧା ପ୍ରଦାନ କରାଯାଇଛି ।…

ବଡ଼ ଦୁର୍ଘଟଣା: କନ୍ୟାଙ୍କୁ ବିଦାୟ ଦେଇ ଆରପାରିକୁ ଚାଲିଗଲେ ପିତାମାତା, ଭ୍ୟାନ୍ ଓଲଟି ୫ ଜଣଙ୍କ ମୃତ୍ୟୁ, ୨୯ ଜଣ ଆହତ

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଯେ ଘଟିବ ତାହା କେହି କହି ପାରିବେ ନାହିଁ । ତେବେ କନ୍ୟାଙ୍କ ବିବାହ ସାରି ଫେରୁଥିବା ସମୟରେ ପିତାମାତା ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ପିକଅପ୍ ଭ୍ୟାନ ଓଲଟି ପଡ଼ିବା ଫଳରେ ୫…

OPSC ପକ୍ଷରୁ ଆସିଲା ବଡ଼ ନିଯୁକ୍ତି: ତିନି ପ୍ରକାର ପଦରେ ପ୍ରାର୍ଥୀଙ୍କୁ ମିଳିବ ନିଯୁକ୍ତି

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ହୋମିଓପାଥିକ ମେଡିକାଲ ଅଫିସର ଅଧ୍ୟାପକ ଭାବେ ନିଯୁକ୍ତି…

ବିଶିଷ୍ଟ ଗାନ୍ଧିବାଦୀ ନେତା ନିଶାକର ଦାସଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶିଷ୍ଟ ଗାନ୍ଧିବାଦୀ ନେତା ତଥା ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ନିଶାକର ଦାସ ଆଉ ନାହାନ୍ତି । କୋରାପୁଟ ସ୍ଥିତ ନିଜ ବାସଭବନରେ ନିଶାକର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।…

AIIMS ଓ NIMHANS ରିପୋର୍ଟ: ସିଗାରେଟ ସେବନ କୋଭିଡ୍ ମୃତ୍ୟୁହାର ବଢ଼ାଉଛି, ହୃଦ ଓ ମାନସିକ ସମସ୍ୟା ବୃଦ୍ଧି ପାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ଆତଙ୍କ ଖେଳାଇ ଦେଇଥିବା ବେଳେ ବିଭିନ୍ନ ଦେଶରେ ଏନେଇ ଆଲର୍ଟ ଜାରି କରାଯାଇଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଡ଼ିଶାରେ ମଧ୍ୟ ଡାକ୍ତର,…

ରାଜ୍ୟରେ ପ୍ରତିଷ୍ଠା ହେବ ୩ଟି ନୂଆ ପୋଲିସ ଷ୍ଟେସନ: ୪୭ଟି ପଦ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଉଛନ୍ତି । ସେଥିପାଇଁ କମିଶନରେଟ ପୋଲିସ ନୂଆ ନୂଆ ପଦକ୍ଷେପ ଗ୍ରହଣ କରିବା ସହିତ ନୂଆ…

PoKକୁ ଫେରାଇ ଆଣିବା BJP ସରକାରର ମୁଖ୍ୟ ଏଜେଣ୍ଡା: PM ମୋଦୀଙ୍କର ରହିଛି ମାଷ୍ଟର ପ୍ଲାନ, କେନ୍ଦ୍ରମନ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଇକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ହେଁ ତାହା ବର୍ତ୍ତମାନ ପାକିସ୍ତାନ କବଜରେ ରହିଛି । ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଭାରତକୁ ପିଇକେ ଫେରିବା ନେଇ ଏକାଧିକ…