fbpx

ଦେଶର ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି-ରାଜ୍ୟପାଳ କିପରି ଗିରଫ ହୋଇଥାନ୍ତି: ଭାରତରେ ଏ ବାବଦରେ କ’ଣ ରହିଛି ନିୟମ?

ନୂଆଦିଲ୍ଲୀ: ଗତ ୧୬ ତାରିଖ ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (ସିବିଆଇ) ପକ୍ଷରୁ ୯ ଘଣ୍ଟା ଧରି…

ପୁରୁଣା ଭାଇରସରୁ ତିଆରି ହେବ କ୍ୟାନସର ମେଡିସିନ: ମଣିଷର DNA ଓ ପୂର୍ବପୁରୁଷଙ୍କୁ ନେଇ ମିଳିଲା ନୂଆ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ସହିତ ମଣିଷର ଲାଇଫଷ୍ଟାଇଲ ମଧ୍ୟ ବଦଳିବାରେ ଲାଗିଛି । ମଣିଷର ଖାଦ୍ୟପେୟ, ବେଶ ପୋଷାକ, ଚିନ୍ତାଧାରା ସବୁକିଛି ବଦଳିବାରେ ଲାଗିଛି । ଫଳରେ ମଣିଷକୁ ନୂଆ ନୂଆ ବୀମାରୀ ଶିକାର…

ଝାରସୁଗୁଡ଼ା ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ନିଜର…

(Video) ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ: ଲୋକମାନେ ପ୍ରାଣ ବିକଳରେ ତଳକୁ ଡେଇଁଲେ, ୨୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଗ୍ରୀଷ୍ମ ସିଜିନ ଚାଲିଥିବା ବେଳେ ଜନସାଧାରଣ ତାତିରେ ଛଟପଟ ହେଉଛନ୍ତି । ଏଭଳି ସ୍ଥିତିରେ ଯଦି କୌଣସି ସ୍ଥାନରେ ଅଗ୍ନିକାଣ୍ଡ ଘଟେ, ତେବେ ପରିସ୍ଥିତି ଆହୁରି ବିଗିଡ଼ିଯିବାର ସମ୍ଭାବନା…

ଲୋକସଭା ଭବନରେ ଖୋଲିବ କ୍ରେଚ: ଆରମ୍ଭ ହେବ ରେଜିଷ୍ଟ୍ରେସନ, ମାନିବାକୁ ପଡ଼ିବ ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି ଲୋକସେବା ଭବନରେ ଖୋଲିବ କ୍ରେଚ । ୬…

ଓଡ଼ିଶାରେ ପ୍ରଥମ: ରାଜ୍ୟରେ ଗଠନ ହେବ ‘ବାଣିଜ୍ୟ ପରିଷଦ’: ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ହେବେ ଉପକୃତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଗରିବ ଓ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବା ସକାଶେ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, କୃଷିଠାରୁ…

ସ୍ମାର୍ଟ ସିଟିରେ ମାତିଛନ୍ତି ସ୍ମାର୍ଟ ଲୁଟେରା: ଅଜଣା ବ୍ୟକ୍ତିଠାରୁ ସାହାଯ୍ୟ ନିଅନ୍ତୁନି, ଏଟିଏମରୁ ଟଙ୍କା ଉଠାଇବା ବେଳେ ସାବଧାନ ରୁହନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଫ୍ରଡଙ୍କର ରାଜୁତି ବଢ଼ିବାରେ ଲାଗିଛି । ଲୋକମାନେ ଯେତେ ଶିଖିତ ହେଲେ ମଧ୍ୟ ଠକଙ୍କ କବଳରୁ ତ୍ରାହି ପାଇ ପାରୁନାହାନ୍ତି । ପ୍ରଥମେ ଏହି ଠକମାନେ ଅତି ନିରୀହ ଭାବେ ଏକ…

ଅତିକଙ୍କ ପତ୍ନୀ ପରବୀନଙ୍କ ସନ୍ଧାନ ମିଳିଲା! ପୋଲିସକୁ ମିଳିଲା ବଡ଼ ସୁରାକ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କୁ କିଛି ଦୁର୍ବୃତ୍ତ ଗତ ୧୫ ତାରିଖ ଦିନ ଗୁଳିକରି ହତ୍ୟା କରିଥିଲେ । ପ୍ରୟାଗରାଜର ମେଡିକାଲ ବାହାରେ ଅତିକ ଓ ଅଶରଫଙ୍କ ଉପରକୁ…

ନିଖୋଜ ନୁହେଁ ବଡ଼ ସଜବାଜ! ପୁଣି BJPକୁ ଫେରିବେ ମୁକୁଲ, ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ନିର୍ବାଚନ ସମୟ ଆସିଲେ ରାଜନେତାଙ୍କର ଦଳ ବଦଳ ପ୍ରକ୍ରିୟା ଏକ ସାଧାରଣ କଥା । ତେବେ ସାରା ଦେଶରେ ଏବେ ନିର୍ବାଚନୀ ଋତୁ ଚାଲିଥିବା ବେଳେ ନିଜ ନିଜର ଫାଇଦାକୁ ଦୃଷ୍ଟିରେ ରଖି ନେତାମାନେ ଅନ୍ୟ ଦଳକୁ ଲମ୍ଫ…

ଓଡ଼ିଶା ଲୋକସେବା ଆୟୋଗରେ ବାହାରିଲା ଚାକିରି: ଗ୍ରାଜୁଏଟ୍ ଓ PG ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଓଡ଼ିଶା ବୈଷୟିକ…