ବଲିଉଡ ସିଙ୍ଗର ଅରିଜିତ ସିଂହ ଆହତ: କନସର୍ଟରେ ଜଣେ ଫ୍ୟାନ୍ ଗାୟକଙ୍କ ହାତକୁ ଜୋରରେ ଝିଙ୍କିଦେଲେ

ନୂଆଦିଲ୍ଲୀ: ସାଧାରଣ ଭାବେ ବିଭିନ୍ନ ଶୋ’ମାନଙ୍କରେ ନୃତ୍ୟ ବା ସଂଗୀତ ପରିବେଷଣ କରୁଥିବା କଳାକାରଙ୍କ ଠାରୁ ସେଲଫି ନେବା ପାଇଁ ପ୍ରଶଂସକମାନେ ଘେରି ଯାଇଥାନ୍ତି । ଏଭଳି ଭିଡ଼ ଭିତରେ ଅନେକ ସମୟରେ ସେଲିବ୍ରେଟି, କ୍ରିକେଟର…

ନଦୀ, ପୋଖରୀ, ପାଇପ୍ ପାଣି ପାଲଟିଛି ବିଷ: ନୟାଗଡ଼ରେ ବଢ଼ୁଛି କିଡନୀ ରୋଗ, ଫ୍ଲୋରାଇଡ୍ ପାଣି ନେଇ ଯାଉଛି ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦିନକୁ ଦିନ କିଡନୀ ରୋଗ ବଢ଼ିବାରେ ଲାଗିଛି । ଜଳରେ ମାତ୍ରାଧିକ ମାତ୍ରାରେ ଫ୍ଲୋରାଇଡ ରହିଥିବା କାରଣରୁ ତାହା ସେବନ କରି ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେବା…

ମଣିପୁର ହିଂସାକାଣ୍ଡ ନେଇଛି ୬୦ ଜଣଙ୍କ ଜୀବନ: ୨୩୧ ଜଣ ଆହତ, ୧୭୦୦ ଘର ଜଳିଯାଇଛି, ମୁଖ୍ୟମନ୍ତ୍ରୀଙ୍କ ସୂଚନା

ନୂଆଦିଲ୍ଲୀ: ମଣିପୁରରେ ଦେଖାଦେଇଥିବା ହିଂସା ସାରା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ହିଂସାକାଣ୍ଡରେ ବହୁ ଲୋକ ମୃତାହତ ହେବା ସହ ଶହ ଶହ ଘରଦ୍ୱାର ଜଳିପୋଡ଼ି ଭସ୍ମ ହୋଇ ଯାଇଛି । ଏଥିସହିତ ବିଭିନ୍ନ…

ଅନ୍ତବସ୍ତ୍ର ପିନ୍ଧିଥିଲେ NEEG UG ପରୀକ୍ଷା ଦେଇ ପାରିବେ ନାହିଁ: ଛାତ୍ରୀଙ୍କ ପ୍ରତି ଏପରି ବ୍ୟବହାର କ’ଣ ଠିକ୍, କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଗତ ୭ ତାରିଖରେ ମଣିପୁରକୁ ଛାଡ଼ି ସାରା ଦେଶରେ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) ୟୁଜି ୨୦୨୩ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ପାଖାପାଖି ୨୧ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା…

ବଡ଼ ଦୁର୍ଘଟଣା: ରାସ୍ତାରେ ଓଲଟି ପଡ଼ିଲା ପିକଅପ୍ ଭ୍ୟାନ, ୨୦ ଯାତ୍ରୀ ଆହତ, ୬ ଜଣଙ୍କ ଅବସ୍ଥା ଶୋଚନୀୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ଜଣଙ୍କର ଭୁଲ ପାଇଁ ବହୁ ଲୋକଙ୍କର ଜୀବନ ଅକାଳରେ ଚାଲିଯିବା ସହ ଅନେକ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ଅନେକ ସମୟରେ କିଛି ବ୍ୟକ୍ତି…

‘The Kerala Story’ ଫିଲ୍ମ ବ୍ୟାନ: ଶାନ୍ତି ବଜାୟ ରଖିବା ପାଇଁ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ‘ଦି କେରଳ ଷ୍ଟୋରି’ ଫିଲ୍ମକୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ହୋଇଛି । କେରଳର ୩୨ ହଜାର ମହିଳା ଆଇଏସଆଇଏସରେ ଭର୍ତ୍ତି ହୋଇଥିବାର କାହାଣୀକୁ ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଥିଲା । ଫଳରେ ଏହାକୁ ନେଇ…

‘Asia Centre for Community Media’ର ଶିଳାନ୍ୟାସ: ଦେଶ, ବିଦେଶର ସାମ୍ବାଦିକଙ୍କ କେନ୍ଦ୍ରସ୍ଥଳ ପାଲଟିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜକୋଷରୁ…

ଓଡ଼ିଶା ସରକାର ନିଯୁକ୍ତି: APICOL ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ, ମାସିକ ଦରମା ୨୨ ହଜାରରୁ ଆରମ୍ଭ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜି ଲଗାଣ ନିଗମ ଲିମିଟେଡ (ଆପିକଲ) ପକ୍ଷରୁ ଅନେକ ପଦ ପାଇଁ…

BJP ଉପସଭାପତିଙ୍କୁ ହତ୍ୟା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନ ବାତାବରଣ ଦେଖିବାକୁ ମିଳିଛି । ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ସମାନ ଦିନରେ ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ…

ବଡ଼ ସଫଳତା: ଗିରଫ ହେଲେ ୭ ଜଣ ନକ୍ସଲ, ଦାନ୍ତେୱାଡ଼ା ଆକ୍ରମଣରେ ୧୦ ଜଣ ଯବାନ ସହିଦ ହୋଇଥିଲେ

ନୂଆଦିଲ୍ଲୀ: ଗତ ମାସ ୨୬ ତାରିଖରେ ଛତିଶଗଡ଼ର ଦାନ୍ତେୱାଡ଼ାଠରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଫୋର୍ସଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ନକ୍ସଲମାନେ ଅପ୍ରତ୍ୟାଶିତ ବିସ୍ଫୋରକ ସାମଗ୍ରୀ (ଆଇଇଡି) ମାଡ଼ କରିଥିଲେ ।…