Axis Bankର ଘୋଷଣା: FD ଉପରେ ମିଳିବ ୮ ପ୍ରତିଶତରୁ ଅଧିକ ସୁଧ, ଏପ୍ରିଲ ୪ରୁ ଲାଗୁ ହେବ ନିୟମ
ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କମ୍ ନିବେଶରେ ସବୁବେଳେ ଅଧିକ ଫାଇଦା ପାଇବାକୁ ଚାହିଁଥାନ୍ତି । ତେଣୁ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଅଧିକାଂଶ ସମୟରେ ବ୍ୟାଙ୍କମାନେ ମଧ୍ୟ ଆଖିଦୃଶିଆ ଅଫର ଲଞ୍ଚ କରିଥାନ୍ତି । ତେବେ…