UGCର ନୂଆ ଗାଇଡଲାଇନ୍ସ: ଏକସଙ୍ଗେ ଦୁଇଟି କୋର୍ସରେ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ: ଦେଶର ଛାତ୍ରଛାତ୍ରୀଙ୍କ ଶିକ୍ଷାର ଅଗ୍ରଗତି ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ଏହି ଅବସରରେ ନିକଟରେ ୟୁଜିସି ପକ୍ଷରୁ ନୂଆ ଗାଇଡଲାଇନ୍ସ…