ମହାରାଷ୍ଟ୍ର ରାଜନୀତି: ଶିନ୍ଦେ ଗୋଷ୍ଠୀର ବିଜୟ, ପଦ-ଦଳ-ଚିହ୍ନ ସବୁ ହରାଇଲେ ଉଦ୍ଧବ, ECIଙ୍କ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ମହାରାଷ୍ଟ୍ର ରାଜନୀତି ବିବାଦ ଘେରରେ ରହି ଆସିଛି । ଏକତା ମୁମ୍ବାଇର ରାଜନୀତିକୁ ନିୟନ୍ତ୍ରଣ କରୁଥିବା ବାଲା ସାହେବଙ୍କ ମାନସ ପୁତ୍ର ଶିବ ସେନା ପାର୍ଟି ଆଜି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି…