୧୯୬୨ର ଭାରତ ନୁହେଁ, ୨୦୨୩ର ଭାରତ: ବୁଦ୍ଧି ଶିଖିବ ଚୀନ, ନିର୍ମାଣ ହେବ ସୁଡ଼ଙ୍ଗ ଓ ବର୍ଡର ପୋଷ୍ଟ, ବଢ଼ିବ ITBP ଶକ୍ତି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଚୀନ ଭାରତର ମୁଖ୍ୟ ଶତ୍ରୁ ଭାବେ ଉଭା ହୋଇଛି । ବିଭିନ୍ନ ସମୟରେ ପାକିସ୍ତାନ ସହ ମିଶି ଭାରତ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପରେ ଲିପ୍ତ ରହୁଛି ଚୀନ । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି…

AIIMS ପକ୍ଷରୁ ବାହାରିଲା ୩୪୫ଟି ପଦବୀ: ଶୀଘ୍ର ଅନଲାଇନରେ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂଗଠନ (ଏମ୍ସ) ପକ୍ଷରୁ ଏକ ବଢ଼ିଆ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଲ’ ଅଫିସର, ଡାଏଟିସିଆନ, ଆସିଷ୍ଟାଣ୍ଟ ଷ୍ଟୋର…

କିଏ ଭଲ ଗଞ୍ଜେଇ ଟାଣି ପାରିବ: ଦରମା ମିଳିବ ୧ କୋଟି, ଅଫିସ ବାହାରେ ଲାଗିଲା ହଜାର ହଜାର ଭକ୍ତଙ୍କ ଲାଇନ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ନିଜ ମନ ପସନ୍ଦର ଚାକିରିଟିଏ ପାଇବା ନିହାତି କଷ୍ଟକର ବ୍ୟାପାର । ତେବେ ଆକ୍ଟିଂ, କ୍ରୀଡ଼ା, ପର୍ଯ୍ୟଟନ, ଫାଇନାନ୍ସ, ବିମାନ, ପ୍ରତିରକ୍ଷା ସେକ୍ଟର ସହିତ ସରକାରୀ ଓ ବେସରକାରୀ କ୍ଷେତ୍ରରେ…

ଗ୍ରାହକମାନେ ମାଗଣାରେ ଦେଖିବେ ୨୦୦ ଚ୍ୟାନେଲ: ସେଟ-ଟପ ବକ୍ସ ଆବଶ୍ୟକ ପଡ଼ିବନି, କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜି ଆଗକୁ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ସ୍ମାର୍ଟଫୋନ ପରେ ଏବେ ସ୍ମାର୍ଟ ଟିଭିର ଯୁଗ ଆସିଯାଇଛି । ଏହି ଟିଭିରେ ଆପଣମାନେ ୟୁଟ୍ୟୁବ, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ସମେତ ବହୁ ଆପର…

ପେଟ୍ରୋଲ-ଡିଜେଲ ଉପରେ ଲାଗିବ GST! ରାଜ୍ୟମାନେ ନେବେ ନିଷ୍ପତ୍ତି, ଆସିଲା ଅର୍ଥମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କର ଅତ୍ୟାବଶ୍ୟକ ସାମଗୀ ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ୁଛି । ତେଣୁ ଏଥିରୁ ଜନସାଧାରଣଙ୍କୁ…

ଶ୍ୱେତା ଆତ୍ମହତ୍ୟା ଅପଡେଟ୍: ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ପୋଲିସ ଉଠାଇ ନେଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ନୂଆ ଅପଡେଟ୍ ଆସିଛି । ଶ୍ୱେତାଙ୍କ ବୟଫ୍ରେଣ୍ଡ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଯାଞ୍ଚ ଆରମ୍ଭ ହେବ : ୨୬୦୦ ଗାଡ଼ି ମାଲିକ ଧରାପଡ଼ିଲେ, ପରିବହନ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ହୋଇଥିବା ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବା ନେଇ ରାଜ୍ୟ ସରକାର ପୂର୍ବରୁ ବାଧ୍ୟତାମୂଳକ କରିଥିଲେ ।…

ଦେଶରେ ସୃଷ୍ଟି ହେବ ୩.୬୦ ଲକ୍ଷ ଚାକିରି! ଏୟାର ଇଣ୍ଡିଆ ଡିଲ୍ ଆଣିବ ବଡ଼ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ: ଭାରତର ଏୟାର ଇଣ୍ଡିଆ ବିମାନ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହିତ ଏହି ବଡ଼ ଡିଲ ସ୍ୱାକ୍ଷରିତ କରିଛି । ଏୟାର ଇଣ୍ଡିଆ ୪୭୦ଟି ନୂଆ ବିମାନ କିଣିବାକୁ ଯାଉଛି । ଫ୍ରାନ୍ସର ଏୟାରବସ ଓ ଆମେରିକାର ବୋଇଂ…

ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହ ଭାରତର ବଡ଼ ଚୁକ୍ତି: ଏୟାର ଇଣ୍ଡିଆ କିଣିବ ୪୭୦ଟି ନୂଆ ବିମାନ

ନୂଆଦିଲ୍ଲୀ: ଭାରତର ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଡିଲ୍ କରିବାକୁ ଯାଉଛି । ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହିତ ଏହି ଡିଲ ସ୍ୱାକ୍ଷରିତ ହୋଇଛି । ଏୟାର ଇଣ୍ଡିଆ ୪୭୦ଟି ନୂଆ ବିମାନ କିଣିବାକୁ ଯାଉଛି । ଫ୍ରାନ୍ସର…

ଗବେଷକମାନେ ବିକଶିତ କଲେ ଏକ ‘Male Pill’: ଏହି ମୌଖିକ ଗର୍ଭନିରୋଧକ ଶୁକ୍ରାଣୁକୁ ନିଜ ରାସ୍ତାରେ ସମ୍ପୂର୍ଣ୍ଣ ଭାବେ ରୋକି ପାରିବ

ନୂଆଦିଲ୍ଲୀ: ଭାଲେଣ୍ଡାଇନ୍ସ ଡେ’ ଅବସରରେ ଆସନ୍ତୁ ଏକ ଅଦ୍ଭୂତପୂର୍ବ ପୁରୁଷ ଗର୍ଭନିରୋଧକ ବଟିକା ବିଷୟରେ ଆଲୋଚନା କରିବା । ଏହି ପିଲର ପ୍ରିକ୍ଲିନିକାଲ ମଡେଲ ପ୍ରମାଣିତ ହୋଇସାରିଥିବା ବେଳେ ଏହା ତା’ର ନିଜ ରାସ୍ତାରେ…