Name Change କଲେ ଏଲନ ମସ୍କ: ଏବେ ନୂଆ ନାଁରେ ପରିଚିତ ହେବେ Twitter ମାଲିକ
ନୂଆଦିଲ୍ଲୀ: ଟ୍ୱିଟରର ମାଲିକାନା ଗ୍ରହଣ କରିବା କରିବା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ ମସ୍କ ଅଧିକାଂଶ ସମୟରେ ଚର୍ଚ୍ଚାର ଘେରରେ ରହି ଆସିଛନ୍ତି । ନିକଟରେ ଟ୍ୱିଟର ବ୍ଲୁ ଟିକକୁ ନେଇ ଏଲନ ନୂଆ ନିୟମ ଲାଗୁ କରିଥିଲେ…