(Video) ଅଟୋରେ ୫୦ ଜଣ ଯାତ୍ରୀ! ଏଇଟା କ’ଣ ବସ୍ ନା ଟ୍ରେନ୍, ଜୀବନକୁ ଏମାନଙ୍କର ଲୋଭ ନାହିଁ ବୋଧେ
ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ କିଛି ଅଜବ ପ୍ରକାରର ଘଟଣା ସବୁ ଘଟିଥାଏ । ଏପରି କିଛି ଘଟଣା ଯାହାକି ବିପଦପୂର୍ଣ୍ଣ ହୋଇଥିଲେ ହେଁ ମଜାଦାର ବି ହୋଇଥାଏ । ତେବେ ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ସାଧାରଣ…