ରାଜଧାନୀରେ ମାତିଛନ୍ତି ଅଣଓଡ଼ିଆ ଯାଯାବର ଗୋଷ୍ଠୀ: ଘରେ ପଶି ସୁନା ଗହଣା ଲୁଟି ନେଉଛି ଜରି ଗୋଟାଳି, ଫେରିବାଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଢ଼ିବାରେ ଲାଗିଛି ରାଜଧାନୀ ଭୁବନେଶ୍ୱରରେ ଲୁଟ୍ ତରାଜ । ଦିନ ଦ୍ୱିପ୍ରହରରେ ସୁବିଧା ସୁଯୋଗ ଦେଖି ଘରେ ପଶି ଯାଉଛନ୍ତି ମହିଳା ଲୁଟେରା । ଏମାନେ ମାସେ ଦୁଇ ମାସ, ବର୍ଷେ ଦୁଇ ବର୍ଷର ଛୋଟ…

BCCIର କଡ଼ା ପଦକ୍ଷେପ! ଟିମ୍ ଇଣ୍ଡିଆର ହେବ ଫର୍ମାଟିଂ, ବିଦାହେବେ ସବୁ ସିନିୟର ଖେଳାଳି

ନୂଆଦିଲ୍ଲୀ: ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲରେ ଇଂଲଣ୍ଡଠାରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିବା ପରେ ଚେଇଁ ଉଠିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ଏକ ବଡ଼ ଧରଣର…

ବୃଦ୍ଧ ପିତାମାତା, ସ୍ତ୍ରୀ, ପିଲାଙ୍କୁ ଅଣଦେଖା କଲେ ଚାଲିଯିବ ଆପଣଙ୍କର ଚାକିରି! ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ପ୍ରକାରର ଲୋକ ବସବାସ କରନ୍ତି । ତେବେ ଅନେକ ବ୍ୟକ୍ତି ବୃଦ୍ଧ ପିତାମାତାଙ୍କର ଉପଯୁକ୍ତ ଯତ୍ନ ନିଅନ୍ତି ନାହିଁ । ଏପରି ଦାୟିତ୍ୱହୀନ ବ୍ୟକ୍ତିଙ୍କ ପାଇଁ ଆସିଛି ଏକ ସତର୍କ ସୂଚନା । ପରିବାର…

ବାୟୁ ପ୍ରଦୂଷଣ ସାଧାରଣ ସମସ୍ୟା ନୁହେଁ: PM 2.5 ପାର୍ଟିକିଲ ବଢ଼ାଇବ କ୍ୟାନସର, ହୃଦରୋଗ ଓ ଶ୍ୱାସରୋଗ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ତେବେ ଏହାର ଭୟଙ୍କର ପରିଣାମ ଭୋଗ କରିବ ସାରା ମାନବ ସମାଜ । ଏନେଇ ଏକ ଭୟଙ୍କର ରିସର୍ଚ୍ଚ ରିପୋର୍ଟ ସାମ୍ନାକୁ ଆସିଛି । ଭାରତ ଓ ଚୀନ…

OPTCL ପକ୍ଷରୁ ବାହାରିଲା ୨୮୦ଟି ପଦବୀ: ଆସନ୍ତା ୧୮ ତାରିଖ ସୁଦ୍ଧା ଆବେଦନ କରନ୍ତୁ

ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ…

Why Team India Lost: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ ଶୋଚନୀୟ ଭାବେ ପରାସ୍ତ ହେବା ପଛର ୮ଟି କାରଣ

ନୂଆଦିଲ୍ଲୀ: ସମାପ୍ତ ହୋଇଯାଇଛି ଟିମ୍ ଇଣ୍ଡିଆର ବିଶ୍ୱକପ ଜିତିବାର ସ୍ୱପ୍ନ । ସେମିଫାଇନାଲରେ ପ୍ରତିପକ୍ଷ ଇଂଲଣ୍ଡ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇ ଘରକୁ ଫେରିଛି ଭାରତ । ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ…

National Exit Test କ’ଣ: ଆସନ୍ତାବର୍ଷରୁ ହଟିଯିବ NEET PG, ଗୋଟିଏ ପରୀକ୍ଷାକୁ ବାଧ୍ୟତାମୂଳକ କରିବ NMC!

ନୂଆଦିଲ୍ଲୀ: ମେଡିକାଲ ସେକ୍ଟରରେ କ୍ୟାରିୟର କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଅନ୍ୟତମ କୁହାଯାଉଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ…

ମାଳଦୀପରେ ବିଲଡିଂ ଜଳିଗଲା: ଚାଲିଗଲା ୯ ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ: ମାଳଦୀପର ରାଜଧାନୀ ମାଲେରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଏକ ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା କାର ମରାମତି ଗ୍ୟାରେଜରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କ ସମେତ ମୋଟ ୧୦ ଜଣ…

ପରବର୍ତ୍ତୀ ବେତନ କମିସନ କେବେ ଲାଗୁ ହେବ! ନୂଆ ଫର୍ମୂଲାରେ ବଢ଼ିବ କର୍ମଚାରୀଙ୍କ ସାଲାରି

ନୂଆଦିଲ୍ଲୀ: ବର୍ତ୍ତମାନ ପାଖାପାଖି ୭୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୫୨ ଲକ୍ଷ ପେନସନଧାରୀ ସପ୍ତମ ବେତନ କମିସନର ବେନିଫିଟ୍ ପାଉଛନ୍ତି । ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କର୍ମଚାରୀଙ୍କର ମହଙ୍ଗା ଭତ୍ତା…

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି: ପୁରୀରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ…