fbpx

ପାକିସ୍ତାନର ମିଶନ୍ ହନିଟ୍ରାପ୍: ସୁନ୍ଦରୀ ତରୁଣୀଙ୍କୁ ଟ୍ରେନିଂ ଦେଉଛି ଆଇଏସଆଇ, ଭାରତୀୟ ଯବାନଙ୍କଠାରୁ ହାତେଇ ନେଉଛି ସିକ୍ରେଟ୍ ତଥ୍ୟ

ନୂଆଦିଲ୍ଲୀ: ଭାରତୀୟ ଯବାନଙ୍କୁ ମାୟାଜାଲରେ ଫସାଇବା ପାଇଁ ପାକିସ୍ତାନ ସୁନ୍ଦରୀ ତରୁଣୀଙ୍କୁ ନେଇ ଭୟଙ୍କର ଷଡ଼ଯନ୍ତ୍ର ରଚୁଛି । ସେଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ କଲେଜ ଛାତ୍ରୀ ଗରିବ ଘରର ଯୁବତୀଙ୍କୁ…

ରାଜ୍ୟରେ ଦୁଇ ଦିନ ଧରି ପ୍ରବଳ ଝଡ଼ ବର୍ଷା: ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୩ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆସନ୍ତା ଦୁଇଦିନ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଅନୁଭୂତ ହେବ । ୨୫ ଓ ୨୬ ତାରିଖରେ ଉତ୍ତର ଓଡ଼ିଶା ସହ ଦକ୍ଷିଣ ଉପୂକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବ । ଅନେକ ଜିଲ୍ଲାରେ…

ଓଡ଼ିଶାର ଚାଷୀ ଉତ୍ପାଦନ କଲେ ବିଶ୍ୱର ସବୁଠାରୁ ଦାମୀ ମିୟାଜାକୀ ଆମ୍ବ, ଏହାର ଦାମ୍ କେଜି ପ୍ରତି ୩ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଓଡ଼ିଶାର ଜଣେ ଚାଷୀ ବିଶ୍ୱର ସବୁଠାରୁ ଦାମୀ ମିୟାଜାକୀ ଆମ୍ବ ଅର୍ଗାନିକ ଭାବେ ଉତ୍ପାଦନ କରିଛନ୍ତି । ଉକ୍ତ ଚାଷୀଙ୍କ ନାମ ହେଉଛି ଚନ୍ଦ୍ରୁ ସତ୍ୟ ନାରାୟଣ ଯେ କି ବରଗଡ଼ ଜିଲ୍ଲାରେ ନିଲାଥର ଗ୍ରାମରେ ରୁହନ୍ତି…

ମୁଣ୍ଡ କଟିଯିବ ପଛେ ଆମେ ଦେଶ ପ୍ରତି ବିଶ୍ୱାସଘାତକତା କେବେ ବି କରିବୁ ନାହିଁ: ପଞ୍ଜାବ ମନ୍ତ୍ରୀଙ୍କ ବରଖାସ୍ତ ପରେ ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ମନ୍ତ୍ରିମଣ୍ଡଳରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବରଖାସ୍ତ କରିଛନ୍ତି । ଶ୍ରୀ ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତିର ବଳିଷ୍ଠ ପ୍ରମାଣ ମିଳିବା ପରେ…

ମଙ୍କିପକ୍ସ ଓ କରୋନାର ଲକ୍ଷଣକୁ ନେଇ ଆପଣ କନଫ୍ୟୁଜରେ ଅଛନ୍ତି କି? ଦୁଇ ଭାଇରସକୁ ନେଇ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇନଥିବା ବେଳେ ଏହି ସମୟରେ ସମଗ୍ର ବିଶ୍ୱକୁ ଆଗମନ କରିଛି ମଙ୍କିପକ୍ସ ଭାଇରସ । ତେବେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୫ଟି ଦେଶକୁ ବ୍ୟାପିଗଲାଣି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ଘୋଷଣା କଲା Time Magazine: ଭାରତରୁ ସ୍ଥାନ ପାଇଲେ ଅଦାନୀ

ନୂଆଦିଲ୍ଲୀ: ଟାଇମ ମାଗାଜିନ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିର ତାଲିକା ଘୋଷଣା କରାଯାଇଛି । ଭାରତୀୟ ଉଦ୍ୟୋଗଗତି ଗୌତମ ଅଦାନୀ ଏଥିରେ ସ୍ଥାନ ପାଇଛନ୍ତି । ଏଥିସହିତ ଆମେରିକା ରାଷ୍ଟ୍ରପତି ଜୋ…

ଏଣିକି ଆପଣମାନେ ଘରେ ବସି ପାଇପାରିବେ ୩୫ ଲକ୍ଷ ପର୍ଯ୍ୟନ୍ତ ଲୋନ୍: SBI ଆରମ୍ଭ କଲା ନୂଆ ସର୍ଭିସ୍ ‘Real Time Xpress Credit’

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ତା’ର ଗ୍ରାହକଙ୍କୁ ଏକ ଶାନଦାର ଉପହାର ପ୍ରଦାନ କରିଛି । ଦେଶର ସର୍ବବୃହତ ବ୍ୟାଙ୍କ ଗ୍ରାହକଙ୍କୁ ପର୍ସନାଲ ଲୋନ ପ୍ରଦାନ ନେଇ ଏକ ନୂଆ ଫିଚର ଲଞ୍ଚ କରିଛି । ରିୟଲ ଟାଇମ୍…

ଅତିଥିଙ୍କୁ ସମ୍ମାନ ବଦଳରେ ମରଣାନ୍ତକ ମାଡ଼: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ଅତିଥି ଦେବୋ ଭବଃ । ମାତ୍ର ରାଜ୍ୟରେ ଅତିଥିଙ୍କୁ କରାଯାଉଛି ମରଣାନ୍ତକ ଆକ୍ରମଣ । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କ ଉପରେ ନନ୍ଦନକାନନରେ ହୋଇଥିଲା ଆକ୍ରମଣ । ପର୍ଯ୍ୟଟକଙ୍କୁ…

ବିନୟ କୁମାର ସକ୍ସେନା ହେଲେ ଦିଲ୍ଲୀର ନୂଆ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ଉପରାଜ୍ୟପାଳ ନିଯୁକ୍ତି ପାଇଛନ୍ତି । ଅନିଲ ବୈଜଲ ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ଏହି ପଦଟି ଖାଲି ପଡ଼ିଥିଲା । ତେବେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନିଲଙ୍କ ଇସ୍ତଫା…