fbpx

ମୁଣ୍ଡକା ଅଗ୍ନିକାଣ୍ଡ: ୨୭ ଜଣଙ୍କ ମୃତ୍ୟୁ ପାଇଁ ବିଜେପିର ୩ ଜଣ ବଡ଼ନେତା ଦାୟୀ: AAP, ଏହି ଅଭିଯୋଗ କ’ଣ ସତ

ନୂଆଦିଲ୍ଲୀ: ଗତ ୧୪ ତାରିଖରେ ଦିଲ୍ଲୀର ମୁଣ୍ଡକା ଅଗ୍ନିକାଣ୍ଡରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ । ଉକ୍ତ ଘଟଣା ପରେ ବର୍ତ୍ତମାନ ପୋଲିସ ପ୍ରଶାସନ ଡିଏନଏ ଟେଷ୍ଟ କରିବା ସହ ବାୟୋ ପ୍ରୋଫାଇଲିଂ…

ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀ ଉପରାଜ୍ୟପାଳ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି । ଉପରାଜ୍ୟପାଳ ଅନିଲ ବୈଜଲ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୩ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

ବିଜେପିରେ ମିଶିବେ କି ହାର୍ଦ୍ଦିକ, ଇସ୍ତଫା ପଛରେ ଭାଜପାର ବଡ଼ ଷଡ଼ଯନ୍ତ୍ର: କଂଗ୍ରେସ

ନୂଆଦିଲ୍ଲୀ: ଆଗକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଏହା ପୂର୍ବରୁ କଂଗ୍ରେସକୁ ଲାଗିଛି ଜବରଦସ୍ତ ଝଟକା । ରାଜ୍ୟର ଜଣେ ବଡ଼ ପଟିଦାର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ହାର୍ଦ୍ଦିକ…

ଏଣିକି ସରକାରୀ କ୍ୱାର୍ଟରରେ ପୋଷା କୁକୁର ରଖିପାରିବେ ନାହିଁ ପୋଲିସ ଅଧିକାରୀ: ଜାଣନ୍ତୁ କେଉଁ ରାଜ୍ୟରେ ଲାଗୁହେଲା ଏହି ନିୟମ

ନୂଆଦିଲ୍ଲୀ: ନିଜ ଘରେ ପୋଷା କୁକୁର ରଖିବା ଅଧିକାଂଶ ଲୋକଙ୍କର ସଉକ ରହିଥାଏ । ପୋଷା ପଶୁପକ୍ଷୀଙ୍କୁ ଘରେ ରଖିବା ସହ ସେମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ମଧ୍ୟ ବହୁ ପଶୁପ୍ରେମୀ ଗ୍ରହଣ କରିଥାନ୍ତି । କିଛି ଲୋକ ନିଜର…

ରାଜସ୍ଥାନୀ ସିଙ୍ଗରଙ୍କ କମାଲ୍: କାନ୍ସ ରେଡ୍ କାର୍ପେଟରେ ଚାଲିଲେ ପ୍ରଥମ ଭାରତୀୟ ଲୋକ କଳାକାର

ନୂଆଦିଲ୍ଲୀ: ଜଣେ ରାଜସ୍ଥାନୀ ସିଙ୍ଗର କାନ୍ସ ରେଡ୍ କାର୍ପେଟରେ ୱାକିଂ କରି ଭାରତ ପାଇଁ ଗୌରବ ଆଣିଛନ୍ତି । ପ୍ରଥମ ଭାରତୀୟ ଫୋଲ୍କ ଆର୍ଟିଷ୍ଟ ଭାବେ ସେ କାନ୍ସ ରେଡ୍ କାର୍ପେଟରେ ଚାଲି ଏକ ବିରଳ ରେକର୍ଡ କରିଛନ୍ତି । ଆର…

ଏବେ ଚାଲିଛି ଗରମ ସିଜିନ୍, ଏହି ସମୟରେ ଆପଣ କେମିତି ଫିଟ୍ ରହିପାରିବେ, ଜାଣନ୍ତୁ

ବର୍ତ୍ତମାନର ଗରମ ସିଜିନରେ ଫିଟ୍ ରହିବା ପାଇଁ ଆପଣମାନେ ଦୈନନ୍ଦିନର ଖାଦ୍ୟକୁ ପରିବର୍ତ୍ତନ କରିବା ଆବଶ୍ୟକ । ଗ୍ରୀଷ୍ମଋତୁରେ ଖାଇବା ପିଇବା ଆମର ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇଥାଏ । ଏଥିରେ ସାମାନ୍ୟ ବ୍ୟତିକ୍ରମ…

ପାକିସ୍ତାନୀ ସାଂସଦଙ୍କ ବେଡରୁମ୍ ଭିଡିଓ ଲିକ୍: ଦୁଃଖରେ ଜର୍ଜରିତ ହୋଇ ଦେଶ ଛାଡ଼ିବାକୁ କଲେ ଘୋଷଣା କଲେ

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ବଡ଼ ଖବର ଆସିଛି । ନିଜର ପ୍ରାଇଭେଟ୍ ଭିଡିଓ ଲିକ୍ ହେବା ପରେ ଜଣେ ସାଂସଦ ଦେଶ ଛାଡ଼ିବାକୁ ଘୋଷଣା କରିଛନ୍ତି । ଅଲବିଦା ପାକିସ୍ତାନ କହି ସାଂସଦ ଜଣଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର…

ଜାତୀୟ ସିନିୟର ମହିଳା ହକି: କର୍ଣ୍ଣାଟକକୁ ହରାଇ ଚାମ୍ପିୟନ ହେଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ମହିଳା ହକି ଟିମ୍ ରାଜ୍ୟ ପାଇଁ ଗୌରବ ଆଣିଛି । ଜାତୀୟ ସିନିୟର ମହିଳା ହକିରେ ଚାମ୍ପିୟନ ଆଖ୍ୟା ଅର୍ଜନ କରି ଇତିହାସ ରଚିଛି ଓଡ଼ିଶା । ୧୨ତମ ହକି ଇଣ୍ଡିଆ ସିନିୟର ମହିଳା ନ୍ୟାସନାଲ…

ଗାଈକୁ ଆମେ ଭାରତରେ ପୂଜା କରୁଛେ, କିନ୍ତୁ ଏହି ସ୍ଥାନରେ ଏହା ଏକ ଭୟଙ୍କର ପଶୁ, ଜାଣନ୍ତୁ କେଉଁଠି

ସାଧାରଣ ଭାବେ ଗାଈକୁ ଆମ ହିନ୍ଦୁ ସମାଜରେ ଗୋମାତା ଭାବେ ପୂଜା କରାଯାଏ । ପ୍ରତ୍ୟେକ ଦେବାଦେବୀଙ୍କ ପରି ଗୋମାତାଙ୍କୁ ମଧ୍ୟ ପୂଜାର୍ଚ୍ଚନା କରି ସମ୍ମାନ ଦିଆଯାଇଥାଏ । ତେବେ ଆମ ବିଶ୍ୱରେ ଏପରି କିଛି ସ୍ଥାନ ଅଛି ଯେଉଁଠି…