fbpx

ଦେଶର ୧୨ଟି ମନ୍ତ୍ରଣାଳୟରେ ନିଯୁକ୍ତି ପାଇବେ ୧ ଲକ୍ଷ ଡ୍ରୋନ୍ ପାଇଲଟ, ଯୁକ୍ତ ଦୁଇ ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଅଧିକ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଆଗାମୀ ଦିନରେ ଭାରତ ସରକାର ୧ ଲକ୍ଷ ଆଶାୟୀଙ୍କୁ ନିଯୁକ୍ତି ଦେବେ । ଆଜିର ସମୟରେ ଦେଶର ୧୨ଟି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭ ଜଣ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…

୧୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ଆର୍ମି ଚିଫଙ୍କୁ ମିଳିଲା ପରମ ବିଶିଷ୍ଟ ସେବା ପଦକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିରକ୍ଷା ସାଜସଜ୍ଜା ସମାରୋହ ଅବସରରେ ସଶସ୍ତ୍ର ବଳର ଯବାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ୬ ଜଣଙ୍କୁ ମରଣୋତ୍ତର ସମେତ ୧୩ ଜଣଙ୍କୁ ଶୌର୍ଯ୍ୟ ଚକ୍ର…

ହିନ୍ଦୁଙ୍କୁ ସଂଖ୍ୟାଲଘୁ ମାନ୍ୟତା ପ୍ରସଙ୍ଗ: ରାଜ୍ୟମାନଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଯେଉଁସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ହିନ୍ଦୁଙ୍କ ସଂଖ୍ୟା କମ୍ ରହିଛି ସେମାନଙ୍କୁ ମିଳିପାରେ ସଂଖ୍ୟାଲଘୁ ମାନ୍ୟତା । ଏହା ଉପରେ ଆଗତ ପିଟିସନ ଉପରେ ସୁପ୍ରିମକୋର୍ଟ…

ରାଜ୍ୟର ପୁରୁଷ ଓ ମହିଳା ମଦ ପିଇବାରେ ଏକନମ୍ବର: ଜାତୀୟ ହାରଠାରୁ ଆଗରେ ଓଡ଼ିଶା, ଆସିଲା NFHS ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାର ଜନସାଧାରଣ ଭାରତବର୍ଷରେ ସବୁଠାରୁ ଅଧିକ ମଦ୍ୟପାନ କରୁଛନ୍ତି । ଦେଶର ବଡ଼ ବଡ଼ ରାଜ୍ୟମାନେ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛନ୍ତି । ମଦ୍ୟପାନରେ ଜାତୀୟ ସ୍ତରରେ ୧୫ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ସଂଖ୍ୟା…

ସାହାରା ଇଣ୍ଡିଆରେ ଆପଣଙ୍କର ଅର୍ଥ ଫସି ରହିଛି କି, ଜାରି ହେଲା ହେଲପ୍ ଲାଇନ୍ ନମ୍ବର

ନୂଆଦିଲ୍ଲୀ: ସାହାରା ଇଣ୍ଡିଆ କମ୍ପାନୀରେ ଦେଶର ଅନେକ ନିବେଶଙ୍କ ଅର୍ଥ ଫସି ରହିଛି । ତେବେ ଆପଣଙ୍କର କିଛି ଅର୍ଥ ସାହାରାରେ ଫସି ରହିଛି କି? ଯଦି ଫସିଛି, ତେବେ ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । କେନ୍ଦ୍ର ସରକାର…

ସମସ୍ତ ଭତ୍ତାଧାରୀଙ୍କୁ ମିଳିବ ଅତିରିକ୍ତ ବେନିଫିଟ୍: ଗ୍ରୀଷ୍ମକାଳୀନ ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭତ୍ତା ପାଉଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ଗ୍ରୀଷ୍ମକାଳୀନ ସହାୟତା । ମଧୁବାବୁ…

ଆରପାରିରେ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମା

ନୂଆଦିଲ୍ଲୀ: ପ୍ରଖ୍ୟାତ ସନ୍ତୁର ବାଦକ ପଣ୍ଡିତ ଶିବ କୁମାର ଶର୍ମା ଆଉ ନାହାନ୍ତି । ୮୪ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି । ଭାରତୀୟ ସଙ୍ଗୀତ ଜଗତର ଏହି ଉଜ୍ଜ୍ୱଳ ନକ୍ଷତ୍ର ସବୁଦିନ ପାଇଁ ଲିଭି ଯାଇଛନ୍ତି ।…

Call Recording ଥିବା ସମସ୍ତ Android App କାଲିଠରୁ ବନ୍ଦ ହୋଇଯିବ, ଲାଗୁ ହେବାକୁ ଯାଉଛି Google Play Storeର ନୂଆ ପଲିସୀ

ନୂଆଦିଲ୍ଲୀ: ଆପଣମାନେ ଯଦି ଆଣ୍ଡ୍ରଏଡ ଫୋନରେ କଲ ରେକର୍ଡିଂ ଆପ୍ ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଆସନ୍ତାକାଲିଠାରୁ କଲ୍ ରେକର୍ଡିଂ ଥିବା ସମସ୍ତ ଆଣ୍ଡ୍ରଏଡ୍ ଆପ୍ ବନ୍ଦ ହୋଇଯିବ । ଟ୍ରୁକଲରରେ ମଧ୍ୟ…

ଅଟା, ଡାଲି, ଚାଉଳ, ତେଲ ଏପରି ୧୩ଟି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ୧୦ ବର୍ଷ ପୂର୍ବେ କେତେ ଥିଲା ଏବେ କେତେ ଅଛି, ଜାଣନ୍ତୁ ମହଙ୍ଗା…

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିଛି । ଅଟା, ଡାଲିଠାରୁ ଆରମ୍ଭ କରି ପେଟ୍ରୋଲ, ଖାଇବା ତେଲ ପର୍ଯ୍ୟନ୍ତ ସବୁ ହୋଇଯାଇଛି ମହଙ୍ଗା । ତେବେ ମୋଟାମୋଟି ଭାବେ କହିବାକୁ…