କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ନକଭୀ, ଜାଣନ୍ତୁ କ’ଣ ରହିଛି କାରଣ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀ । ରାଜ୍ୟସଭାର ସଦସ୍ୟ ଭାବେ ନକଭୀଙ୍କ କାର୍ଯ୍ୟକାଳ ଆସନ୍ତା ଗୁରୁବାର ସମାପ୍ତ ହେବାର ଥିଲା । ନକଭୀଙ୍କ ସହ…

ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହିବେ, ସରକାରୀ ଶିକ୍ଷକ ଘରୋଇ କୋଚିଂ କରିପାରିବେନି, ଉଚ୍ଚଶିକ୍ଷା ବିଭାଗ ଜାରିକଲା ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ । ଏନେଇ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ । ଶିକ୍ଷକ, କଲେଜର କ୍ଲାସ, ସରକାରୀ ଶିକ୍ଷକଙ୍କ ଘରୋଇ କୋଚିଂ,…

ସ୍ୱଚ୍ଛତା ପାଇଁ ରାସ୍ତାକଡ଼ ଓ ସର୍ବସାଧାରଣ ସ୍ଥାନରୁ ହଟିବ ଜବରଦଖଲ, ପ୍ଲାନିଂ କରୁଛି BMC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତା ଏବଂ ସଫେଇକୁ ଗୁରୁତ୍ୱ ଦେଇଛି ବିଏମ୍‌ସି। ସ୍ବଚ୍ଛ ଭୁବନେଶ୍ୱର ଅଭିଯାନକୁ ସାକାର କରିବାରେ ଅନେକ ପ୍ରକାରର ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ…

ଶିଶୁର ଓଜନ ୫ କେଜି, ଲମ୍ବ ୨ ଫୁଟ: ନବଜାତକକୁ ଦେଖି ଡାକ୍ତରଙ୍କ ଉଡ଼ିଲା ହୋସ୍

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ଆମ ସମାଜରେ ବିରଳ ଶିଶୁମାନେ ଜନ୍ମଗ୍ରହଣ କରିଥାନ୍ତି । ତେବେ ନିକଟରେ ଜଣେ ମହିଳା ଏକ ଅଜବ ଧରଣର ଶିଶୁକୁ ଜନ୍ମ ଦେଇଛନ୍ତି । ଉକ୍ତ ଶିଶୁକୁ ଦେଖିବା ପରେ ଡାକ୍ତରମାନେ ହତବାକ ହୋଇଯାଇଛନ୍ତି…

ଏଇଟା କ’ଣ ଗୋଟିଏ ମଣିଷ ଛୁଆ: ଜନ୍ମ ନେଲା ୪ଟି ହାତ ଆଉ ୪ଟି ଗୋଡ଼ ଥିବା ଏକ ବିରଳ ଶିଶୁ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷର ଦୁଇଟି ହାତ ଓ ଦୁଇଟି ଗୋଡ଼ ଥାଏ । ଅନେକ ସମୟରେ ଦୁଇରୁ ଅଧିକ ହାତ ଓ ଗୋଡ଼ ଥିବା ବିରଳ ଶିଶୁମାନେ ଜନ୍ମ ନେଇଥାନ୍ତି । ତେବେ ନିକଟରେ ଉତ୍ତରପ୍ରଦେଶର ହରଦୋଈରେ ଏକ ବିରଳ ଶିଶୁ ଜନ୍ମ ନେଇଛି ।…

ଦମ୍ପତିଙ୍କ Kiss ହଙ୍ଗାମା ସରିନି, ଅଯୋଧ୍ୟାର ପବିତ୍ର ଘାଟରେ ବାଇକ୍ ଷ୍ଟଟ୍ ଦେଲେ ଯୁବକ, ଦେଖନ୍ତୁ Video

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଅଯୋଧ୍ୟାର ପବିତ୍ର ଘାଟରେ ଏକ ଦମ୍ପତି କିସ୍ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାକୁ କିଛିଦିନ ନ ପୂରୁଣୁ ଅଯୋଧ୍ୟାର ପବିତ୍ର ଘାଟ ‘ରାମ କୀ ପୈଡ଼ୀ’ରେ ବାଇକ୍ ଷ୍ଟଣ୍ଟ…

ଭୁବନେଶ୍ୱର ପରେ ଦେବଗଡ଼: ANM ସେଣ୍ଟରରେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ, ଆରମ୍ଭ ହେଲା ତଦନ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଆରମ୍ଭ ହେଲା ରାଗିଂ । ଭୁବନେଶ୍ୱର ପରେ ଦେବଗଡ଼ । ଦୁଇଦିନ ପୂର୍ବରୁ ରାଜଧାନୀର ବିଜେବି କଲେଜର ଜଣେ ଛାତ୍ରୀ ରାଗିଂ କାରଣରୁ ଆତ୍ମହତ୍ୟା କରିଥିଲେ । ତେବେ ବିଜେବି କଲେଜ ଛାତ୍ରୀ…

ମଧ୍ୟାହ୍ନ ଭୋଜନ ନା ବିଷ: ହଷ୍ଟେଲ ଖାଦ୍ୟ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ ୧୦୦ ଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ୧୦୦ରୁ ଅଧିକ ଛାତ୍ରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇରୁ ଏଭଳି ଏକ ଖବର ଆସିଛି । ହଷ୍ଟେଲ ଖାଦ୍ୟ ଖାଇବା ପରେ ଉକ୍ତ ଛାତ୍ରୀମାନଙ୍କର ଦେହ…

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ଜ୍ୱର କ୍ଲିନିକ, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହଠାତ୍ ରାଜ୍ୟରେ କୋଭିଡ୍ ସଂକ୍ରମଣ ଉପରମୁହାଁ ହୋଇଛି । ସଂକ୍ରମଣକୁ ନେଇ ଜନସାଧାରଣ ଓ ପ୍ରଶାସନର ଚିନ୍ତା ବଢ଼ି ଯାଇଛି । ଗତକାଲି ରାଜ୍ୟରୁ ୨୪୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ…

ଗାଁକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ, ଗର୍ଭବତୀଙ୍କୁ ଚୌକିରେ ବସାଇ ହସ୍ପିଟାଲ ନେଲେ ଗ୍ରାମବାସୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଯାଇଥିଲେ ହେଁ ଏହା ମଧ୍ୟରେ ଅନେକ ଗାଁରେ ଏବେ ବି ଯୋଗାଯୋଗ ଓ ବିଜୁଳି ସୁବିଧା ନାହିଁ । ଫଳରେ ବିଭିନ୍ନ ସମୟରେ ଜନସାଧାରଣ କେବଳ ଭାଗ୍ୟକୁ ଆଦରି ପଡ଼ି ରହିଥାନ୍ତି । ତେବେ…