“ପିଲାଙ୍କ ପାଇଁ ବିଜ୍ଜନକ ନୁହେଁ ଓମିକ୍ରୋନ’, ସଂକ୍ରମିତ ପିଲାଙ୍କ ଠାରେ ସାମାନ୍ୟ ଜ୍ୱର ସହ ଥଣ୍ଡା ଲକ୍ଷଣ ଥାଏ
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ପିଲାଙ୍କ ପାଇଁ ଆଦୌ ବି ଦଜନକ ନୁହେଁ ଓମିକ୍ରୋନ । ବର୍ତ୍ତମାନ ସୁଦ୍ଧା ଓମିକ୍ରୋନରେ କୌଣସି ପିଲା ଗୁରୁତର ହେବା ଘଟଣା ଜଣାପଡ଼ିନାହିଁ । ଯଦିଓ ଏଥିରେ ପିଲାମାନେ ସଂକ୍ରମିତ ହୋଇଛନ୍ତି…